ଆଜି ଠାରୁ ରେଳଯାତ୍ରୀଙ୍କ ଉପରେ କଟକଣା

କରୋନା ମହାମାରୀ ଦିନକୁ ଦିନ ଓଡିଶା ଆଉ ଅନ୍ୟ ରାଜ୍ୟରେ ବଢି ବଢି ଚାଲିଛି ତେବେ ସରକାର ଏହି ସବୁ ଘଟଣାକୁ ଦେଖି ନୂଆ ନୂଆ ନିୟମ ଲାଗୁ କରିଛନ୍ତି ଯାହା ଦ୍ଵାରା ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରା ଯାଇ ପାରିବ । ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ କରୋନା ପାଇଁ ବହୁତ ଲୋକଙ୍କ ଜୀବନ ଯାଇଥିଲା କିନ୍ତୁ ବର୍ତମାନ ଟୀକା ବାହାରିବା ଦ୍ଵାରା ଲୋକଙ୍କ ଦେହାନ୍ତ କମ ହୋଇଛି କିନ୍ତୁ ସଂକ୍ରମଣ ବଢି ବଢି ଚାଲିଛି । ଆଜି ଆମେ ଆପଣଙ୍କୁ ସରକାର ଦ୍ଵାରା ନିଆ ଯାଇଥିବା କିଛି ନିଷ୍ପତ୍ତି ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ଆବଶ୍ୟକ ଅଟେ ।

ସାର୍ବଜନିକ ସ୍ଥାନରେ ବାସ କରିବା ଅବୈଧ ବୋଲି କୁହା ଯାଇଛି ଲୋକଙ୍କ ଭିଡ କମ ହବ ବୋଲି ସବୁ ଜାଗାରେ ୬ ମିଟର ଦୂରତା ରଖିବା ପାଇଁ କୁହା ଯାଇଛି । ଭିଡ ହାଉଥିବା ସ୍ଥାନରେ ପୋଲିସ ଜଗୁଛନ୍ତି ଆଉ କେତେକ ସ୍ଥାନ କେବଳ ଭିଡ ପାଇଁ ବନ୍ଦ କରି ଦିଆ ଯାଇଛି । ମୟୂରଭଞ୍ଜରେ କରୋନା ଦ୍ଵାରା ସଂକ୍ରମଣ ବଢିବା ଦ୍ଵାରା ଶେଠୀ ରାତି କରଫ୍ୟୁ ଲଗା ଯାଇଛି ।

ତେବେ ବର୍ତମାନ ଖବର ଅନୁଯାଇ ସରକାର ଏହା ନିୟମ କରିଛନ୍ତି ଯେ ରେଳଯାତ୍ରୀ ମାନେ ଯିଏ ଆମ ରାଜ୍ୟରୁ ବାହାରକୁ ଯାଉଛନ୍ତି ବା ଫେରୁଛନ୍ତି ତାଙ୍କୁ କରୋନା ଟେଷ୍ଟ ନେଗେଟିବ ନଚେତ ଟୀକା ଦୁଇତୀୟ ଡୋଜ ନବାର ପ୍ରମାଣ ନେଇ ରେଳ ସ୍ଥାନକୁ ଯିବାକୁ ହବ ଯେଉଁଠାରେ ରେଳ ଅଧିକାରୀ ମାନେ ତାଙ୍କ ତାପମାତ୍ରା ଦେଖିବେ ଓ ତାଙ୍କ ସର୍ଟିଫିକେଟ ଦେଖି ତାଙ୍କୁ ଯିବା ପାଇଁ ଅନୁମତି ଦେବେ ନଚେତ ଅନୁମତି ମିଳିବ ନାହିଁ । ଏପ୍ରିଲ ୧୦ରୁ ଯାତ୍ରା ଆରମ୍ଭ କରୁଥିଲେ ସର୍ବାଧିକ ୭୨ ଘଣ୍ଟାର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହୋଇଥିବ ।

ଦେଶର କୌଣସି ସ୍ଥାନରୁ ଓଡିଶା ଆସିଲେ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଅଟେ । ତେବେ କରୋନା ସଂକ୍ରମଣ କମ କରିବା ପାଇଁ ସରକାର ନୂଆ ନୂଆ ନିୟମ ଆରମ୍ଭ କରିଛନ୍ତି ଯାହାକୁ ପାଳନ କରିବା ବାଧ୍ୟତା ଅଟେ, ନଚେତ ବହୁତ ଲୋକ ଏହାକୁ ଆରମ୍ଭ କରିବା ଦ୍ଵାରା ଅନ୍ୟ ମାନଙ୍କୁ ମଧ୍ୟ ସଂକ୍ରମଣ ହବାର ସଂକେତ ମିଳିଥିଲା ଯାହା ପରେ ସରକାରଙ୍କୁ ଏହି ନିଷ୍ପତ୍ତି ନବାକୁ ପଡିଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *