Odisha ସରକାର ନେଲେ ବଡ ନିଷ୍ପତ୍ତି, ହାଇ ସିକ୍ଯୁରିଟି ନମ୍ବରକୁ ନେଇ ସରକାରଙ୍କ ବଢିଲା ଟେନସନ! ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ରାଜ୍ୟ ଗୁଡିକରେ ଯେତେ ବି ପୁରୁଣା ଗାଡି ରହିଛି ସେଥିରେ ନୂଆ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲାଗିବା ପାଇଁ ତନାଘନା ଚାଲିଛି । ଏମିତିକି ଯେଉଁ ମାନେ ଗାଡି ନମ୍ବର ରେଜିଷ୍ଟ୍ରେଶନ କରି ସାରିଛନ୍ତି ସେମାନେ ନୂଆ ନମ୍ବର ପ୍ଳେଟ ଲଗାଇଛନ୍ତି ଆଉ କେତେକ ଲଗାଇ ନାହାନ୍ତି ମଧ୍ୟ । କିନ୍ତୁ ଯେଉଁ ମାନଙ୍କର ରେଜିଷ୍ଟ୍ରେସନ ହୋଇ ଯାଇଛି ସେମାନଙ୍କୁ ଆଉ ଫାଇନା ଗଣିବାକୁ ପଡିବ ନାହି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ସମୟରେ ପୁରୁଣା ଗାଡି ରେ ନମ୍ବର ପ୍ଳେଟ ଲଗାଇବାକୁ ନେଇ ଅଧିକ ସମସ୍ଯା ଦେଖା ଯାଉଛି । କାରଣ ଅନ ଲାଇନ ରେ ଏହି ପ୍ରକ୍ରିୟା ହୋଇ ଥିବାରୁ ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ହୋଇପାରୁ ନାହି । ପୁରୁଣା ଗଡାଇ ରେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ କୁ ନେଇ ପରିବହନ କମିସନର କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦିଆ ଯାଇଛି । ଗାଁ ଗହଳିରେ ଓ ଉପାନ୍ତ ଅଞ୍ଚଳ ରେ ପୁରୁଣା ଗାଡି ରେ ଯେପରି ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲଗାଯାଇ ପାରିବ ସେ ନେଇ ପଦକ୍ଷେପ ନେବାକୁ କହିଛନ୍ତି ।

ଗତ ୬ ତାରିଖରେ ରାଜ୍ୟ ପରିବହନ ବିଭାଗର ଯୁଗ୍ମ ସଚିବ ଏ ନେଇ ରାଜ୍ୟ ପରିବହନ ଆୟୋଗ ଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ରେ ମୋଟ କେତେ ପୁରୁଣା ଗାଡି ଅଛି ସେ ସବୁଥିରେ ନୂଆ ନମ୍ବର ପ୍ଳେଟ ଲଗାଇବାକୁ ହେଲେ କେତେ ଦିନ ଆବଶ୍ୟକ ହେବ ତାହାର ଆକଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଯେଉଁ ପୁରୁଣା ଗାଡି ଗୁଡିକରେ ଉତ୍ପାଦନ ବନ୍ଦ ହୋଇ ଯାଇଛି ହେଲେ ପୁରୁଣା ଗାଡି ଅଛି ସେ ସବୁରେ ନୂଆ ନମ୍ବର ପ୍ଳେଟ କିପରି ଲାଗିବ ସେ ନେଇ ପଦକ୍ଷେପ ନେବାକାଉ ମଧ୍ୟ ସରକାର କହିଛନ୍ତି ।

ସବୁଠାରୁ ବଡ କଥା ହେଲା ରାଜ୍ୟରେ ୨୦୧୯ ଏପରିକି ପହିଲା ଆଗରୁ ରେଜିଷ୍ଟ୍ରେଶନ ହୋଇଥିବା କେତେ ଗାଡି ଅଛି ଓ ସେ ଗୁଡିକରେ ନମ୍ବର ପ୍ଳେଟ ଲାଗାଇବାକୁ କେତେ ଦିନ ଆବଶ୍ୟକ ତାହା ସ୍ଥିର କରିବାକୁ ସରକାର କହିଛନ୍ତି । ବର୍ତ୍ତମାନ ଏହାର ସିଧା ସଳଖ ସମାଧାନ କରିବାକୁ ରାଜ୍ୟ ସରକାର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦେଖାଯାଉ ଗାଡି ରେ ହାଇ ସିକ୍ଯୁରିଟି ନମ୍ବର ପ୍ଳେଟ ଲାଗିବା କେତେ ଦିନ ସମୟ ସୀମା ଆବଶ୍ୟକ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *