90 ଦଶକର Bollywood ଅଭିନେତ୍ରୀ ମାନଙ୍କର Real ବୟସ କେତେ ? ଦେଖନ୍ତୁ ଆପଣଙ୍କ ପସନ୍ଦିତା ହେରୋଇନଙ୍କ ବୟସ କେତେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଖାସ କରି ୯୦ ଦଶକରେ ଅଭିନୟ କରୁଥିବା ହିରୋଇନ ମାନେ ଦେଖିବାକୁ ବହୁତ ସୁନ୍ଦର ଓ ଗରେଜେସ ଥିଲେ । ତାଙ୍କର ଅଭିନୟ ମଧ୍ୟ ଖୁବ ଚମତ୍କାର ଓ ଜବରଦସ୍ତ ରହିଥିଲା । ଆଜି ବି ୯୦ ଦଶକର ହିରୋଇନ ମାନେ ନିଜର ଅଭିନୟ କ୍ଯାରିୟର ଜାରି ରଖିଛନ୍ତି । କିନ୍ତୁ ସେମାନଙ୍କର ବୟସରେ ଏବେ ଅନ୍ତର ହୋଇଯାଇଛି । ଆଜି ଆମେ ଆପଣଙ୍କୁ ବଲିଉଡ ହିରୋଇନ ମାନଙ୍କ ରିୟାଲ ବୟସ ବିଷୟରେ କହିବାକୁ ଯାଉଛୁ ।

୧-  ଅନୁ ଅଗ୍ରୱାଲ : ଆମ ଲିଷ୍ଟର ପ୍ରଥମରେ ଅଛନ୍ତି ଅଭିନେତ୍ରୀ ଅନୁ ଅଗ୍ରୱାଲ ଯିଏ ୯୦ ଦଶକରେ ଖୁବ ଧମାଲ ମଚାଇଥିଲେ । ବର୍ତ୍ତମାନ ତାଙ୍କର ରିୟାଲ ବୟସ ୫୩ ବର୍ଷ ।

୨- ନଗମା : ୧୯୯୦ରେ ରିଲିଜ ହୋଇଥିବା “ବାଘେ” ଫିଲ୍ମରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ ହିରୋଇନ ନାଗମା । ବର୍ତ୍ତମାନ ତାଙ୍କର ରିୟଲ ବୟସ ୪୮ ବର୍ଷ ।

୩- ଊର୍ମିଳା ମତୋଣ୍ଡକର : ୧୯୯୧ରେ ରିଲିଜ ହୋଇଥିବା “ନରଶିମହା” ଫିଲ୍ମରେ ହିରୋଇନ ଊର୍ମିଳା ଲିଡ ଚରିତ୍ରରେ ଥିଲେ । ତାଙ୍କର ରିୟଲ ବୟସ ବର୍ତ୍ତମାନ 4୮ ବର୍ଷ ।

୪- ମନୀଷା କୋଇରାଲା  : ୧୧୯୧ରେ “ସଉଦାଗର” ଫିଲ୍ମରୁ ଡ଼େବ୍ୟୁ କରିଥିବା ହିରୋଇନ ହେଉଛନ୍ତି ମନୀଷା କୋରେଲା । ବର୍ତ୍ତମାନ ତାଙ୍କର ରିୟଲ ବୟସ ୫୨ ବର୍ଷ ।

୫- ଜେୱା ବଖତିଆର : ପାକିସ୍ତାନୀ ଅଭିନେତ୍ରୀ ହେଉଛନ୍ତି ଜେୱା ବଖତିଆର ଯିଏ ବଲିଉଡରେ ଡ଼େବ୍ୟୁ କରିଥିଲେ । ବର୍ତ୍ତମାନ ତାଙ୍କର ରିୟଲ ବୟସ ହେଉଛି ୬୦ ବର୍ଷ ।

୬- ମଧୁ : ଅଭିନେତ୍ରୀ ମଧୁ ୧୯୯୧ରେ “ଫୁଲ ଅର କାଣ୍ଟେ” ଫିଲ୍ମରେ ଡ଼େବ୍ୟୁ କରିଥିଲେ । ବର୍ତ୍ତମାନ ତାଙ୍କର ରିୟଲ ବୟସ ୫୩ ବର୍ଷ ।

୭- କରିସ୍ମା କପୁର : “ପ୍ରେମ ତେରି” ଫିଲ୍ମରୁ ଅଭିନେତ୍ରୀ କରିସ୍ମା ଡ଼େବ୍ୟୁ କରିଥିଲେ ୧୯୯୧ରେ । ବର୍ତ୍ତମାନ ତାଙ୍କର ରିୟଲ ବୟସ ୪୮ ବର୍ଷ ।

୮- ରବିନା ଟଣ୍ଡନ : ୧୯୯୧ରେ ଫିଲ୍ମ “ପଥର କେ ଫୁଲ” ଫିଲ୍ମରୁ ଡ଼େବ୍ୟୁ କରିଥିବା ବଲିଉଡ ହିରୋଇନ ହେଉଛନ୍ତି ରବିନା ଟଣ୍ଡନ । ବର୍ତ୍ତମାନ ତାଙ୍କର ବୟସ ୫୦ ବର୍ଷ ।

୯- ମମତା କୁଲକର୍ଣ୍ଣୀ : ୧୯୯୧ରେ ରିଲିଜ ହୋଇଥିବା ଫିଲ୍ମ “ତ୍ରିରଙ୍ଗା”ରେ ଡ଼େବ୍ୟୁ କରିଥିଲେ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ । ବର୍ତ୍ତମାନ ତାଙ୍କର ରିୟଲ ବୟସ ୫୦ ବର୍ଷ ।

୧୦- କାଜୋଲ ଦେବଗନ: ୧୯୯୨ରେ ରିଲିଜ ହୋଇଥିବା ଫିଲ୍ମ “ବେଖୁଦୀ” ରୁ ଡ଼େବ୍ୟୁ କରିଥିଲେ କାଜୋଲ । ତାଙ୍କର ବର୍ତ୍ତମାନ ବୟସ ୪୮ ବର୍ଷ ।

୧୧- ଶିଲ୍ପା ଶେଟ୍ଟୀ : “ବାଜିଗର” ଫିଲ୍ମରେ ଡ଼େବ୍ୟୁ କରିଥିଲେ ଅଭିନେତ୍ରୀ ଶିଲ୍ପା ଶେଠୀ ୧୯୯୩ରେ । ତାଙ୍କର ବର୍ତ୍ତମାନ ବୟସ ୪୭ ବର୍ଷ ।

୧୨- ତବୁ : “ବିଜୟପଥ’ ଫିଲ୍ମରୁ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ଅଭିନେତ୍ରୀ ତବୁ ୧୯୯୪ରେ । ବର୍ତ୍ତମାନର ତାଙ୍କର ବୟସ ୫୧ ବର୍ଷ ।

୧୩- ଟ୍ଵିଙ୍କଲ ଖନ୍ନା : ୧୯୯୫ରେ “ବର୍ଷାତ” ଫିଲ୍ମରୁ କ୍ଯାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଟ୍ଵିଙ୍କଲ ଖନ୍ନାଙ୍କ ରିୟଲ ବୟସ ୪୮ ବର୍ଷ ।

ବନ୍ଧୁଗଣ ଆପଣଙ୍କୁ ବଲିଉଡ ଅଭିନେତ୍ରୀ ମାନଙ୍କର ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *