“ସ୍ତ୍ରୀ ଦେଖଉଛି କେମିତି କାଟିଥିଲା ସ୍ୱାମୀର ଗୁପ୍ତାଙ୍ଗ”, ସମ୍ପୁର୍ଣ୍ଣ ଘଟଣା ଜାଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଏମିତି ମୋଡ ନେଲାଣି କି କେହି କାହାର ଜୀବନ ନେବାକୁ ପଛାଉ ନାହାନ୍ତି ଯାହାର ଉଦାହରଣ ଆପଣ ପ୍ରତେକ ଦିନ ସୋସିଆଲ ମିଡିଆରେ ଦେଖୁଥିବେ । ତେବେ ବର୍ତ୍ତମାନ କିଛି ସମୟ ହେବ ଏଭଳି ଏକ ଘଟଣା ସାମନାକୁ ଆସିଛି । ଯେଉଁଠି ସ୍ତ୍ରୀ କିଛି ଏମିତି କାଣ୍ଡ ଘଟିଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ସ୍ତ୍ରୀ କାଟିଲା ସ୍ଵାମୀ ର ଗୁପ୍ତାଙ୍ଗ । ହଁ ଆଜ୍ଞା ଏହି କଥା ଟି ଶୁଣିବାକୁ ଆପଣଙ୍କୁ ଅଜବ ଲାଗୁଥିଲେ ବି ସତ ଅଟେ ।

ଦ୍ଵିତୀୟ ସ୍ତ୍ରୀ କାଟିଲା ସ୍ଵାମୀ ର ଗୁପ୍ତାଙ୍ଗ । ଆଉ ଏବେ ପୋଲିସ କୁ ଗୋଟି ଗୋଟି କରି ଦେଖାଉଛି କେମିତି କାଟିଥିଲା ସ୍ତ୍ରୀ ତା ସ୍ଵାମୀ ର ଗୁପ୍ତାଙ୍ଗ । ତେବେ ଏ ହେଉଛି ଆଜିର ସେହି ସ୍ତ୍ରୀ ଯିଏ ନିଜ ସ୍ଵାମୀ କୁ ଛଟପଟ କରି ମାରିଥିଲା । ଇଏ ହେଉଛି ସେହି ସ୍ତ୍ରୀ ଯିଏ ଭୁଲିଗଲା ମାନବିକତା । ଆଉ ଶେଷରେ କଲବଲ କରି ନେଇଥିଲା ସ୍ଵାମୀ ର ଜୀବନ । ଆଉ ଏବେ ପୋଲିସ ହାତରେ ଧରା ପଡି ସ୍ତ୍ରୀ ଡେମୋ ଦେଖାଉଛି ଗୋଟି ଗୋଟି କରି ସତ ବଖାଣୁଛି ସ୍ତ୍ରୀ ପୋଲିସ ଆଗରେ ।

ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦାର ଥାନା ଅନ୍ତର୍ଗତ ମଙ୍ଗଳପୁର କେନାଲ ପାର୍ଶ୍ଵ ରୁ ଜଣେ ବ୍ୟକ୍ତି ର ମୃତ ଶରୀର ସୁକିନ୍ଦା ପୋଲିସ ଉଧାର କରିଥିଲା । ତେବେ ପୋଲିସ ଉଧାର କରିଥିବା ମୃତ ଦେହ ପାଖ ଗାଁ ଭୂପଲ ଗାଁ ର ଗଙ୍ଗାରାମ ଚାମ୍ପିଆ ର ପୁଅ ରାଜୁ ଚାମ୍ପିଆ ହୋଇଥିବା ବେଳେ ତାଙ୍କ ଗୁପ୍ତାଙ୍ଗ କୁ କାଟି ହତ୍ୟା କରା ଯାଇଥିବା ଦେଖା ଯାଇଛି । ଏପଟେ ସ୍ତ୍ରୀ ଫେରାର ଥିବା ବେଳେ ପୋଲିସ ହତ୍ୟା ର କାରଣ ଖୋଜୁଥିଲା । ତେବେ ବର୍ତ୍ତମାନ ରାଜୁ ର ଦ୍ଵିତୀୟ ସ୍ତ୍ରୀ ଲେମା ବଦ୍ରା କୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଦ୍ଵିତୀୟ ସ୍ତ୍ରୀ ଲେମା ବଦ୍ରା ତାଙ୍କ ବନ୍ଧୁ ଘର କଳିଙ୍ଗ ନଗର ଅନ୍ତର୍ଗତ ଶାଳୀଜଙ୍ଗା ପଞ୍ଚାୟତର ବିନା ପାଟିଆ ଗାଁ ରେ ଲୁଚିକି ଥିବା ବେଳେ ଗତ କାଲି ରାତିରେ ସୁକିନ୍ଦା ପୋଲିସ ସେଠାରେ ଚଢାଉ କରିଥିଲା । ଆଉ ଏହା ପରେ ପୋଲିସ ସ୍ତ୍ରୀ କୁ ଗିରଫ କରିଛି । ଆଉ ଏବେ ସ୍ତ୍ରୀ ଡେମୋ ଦେଖାଉଛି । ତେବେ ସ୍ତ୍ରୀ ଏମିତି କାହିଁକି କରିଲା ତାହା ଏ ଯାଏଁ କିଛି ସ୍ପଷ୍ଟ ହୋଇ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *