550 ବର୍ଷର ମୃ-ତ ଶରୀର ଏବେ ଜୀବନ୍ତ, ବଢୁଛି ନଖ, ବଢୁଛି କେଶ…. ଦେଖନ୍ତୁ ଭୟାନକ ସତ୍ୟ

ନମସ୍କାର ବନ୍ଧୁଗଣ । ୫୫୦ ବର୍ଷର ମଣିଷ ଜୀ-ବ-ନ୍ତ ହୋଇଛି । ଏବେ ବି ବସିଛନ୍ତି ଧ୍ୟାନ ମୁଦ୍ରାରେ । ବଢୁଛି ନଖ ଓ କେଶ । ଏହି କଥାଟି ଏମିତି ଏକ କଥା ଯାହାକୁ ବିଶ୍ଵାସ କରି ହେବନାହି । ଏହା ଏମିତି ଏକ ରହସ୍ୟ ଜହକୁ ଭେଦ କରିବା କଷ୍ଟକର ପାଠ ଅଟେ । କିନ୍ତୁ ପାରିପାର୍ଶ୍ଵିକ ପରିସ୍ଥିତି ଯାହା କହୁଛି ବିଶ୍ଵା ନ କରି ବି ରହି ହେବନି । ଏହି ଘଟଣାଟି ହେଉଛି ହିମାଚଳ ପ୍ରଦେଶର ରାମପୁର ଠାରୁ ପାହାଡିଆ ରାସ୍ତାରେ ଅତିକ୍ରମ କରିବା ପରେ ହିମାଳୟ କୋଳରେ ଥିବା ଲାହୋର ସ୍ଥିତି ଘାଟି । ଏହି ଘାଟି ପାଖରେ ରହିଛି କ୍ୟୁ ଗାଁ ।

ଏଠାରେ ରହିଛି ବୌଦ୍ଧ ମଠ ଯାହା ସମୁଦ୍ର ପାଟଣା ଠାରୁ ୧୩ ହଜାର ୫୦୦ଫୁଟ ଉଚ୍ଚରେ ଥିବା ଏହି ମଠରେ ଏକ କୋଠରି ଭିତରେ ରହିଛି କାଚବାକ୍ସ । ଏହି କାଚବାକ୍ସରେ ରହିଛି ୫୦୦ବର୍ଷ ତଳର ବୋଧ ଭିକ୍ଷୁକଙ୍କର ମୃ-ତ ଶ-ରୀ-ର । ଇଜିପ୍ଟରେ ମୃ-ତ ବ୍ୟକ୍ତିଙ୍କ ଶ-ରୀ-ରକୁ ଏକ ରାସାନିୟକ ପଦାର୍ଥ ଭଳି ସଂଗ୍ରହ କରା ଯାଇଥାଏ । କିନ୍ତୁ ଏଠାରେ ଥିବା ବୌଦ୍ଧ ଭିକ୍ଷୁକଙ୍କ ଶ-ରୀ-ରରେ କୌଣସି ରାସାୟନିକ ଲେପ ଦିଆ ଯାଇନାହି କିମ୍ବା ଏହି ଶ-ରୀ-ର ଶୋଇଥିବା ଅବସ୍ଥାରେ ଅନହି । ବରଂ ୫୫୦ବର୍ଷ ହେବ ଧ୍ୟାନ ମୁଦ୍ରାରେ ବସିଛନ୍ତି ବୌଦ୍ଧ ଭିକୁକ ।

ଯାହାଙ୍କୁ ଜୀ-ବ-ନ୍ତ ବୋଲି ଦାବି କରା ଯାଉଛି । କୁହ ଯାଉଛି କି ୧୯୨୫ରେ ଯବାନ ମାନଙ୍କୁ ଏକ ମୃ-ତ ଶ-ରୀ-ର ମିଳିଥିଲା । ଭୂକମ୍ପ ଯୋଗୁ ଏହି ମୃତ ଶ-ରୀ-ରଟି ମାଟିରେ ପୋତି ହୋଇ ଯାଇଥିଲା । କିନ୍ତୁ ଖୋଲିବା ସମୟରେ ମୃ-ତ ଶ-ରୀ-ରରୁ ର-କ୍ତ ବାହାରିବାର ଦେଖିବାକୁ ମିଳିଥିଲା । ସେହି ବୌଦ୍ଧ ଭିକୁକଙ୍କ ନାଁ ହେଉଛି ସାନହା ତେଞ୍ଜିନ ଯିଏ ୫୫୦ ବର୍ଷ ତଳେ ୪୫ବର୍ଷ ବୟସରେ ସମାଧି ନେଇଥିଲେ । ଦୀର୍ଘ ୪ବର୍ଷ ସାଧନ କରିବା ପରେ ତାଙ୍କ ଶ-ରୀ-ରର ପ୍ରାଣବାୟୁ ଉଡି ଯାଇଥିଲା ।

ତାଙ୍କର ପ୍ରାଣ ନ ଥିଲେ ମଧ୍ୟ ଶ-ରୀ-ର ସେହିପରି ଧ୍ୟାନମୁଦ୍ରାରେ ରହିବା ସହ ହାତରେ ମାଳା ମଧ୍ୟ ରହିଥିଲା । ତନକର ଗୋଟିଏ ଆଖି ଖୋଲା ରହିବା ସହ ଶ-ରୀ-ରରେ କେଶ ଓ ନଖ ରହିଛି । ଏହି କେଶ ଓ ନଖ ବଢିବା କଥା ସ୍ଥାନୀୟ ଲୋକ ମାନେ ଦାବି କରନ୍ତି । କେଞ୍ଜିନଙ୍କ ମୃ-ତ ଶ-ରୀ-ର ଉପରେ ଗବେଷକ ମାନେ ପରୀକ୍ଷା କରିଥିଲେ ମଧ୍ୟ ହାର ମାନିଥିଲେ । କରଣ ବିନା ରାସାୟନିକ ପଦାର୍ଥରେ ୫୫୦ବର୍ଷର ମୃତ ଶ-ରୀ-ର କିପରି ସୁରକ୍ଷା ରହି ପାରିବ ।

ମିସବାରର ମମି ସହ ଏହି ଭାରତୀୟ ବୌଦ୍ଧ ସନ୍ୟାସୀଙ୍କର ଶ-ରୀ-ରକୁ ତୁଳନା କରାଯାଇ ପାରିବ ନାହି । କାରଣ ଏହି ବୌଦ୍ଧ ଭିକୁକଙ୍କ ସ-ମା-ଧି ମୁଦ୍ରା ବିଲକୁଲ ଭାରତୀୟ ଶାସ୍ତ୍ରରେ ବର୍ଣ୍ଣିତ ସମାଧିସ୍ଥ ଅବସ୍ଥା ଭଳି । ଯେଉଁ ବ୍ୟକ୍ତି ସମାଧିରେ ରୁହନ୍ତି ସେମାନେ ସମସ୍ତ ଅଲୌକିକ ଶ-କ୍ତି-ର ଅଧିକାରୀ ହୋଇଥାନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *