ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି, ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।
ତେବେ ଛୁଆଙ୍କୁ ବହୁତ କିଛି ଜାଣିବା ବହୁତ ଆବଶ୍ୟକ ଅଟେ, ଦୁନିଆରେ ବହୁତ ପ୍ରଶ୍ନ ଅଛି, ପ୍ରଶ୍ନ ଉତ୍ତରର କୌଣସି ସୀମା ନଥାଏ ଓ ଶିଖିବାର ବି କୌଣସି ସୀମା ନଥାଏ । ଜୀବନରେ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଶିଖିବାକୁ ସୁଯଗ ପାଇଥାଏ, ତେବେ ଜୀବନରେ ଯେବେବି ଆପଣଙ୍କୁ ସମୟ ମିଳିଥାଏ କିଛି ଶିଖିବା ପାଇଁ ଚେଷ୍ଟା କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଜ୍ଞାନ ଖେଳ ଖେଳରେ ଅର୍ଜନ କରିପାରିବେ ।
୧. ନିଜ ପାଖରେ ଥିବା ଟଙ୍କାକୁ ଖୁବଶୀଘ୍ର ଦୁଇଗୁଣ କରିବା ପାଇଁ କେଉଁଠାରେ ରଖିବା ?
ଉତ୍ତର : ଦର୍ପଣ ଆଗରେ
୨. ତାହା କେଉଁ ଜିନିଷ ଯାହାକୁ କାଟିଲା ପରେ ଲୋକମାନେ ଗୀତ ଗାଇବା ଆରମ୍ଭ କରନ୍ତି ?
ଉତ୍ତର : ଜନ୍ମଦିନର କେକ
୩. ସେ କିଏ ଯାହାର ଚାରିଟି ଗୋଡ ଥାଇ ମଧ୍ୟ ଚାଲି ପାରେ ନାହିଁ ?
ଉତ୍ତର : ଟେବୁଲ
୪. କେଉଁ ରାତି ବାସ୍ନା ହୁଏ ?
ଉତ୍ତର : ଗୁଜୁରାତି
୫. କାଳି ଗାଈ କାଳି ଘାସ ଖାଏ ବେକ ମୋତିଦେଲେ, ଘରକୁ ଯାଏ । ତାହା କଣ ?
ଉତ୍ତର : ଖୂର
୬. ତାହା କେଉଁ ଜିନିଷ ଯାହାକୁ ଆମେ ଖାଇବା ପାଇଁ କିଣୁ କିନ୍ତୁ ଖାଇ ନଥାଉ ?
ଉତ୍ତର : ପ୍ଳେଟ / ଥାଳୀ
୭. କିଏ ଚାଲିଥାଏ, ଥକି ପଡିଲେ ବେକ କାଟ ହୁଏ, ତାପରେ ପୁଣି ଚାଲେ ?
ଉତ୍ତର : ପେନସିଲ
୮. କାହାକୁ ନଧରି ଭାଙ୍ଗି ହୁଏ ?
ଉତ୍ତର : ପ୍ରତିଜ୍ଞା
୯. କାହାକୁ ଆମେ ଖାଇଥାଉ କିନ୍ତୁ ଦେଖିପାରି ନଥାଉ ?
ଉତ୍ତର : ରାଣ
୧୦. ରାମଚନ୍ଦ୍ରଙ୍କ ବାପା ଦଶରଥ ଆଉ କିଏ ଦଶରଥ ?
ଉତ୍ତର : କଙ୍କଡା
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।