ତାହା କେଉଁ ଜିନିଷ ଯାହାକୁ ଆମେ ଖାଇବା ପାଇଁ କିଣୁ କିନ୍ତୁ ଖାଇ ନଥାଉ ? ଏହା ସହ ଆହୁରି 9 Gk Questions & Answers

ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି, ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।

ତେବେ ଛୁଆଙ୍କୁ ବହୁତ କିଛି ଜାଣିବା ବହୁତ ଆବଶ୍ୟକ ଅଟେ, ଦୁନିଆରେ ବହୁତ ପ୍ରଶ୍ନ ଅଛି, ପ୍ରଶ୍ନ ଉତ୍ତରର କୌଣସି ସୀମା ନଥାଏ ଓ ଶିଖିବାର ବି କୌଣସି ସୀମା ନଥାଏ । ଜୀବନରେ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଶିଖିବାକୁ ସୁଯଗ ପାଇଥାଏ, ତେବେ ଜୀବନରେ ଯେବେବି ଆପଣଙ୍କୁ ସମୟ ମିଳିଥାଏ କିଛି ଶିଖିବା ପାଇଁ ଚେଷ୍ଟା କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଜ୍ଞାନ ଖେଳ ଖେଳରେ ଅର୍ଜନ କରିପାରିବେ ।

Image Courtesy: Google

୧. ନିଜ ପାଖରେ ଥିବା ଟଙ୍କାକୁ ଖୁବଶୀଘ୍ର ଦୁଇଗୁଣ କରିବା ପାଇଁ କେଉଁଠାରେ ରଖିବା ?

ଉତ୍ତର : ଦର୍ପଣ ଆଗରେ

୨. ତାହା କେଉଁ ଜିନିଷ ଯାହାକୁ କାଟିଲା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରନ୍ତି ?

ଉତ୍ତର : ଜନ୍ମଦିନର କେକ

୩. ସେ କିଏ ଯାହାର ଚାରିଟି ଗୋଡ ଥାଇ ମଧ୍ୟ ଚାଲି ପାରେ ନାହିଁ ?

ଉତ୍ତର : ଟେବୁଲ

୪. କେଉଁ ରାତି ବାସ୍ନା ହୁଏ ?

ଉତ୍ତର : ଗୁଜୁରାତି

୫. କାଳି ଗାଈ କାଳି ଘାସ ଖାଏ ବେକ ମୋତିଦେଲେ, ଘରକୁ ଯାଏ । ତାହା କଣ ?

ଉତ୍ତର : ଖୂର

Image Courtesy: Google

୬. ତାହା କେଉଁ ଜିନିଷ ଯାହାକୁ ଆମେ ଖାଇବା ପାଇଁ କିଣୁ କିନ୍ତୁ ଖାଇ ନଥାଉ ?

ଉତ୍ତର : ପ୍ଳେଟ / ଥାଳୀ

୭. କିଏ ଚାଲିଥାଏ, ଥକି ପଡିଲେ ବେକ କାଟ ହୁଏ, ତାପରେ ପୁଣି ଚାଲେ ?

ଉତ୍ତର : ପେନସିଲ

୮. କାହାକୁ ନଧରି ଭାଙ୍ଗି ହୁଏ ?

ଉତ୍ତର : ପ୍ରତିଜ୍ଞା

୯. କାହାକୁ ଆମେ ଖାଇଥାଉ କିନ୍ତୁ ଦେଖିପାରି ନଥାଉ ?

ଉତ୍ତର : ରାଣ

୧୦. ରାମଚନ୍ଦ୍ରଙ୍କ ବାପା ଦଶରଥ ଆଉ କିଏ ଦଶରଥ ?

ଉତ୍ତର : କଙ୍କଡା

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *