ଚେତ୍ର ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଘରକୁ ଆଣନ୍ତୁ ଏହି ୪ଟିରୁ କୌଣସି ବି 1 ଜିନିଷ, ଛପ୍ପରଫାଡି ବର୍ଷିବ ଧନ

ମାତା ଦୂର୍ଗାଙ୍କୁ ନ୍ୟାୟ ଦେବୀ କୁହା ଯାଇଥାଏ, ମାତାଙ୍କ ନବ ରୂପକୁ ନବରାତ୍ରିରେ ପୂଜା କରା ଯାଇଥାଏ । ତେବେ ୧୩ ଏପ୍ରିଲ ଠାରୁ ନବରାତ୍ରି ଆରମ୍ଭ ହବାକୁ ଯାଉଛି ଏହି ନବରାତ୍ରି ଆପଣଙ୍କ ଜୀବନରେ ବହୁତ କିଛି ବଦଳିବ କିନ୍ତୁ ତାହା ପାଇଁ ଆପଣଙ୍କୁ ମନ ଧ୍ୟାନ ସହ କିଛି ଉପାୟ କରିବାକୁ ହବ । ଏହି ନବରାତ୍ରି ବହୁତ ଶୁଭ ସମୟରେ ଆରମ୍ଭ ହବାକୁ ଯାଉଛି ସେହି ସମୟରେ ଅମୃତ ସିଧି ଯୋଗ ଆଉ ଅମୃବେଳା ଆରମ୍ଭ ହବ ପ୍ରଥମ ଦିନ ମାତାଙ୍କ ପାଖରେ କଳସ ବିଧି ଅନୁଯାଇ ସ୍ଥାପନ କରନ୍ତୁ କଳସରେ କିଛି ଚାଉଳ ପକାନ୍ତୁ ତାହା ପରେ ସେହି କଳସ ଉପରେ ଆମ ପତ୍ର ରଖନ୍ତୁ ଆଉ ତା ପରେ ଚୂଳ ଥିବା ନଡିଆ ସ୍ଥାପିତ କରନ୍ତି ଆଉ ନଡିଆକୁ ନାଲି କଦରେ ବାନ୍ଧି ଦିଅନ୍ତୁ ।

ନବରାତ୍ରି ବର୍ଷକୁ ଦୁଇ ଥର ଆସିଥାଏ ଆଉ ଏହି ସମୟରେ ନକାରାତ୍ମକ ଶକ୍ତି ବାହାରକୁ ବୁଲି ଥାନ୍ତି ସେଥିପାଇଁ ଘରକୁ ସଫା ସୁତୁରା ରଖିବା ସହ ମନକୁ ମଧ୍ୟ ସଫା ରଖନ୍ତୁ କାହିଁକିନା ଅନ୍ୟ ପାଇଁ ଅମଙ୍ଗଳ ଚାହୁଁଥିବା ଲୋକ ଜୀବନରେ ସମସ୍ୟା ଆଗ ଆସିଥାଏ । ତେବେ ଯେଉଁ ମହିଳା ମାନେ ୯ ଦିନ ଉପବାସ କରିବେ ତାଙ୍କୁ ବିଶେଷ ଧ୍ୟାନ ରଖିବା ଉଚିତ ଯେ ୯ ଦିନ ଯାକ ଅଖଣ୍ଡ ଦୀପ ପ୍ରଜ୍ଵଳିତ କରନ୍ତୁ ଆଉ ମନେ ରଖିବେ ଘିଅ ଦ୍ଵାରା ଦୀପ ଲଗାନ୍ତୁ ଯଦି ନାହିଁ ତେବେ କିଛି କଥା ନାହିଁ କିନ୍ତୁ ଯଦି ଅଛି ତେବେ ଘିଅ ଦ୍ଵାରା ଲଗାନ୍ତୁ । ଆପଣଙ୍କୁ ନବରାତ୍ରି ଆଗରୁ ଏହି ସବୁ ଜିନିଷ ଘରକୁ ଆଣିବାର ଅଛି ।

୧. ଆପଣଙ୍କୁ ନିଜ ଘର ମୁଖ୍ୟ କବାଟ ଆଗରେ ଶ୍ଵାସତିକ ଚିହ୍ନ ଲଗାଇବା ଉଚିତ କାହିଁକିନା ଏହା ଦ୍ଵାରା ଆପଣଙ୍କ ଜୀବନ ସବୁ ସମସ୍ୟା ଦୂର ହବା ସହ ନକାରାତ୍ମକ ଊର୍ଜା ଆପଣଙ୍କ ଘରେ ବାସ କରନ୍ତି ନାହିଁ ।

୨. ଆପଣଙ୍କୁ ନବରାତ୍ରି ଆଗରଉ କଇଁଛ ଆଣିବାର ଅଛି ଯଦି ଜିଅନ୍ତା ଆଣିଲେ ତାହେଲେ ବହୁତ ଭଲ କିନ୍ତୁ ଯଦି ଆପଣ ରୂପାର କଇଁଛ ଆନୁଛନ୍ତି ତେବେ ଦେଖିବେ ଯେମିତି କଇଁଛ ପିଠିରେ ଶ୍ରୀ ଜନ୍ତ୍ର ହୋଇଥିବ ଆଉ ଘରକୁ ଆଣିବା ପରେ କଇଁଛ ମୁହଁ ପୂର୍ବକୁ କରି ଭଗବାନ ପାଖରେ ରଖନ୍ତୁ ଆଉ କିଛି ପାଣି ରେ ରଖନ୍ତୁ ।

୩. ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା ଯଦି ଆପଣଙ୍କ ପାଖରେ ଅଛି ତେବେ ତାହା ମଧ୍ୟ ଆଣି ଘରେ ରଖନ୍ତୁ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

୪. ଘରକୁ ବା ଅଫିସରେ ୭ଟି ଘୋଡା ଫଟୋ ଆଣନ୍ତୁ ଆଉ ଦକ୍ଷିଣ ପୂର୍ବ ଦିଗ କାନ୍ଥରେ ଲଗାଇ ଦିଅନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ଉନ୍ନତି ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *