ପୁଅର ନାମ କଣ ଦେଲେ ବାବୁସାନ ?

ବାବୁ ସାନ ତାଙ୍କର ପୁଅର ନାମ କଣ ରଖିଲେ ଆପଣ ଜାଣିଛନ୍ତିକି, ଯଦି ଜାଣିଛନ୍ତି ତେବେ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ଗତ ତିନିଦିନ ତଳେ  ବାବୁ ସାନ ଜେନ ପୁତ୍ର ସନ୍ତାନର ବାପା ହୋଇଛନ୍ତି । ବାବୁସାନଙ୍କୁ ସମସ୍ତେ ଜାଣିଥିବେ । ବଲିଉଡର ଜବର ଦସ୍ତ ସୁପର ଷ୍ଟାର ହେଉଛନ୍ତି ବାବୁସାନ । ବାବୁ ସାନ ହେଉଛନ୍ତି ଉତମ ମହାନ୍ତି ଓ ଅପରାଜିତା ମହାନ୍ତିଙ୍କ ଏକମାତ୍ର ପୁଅ ଅଟନ୍ତି । ବାବୁସାନଙ୍କ ଜବରଦସ୍ତ ଅଭିନୟ ବଳରେ ସେ ବହୁତ ପ୍ରସିଦ୍ଧ ହେବା ସହିତ ଦର୍ଶକ ମାନଙ୍କ ମନରେ ହୃଦୟରେ ଜାଗା ବନାଇ ପାରିଛନ୍ତି ।

ବାବୁସାନଙ୍କ ଅଭିନୟ ଦ୍ଵାରା ଲୋକ ବହୁତ ଖୁସି ହୋଇଥାନ୍ତି,  ସେ ରିଅଲ ଜୀବନରେ ଜେନ ବହୁତ ଭଲ ମଣିଷ ଅଟନ୍ତି । ତାଙ୍କର ଅଭିନୟ ବହୁତ ଦର୍ଶକଙ୍କ ମନକୁ ଛୁଇଁ  ପାରିଛି । ପ୍ରାୟ ୪୦ ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ତାଙ୍କର  ଫିଲ୍ମ ଗୁଡିକ ମଧ୍ୟ ବହୁତ ସୁପର ହିଟ ହୋଇଛି । ତାଙ୍କର ସବୁ ଫିଲ୍ମ ପ୍ରାୟ ବହୁତ ହିଟ ହୋଇଛି । ତାଙ୍କର ଅଭିନୟ ବହୁତ ଜୀବନ୍ତ ହୋଇଥାଏ, ସେହି କାରଣ ଲାଗି ଦର୍ଶକଙ୍କ ସହିତ ସେ ସବୁବେଳେ ଯୋଡି ରହିଥାନ୍ତି । ସେ ବହୁତ ମଜାଦାର ଓ ଖୁସ ମିଜାଜ ଓ ସୁନ୍ଦର ମଣିଷ ଟିଏ ଅଟନ୍ତି  ।

ବହୁତ କମ ଦିନରେ ତାଙ୍କ ଅଭିନୟ ଜାଦୂରେ ଲୋକ ମାନଙ୍କୁ ବାନ୍ଧି ରଖିଛନ୍ତି । ସେ ତାଙ୍କର ପିଲା ଦିନର ସାଙ୍ଗ ତୃପ୍ତିଙ୍କୁ ପ୍ରେମ କରି ବିବାହ କରିଥିଲେ । ବିବାହ ପରେ ଦୁଇଜଣ ବହୁତ ଖୁସିରେ ଜୀବନ ଜାପନ କରୁଛନ୍ତି । ବହୁତ ମଜାମସ୍ତି କରିବାରେ ମଧ୍ୟ ନଜର ଆସିଛନ୍ତି । ତାଙ୍କର ସେହି ମଜା ମସ୍ତିର ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ବାବୁ ସାନ ଗତ ତିନିଦିନ ପରେ ଗୋଟେ ପୁତ୍ର ସନ୍ତାନର ବାପା ହୋଇଛନ୍ତି । ଯାହାକି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଦର୍ଶକ ମାନଙ୍କ ପାଖରେ ସେୟାର କରିଛନ୍ତି ।

ବାବୁସାନ ମହାନ୍ତି ତାଙ୍କ ପୁଅର ନାମ କଣ ରଖାଯିବ ଦର୍ଶକ ମାନଙ୍କୁ କହିଛନ୍ତିକି ଗୋଟେ ଭଲ ନାମ ବାଛିବା ପାଇଁ । ଏଥିସହ ତାଙ୍କ ଫ୍ୟାନ ମାନଙ୍କୁ ମିଠା ବାଣ୍ଟିଛନ୍ତି । ତାଙ୍କ ପୁଅର କିଛି ଫୋଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ଦର୍ଶକ ବନ୍ଧୁ ଆପଣଙ୍କୁ ବାବୁସାନ କେମିତି ଲାଗୁଛନ୍ତି ବା ତାଙ୍କର ଅଭିନୟ ଆପଣ ମାନଙ୍କୁ କେମିତି ଲାଗେ କମେଣ୍ଟ ମାଧ୍ୟମରେ ନିଶ୍ଚତ ରୂପରେ ଜଣାନ୍ତୁ । ଏଠି ସହିତ ବାବୁସାନ ଓ ତୃପ୍ତିଙ୍କ ଯୋଡି ଆପଣଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ ।

Leave a Reply

Your email address will not be published. Required fields are marked *