କାଲୀ ସକାଳ ୮: ୩୦ ପରେ ହଟାତ ଚମକିବ ଏହି ରାଶି ମାନଙ୍କ ଭାଗ୍ୟ, ମିଳିବ ବଡ ଖୁସି ଖବର

ରାଶି ଚକ୍ରରେ ୧୨ଟି ରାଶି ବିରାଜମାନ ଅଛନ୍ତି ଏହି ରାଶି ମାନଙ୍କ ଭାଗ୍ୟ ଗ୍ରହ ନଖେତ୍ର ମାନଙ୍କ ଚାଳନ ଅନୁଯାଇ ହୋଇଥାଏ ତେବେ ଗୁରୁ ବୃହସ୍ପତି ଚଳନ ଦ୍ଵାରା କିଛି ରାଶିଙ୍କ ପାଇଁ ଭଲ ଆଉ କିଛି ରାଶିଙ୍କୁ ସାବଧାନ ରହିବା ଉଚିତ ଅଟେ । ତେବେ ଆପଣ ମଧ୍ୟ ଏହା ଜାଣିଛନ୍ତି ଯେ ମଣିଷ ଭାଗ୍ୟ ଖରାପ ହେଲେ ସେ ନିଜେ ଖରାପ ବାଟକୁ ଯାଇଥାଏ କିନ୍ତୁ ସମୟ ଭଲ ରହିଲେ ମଣିଷ ଏମିତି କିଛି ଭଲ କାର୍ଯ୍ୟ ମଧ୍ୟ କରିଥାଏ ଯାହା ସମସ୍ତେ ଜାଣି ନଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଭଲରେ ରହିବେ ଆଉ କାହାକୁ ସାବଧାନ ରହିବା ଉଚିତ ତାହା ମଧ୍ୟ କହିବୁ ।

ମେଷ : ଚାକିରିରେ ପରିବର୍ତ୍ତନର ଯୋଗ ରହିଛି। ପରିବାରରେ ଝଗଡ଼ା ହୋଇପାରେ। ସୋରିଷ ଖାଇ ଘରୁ ବାହାରନ୍ତୁ।

ବୃଷ : ପତ୍ନୀ ଓ ପୁଅଠୁ ଆନନ୍ଦଦାୟକ ସମାଚାର ମିଳିବ । ଭ୍ରମଣର ଯୋଜନା ବନାଇପାରନ୍ତି । କିଛି ନୂଆ ଶିକ୍ଷା ମିଳିବାର ଆଶା ରହିଛି ।

ମିଥୁନ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ମିଳିବ।

କର୍କଟ: ଯେଉଁ କାର୍ଯ୍ୟ କରିବେ ତାହା ଖରାପ ହେବାର ଆଶଙ୍କା ରହିଛି । ଧାର୍ମିକ ଯାତ୍ରାର ଆୟୋଜନ ହେବାର ଆଶା ରହିଛି ।

ସିଂହ: କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିବେ। ପରିଶ୍ରମର ମୂଲ୍ୟ ମିଳିବ।

କନ୍ୟା: ପୁରୁଣା ଭୂସଂପତ୍ତି ମାମଲାରେ ସ୍ଥଗିତ ଥିବା କାମ ପୂରା ହେବ । ବ୍ୟବସାୟରେ ଫାଇଦା ମିଳିବ।  ପ୍ରେମୀଜନଙ୍କ ଠାରୁ ସୁଖ ଓ ସନ୍ତୋଷ ମିଳିବ।

ତୁଳା :ଶାରୀରିକ ଓ ମାନସିକ ସ୍ତରରେ ବ୍ୟାକୁଳତା ଅନୁଭବ କରିବେ । ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ ।

ବିଚ୍ଛା:  କ୍ୟାରିଅର୍‌ରେ ଉନ୍ନତି କରିବେ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଖର୍ଚ୍ଚ ବଢ଼ିବ।

ଧନୁ: କୌଣସି ଧାର୍ମିକ ସ୍ଥଳକୁ ଯିବାର ସମ୍ଭାବନା ରହିଛି । ଆଜି ଭାଗ୍ୟବୃଦ୍ଧିର ସୁଯୋଗ ରହିଛି । ପୁଞ୍ଜିନିବେଶଙ୍କ ପାଇଁ ଏହା ସବୁଠୁ ଉତ୍ତମ ସମୟ ।

ମକର: ସମୟ ବ୍ୟସ୍ତ ଭିତରେ କଟିବ। ସୁସ୍ଥ ରହିବେ। ପରିବାରରେ ହସ ଓ ଖୁସିର ପରିବେଶ ରହିବ।

କୁମ୍ଭ : କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ।

ମୀନ : ନିଜ କାର୍ଯ୍ୟ କଳାପର ସମୀକ୍ଷା କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସୁ- ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ।

Leave a Reply

Your email address will not be published. Required fields are marked *