ଶୁକ୍ରବାର 06 ଅଗଷ୍ଟ 2021: ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି 2 ଟି ରାଶିଙ୍କୁ ମିଳିବ କିଛି ବଡ ଖବର

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ଆପଣ ବୁଦ୍ଧିମାନର ସହିତ କଠିନ କାମ ଶେଷ କରିବେ । ମିତ୍ର ଓ ପ୍ରିୟ ପାତ୍ରଙ୍କ ସହିତ ଭେଟ ହେବ । ମଧ୍ୟାନ୍ନ ପରେ ଅରୁଚିକର ଘଟଣା ଦ୍ଵାରା ମନ ଅସ୍ଵସ୍ଥ ହେବ । ଛୋଟ ପ୍ରବାସର ଆୟୋଜନ ହୋଇବ । ଅଧିକ ପରିଶ୍ରମ ବାଲା କାମ ଆପଣଙ୍କୁ କରିବାକୁ ପଡିପାରେ । ଭାଇ ମାନଙ୍କ ସହିତ ସମ୍ପର୍କରେ ନିକଟତା ବଢିବ । ସହଯତା ଓ ସନ୍ତୁଷ୍ଟି ଆପଣଙ୍କ ଚେହେରାରେ ଦେଖାଯିବ ।

ବୃଷ :- ଆଜି ଆୟ ବଢାଇବାର କିଛି ଭଲ ସୁଯୋଗ ଆପଣଙ୍କୁ ମିଳିବ ଯାହା ଦ୍ଵାରା ଆପଣ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇବେ । ନିର୍ନୟ ଭାବିଛିନ୍ତି କରନ୍ତୁ । କ୍ରୋଧ ଓ ଉତେଜନା ଉପରେ ନିୟତ୍ରଣ ରଖନ୍ତୁ । ହେବାର କାମ ବିଗିଡି ଯାଇପାରେ । ପରିବାରର କୌଣସି ସଦସ୍ୟଙ୍କ ଚିନ୍ତା ରହିବ ।

ମିଥୁନ :- ମିଥୁନ ରାଶିର ଲୋକ ନିଜ ସ୍ୱାସ୍ଥ୍ୟର ଯତ୍ନ ରଖନ୍ତୁ । ଆମଦାନୀ କମ ଓ ଖର୍ଚ ଅଧିକ ହେବାର ସମ୍ଭାବନା ରହିଛି । ମଧ୍ୟାନ୍ନ ପରେ ସ୍ବଭାବରେ ଭାବୁକତା ବଢିପାରେ । ପାରିବାରିକ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ ବିବାଦ କରନ୍ତୁ ନାହିଁ । ମାତାଙ୍କ ସ୍ୱାସ୍ଥ୍ୟ ଖରାପ ରହିବ ।

କର୍କଟ :- ଆଜିର ଆପଣଙ୍କ ଚେଷ୍ଟା କୌଣସି ଭୂମିରେ ନିଜର ଅଧିକାର ପ୍ରାପ୍ତ କରିବାର ହେବା । ପରିବାର ଲୋକଙ୍କ ପୁରା ସମର୍ଥନ ଓ ସହଯୋଗ ମିଳିବ । ଦୂର ସ୍ଥାନର ଲୋକଙ୍କ ସହିତ କଥା ବାର୍ତା ହୋଇବ । ଏହି ଦିଗରେ ଆପଣଙ୍କୁ ଘର ପରିବାରର ଲୋକଙ୍କ ସହଯୋଗ ମିଳିବାର ସଙ୍କେତ ପ୍ରାପ୍ତ ହେବ । ନିଜକୁ ଥକାନ ଅନୁଭବ ହେବ ।

ସିଂହ :- ଆଜି ଆପଣଙ୍କ ଆତ୍ମବିଶ୍ବାସ ବଢା ହେବା ଅନୁଭବ ହେବ । ବହୁତ ମାମଲାରେ ଆପଣ କ୍ଷତିରୁ ବଞ୍ଚିବେ । ଘର ପରିବାର ଭିତରେ ସୁଖ ଶାନ୍ତି ମଧ୍ୟରେ ନିଜ ଭାବୁକତା ଅଧିକ ରହିବ । ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ । ବିଦ୍ୟାର୍ଥୀ ଆଜି ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଫାଇଦାର ଯୋଗ ରହିଛି । ସାଥିଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ମିଳିବ ।

କନ୍ୟା :- ଆଜି ଆପଣଙ୍କ ଛୋଟ ଭାଇ ବା ଭାଉଣୀଙ୍କ ସମର୍ଥନ ଆପଣଙ୍କୁ ଆତ୍ମା ବିଶ୍ବାସ ଦେବ । ଆପଣଙ୍କ ଆତ୍ମ ବିଶ୍ବାସ ବଢା ହୁଆ ରହିବ । ନିଜ ସହିତ କି ଆଖପାଖର ଲୋକଙ୍କ ସହିତ ସମ୍ପର୍କରେ ସୁଧାର ଆସିବ । ଅତିରିକ୍ତ କାମରେ କାହା ଠାରୁ ସାହାର୍ଯ୍ୟ ମିଳିବ । ପୁରୁଣା କିଛି ମାମଲାରେ ସମସ୍ଯା ସମାଧାନ ହୋଇବ ।

ତୁଳା :- ଆଜି ଆପଣଙ୍କ ନୂଆ ମିତ୍ର ବନିବ । ଯାହାର ମିତ୍ରତା ଆପଣଙ୍କ ଭବିଷ୍ୟତ ପାଇଁ ଲାଭ ଦାୟକ ପ୍ରମାଣିତ ହେବ । ନୂଆ ବ୍ୟବସାୟର ଆରମ୍ଭ କରିବାକୁ ଚାହୁଁ ଛନ୍ତିତ ଆଜିର ଦିନ ବହୁତ ଭଲ ଅଟେ । ଏହା ସହିତ ସୁଯୋଗର ଧ୍ୟାନ ରଖନ୍ତୁ ଓ ତାଙ୍କ ହାତରୁ ଯିବାକୁ ଦିଅନ୍ତୁ ନାହିଁ । ଯଦି ଆପଣ ଆଜି ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ନିଜ ଜିନିଷର ଅତିରିକ୍ତ ଦାୟିତ୍ଵ ନେବାର ଆବଶ୍ୟକତା ରହିଛି ।

ବିଛା :- ଆଜି କଠିନ ପରିଶ୍ରମ କରିବାର ଦିନ ଅଟେ ଓ ଏହି କାରଣରୁ ଆପଣ ଅଧିକ ଚିନ୍ତାଗ୍ରସ୍ତ ଓ ରହିବେ । ରୁଣ ଭାରରେ କମ ହେବ । ସନ୍ତାନ ପକ୍ଷରେ ପୂର୍ଣ ସହଯୋଗ ଓ ସୁଖ ପ୍ରାପ୍ତ ହେବ । ଭୌତିକ ସାଧନାରେ ବ୍ୟୟ ହେବାର ଯୋଗ ରହିଛି, ଯାହା ଦ୍ଵାରା ଆରାମ ଆପଣଙ୍କୁ ମିଳିବ । ବିପରୀତ ଲିଙ୍ଗଙ୍କ ମିତ୍ରଙ୍କ ଠାରୁ କଟୁତା ଉତ୍ପନ ହେବ ।

ଧନୁ :- ଆଜି ସନ୍ତାନ ପକ୍ଷରୁ ଭଲ ଖବର ଶୁଣିବାକୁ ମିଳିବ । ଛାତ୍ର ମାନଙ୍କ ସଫଳତାରେ ଆସୁଥିବା ବାଧା ଆଜି ଦୂର ହେବ । ପୂର୍ବରୁ ପ୍ରସ୍ତୁତ ଯୋଜନା ଆଜି ପୁରା ହେବ । ବ୍ୟବସାୟରେ କର୍ମଚାରୀଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ ହେବ । ଆପଣଙ୍କ ମାନ ସନମାନରେ ବୃଦ୍ଧି ହେବ ।

ମକର :- ଆଜି ଆପଣ ଜରୁରୀ ଜିନିଷ କିଣିବାକୁ ଯାଇପାରନ୍ତି । କଥା ବାର୍ତା କରିବା ସମୟରେ କ୍ରୋଧ ଉପରେ ସଂଯମତା ରଖନ୍ତୁ । ଆପଣଙ୍କ ବ୍ୟକ୍ତିତ୍ବରେ ନିଖାର ଆସିବ । ଧନ ସମ୍ପତି ମାମଲାରେ ଆପଣଙ୍କୁ କୌଣସି ପ୍ରକାରର କ୍ଷତି ହୋଇପାରେ । ନୂଆ ସାଙ୍ଗ ବନିବ ।

କୁମ୍ଭ :- ଆଜି ଧନର ଆଗମନ ହେବ କିନ୍ତୁ ବ୍ୟୟ ମଧ୍ୟ ସେହି ଅନୁପାତରେ ହେବ । ଆପଣ ସରଲତା ଦ୍ଵାରା ଘରର କାମ ବିନା ଆଳସ୍ୟରେ ପୁରା କରିବେ । ବହୁତ ଭଲ ଫଳ ପାଇଁ ନିଜ ଉପରେ ଭରସା ରଖନ୍ତୁ । ଲୋକ ଆପଣଙ୍କ ବ୍ୟକ୍ତିତ୍ବ ଦ୍ଵାରା ପ୍ରଭାବିତ ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ସାମାନ୍ଯ ରହିବ ।

ମୀନ :- ଆଜି ଆପଣଙ୍କ କାମକୁ ନେଇକି ଚର୍ଚା ହୋଇପାରେ ଓ ବହୁତ ଜଲ୍ଦି ଏହାର ଫଳ ଆପଣଙ୍କୁ ମିଳିବ । ଦୁଇପ୍ରହାର ପରେ କୌଣସି ଉଚ ଅଧିକାରୀଙ୍କ ସହିତ ବାଦ ବିବାଦ ହୋଇପାରେ । ସନ୍ଧ୍ଯା କାଳ ସମୟ ଯୋଜନା ପୁର୍ତି ଦ୍ଵାରା ଲାଭ ହେବ । ଅନ୍ୟ କାରଣରୁ କୌଣସି ବିବାଦରେ ଫସି ପାରନ୍ତି ।

Leave a Reply

Your email address will not be published. Required fields are marked *