ଭାରତର Luxury Train, ଯେଉଁଥିରେ ଅଛି ସ୍ପା, ରେଷ୍ଟୁରାଣ୍ଟଠୁ ନେଇ ଅନେକ Facility… ଏଥିରେ ଥିବା ସୁବିଧା ଓ ଟିକେଟ Price ଜାଣି ଅପନକ ହୋସ ଉଡିଯିବ

ବନ୍ଧୁଗଣ ଆପଣ ଟ୍ରେନରେ କେବେ ନା କେବେ ନିଶୟ ଯାତ୍ରା କରିଥିବେ । ଯାତ୍ରା ବେଳେ ଟ୍ରେନର ସିଟ ରେ ସୋଇଥିବା ଆଉ ଚାହା ବିସ୍କୁଟ ବି ଖାଇଥିବେ । କିନ୍ତୁ କଣ ଆପଣ ଟ୍ରେନରେ ରାଜପ୍ରସାଦ ର ସୁବିଧା ଉପୋଭୋଗ କରିଛନ୍ତି କି ? ଯଦି କରି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଟ୍ରେନ ବିଷୟରେ କହିବାକୁ ଆଉଛୁ ଯେଉଁଠି ମିଳୁଛି ରାଜପ୍ରସାଦ ର ସୁବିଧା । ଆପଣ ଚାହିଁଲେ ଏହି ଟ୍ରେନର ଯାତ୍ରା କରି ମଜା ଉଠାଇ ପାରିବେ । ଭିଡିଓରେ ଦେଖୁଥିବା ଲକଜରି ଟ୍ରେନର ନାଁ ହେଉଛି ପ୍ୟାଲେସ ଅଫ ୱ୍ହିଲ୍ସ ।

ଦେଶରେ କୋରୋନା ମହାମାରୀ ଆସିବା ଦିନ ଠାରୁ ଦୀର୍ଘ ଦିନ ହୋଇ ରହିଥିବା ଟ୍ରେନ ଏବେ ପୁଣି ଚାଲିବା ଆରମ୍ଭ ହୋଇଛି । ଗତ ଦିନ ମାନଙ୍କରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପତାକା ଧରି ଦେଖାଇ ଏହି ସେବାକୁ ଆରମ୍ଭ କରିଛନ୍ତି । ପ୍ୟାଲେସ ଅଫ ୱ୍ହିଲ ଦୀର୍ଘ ୪୦ ବର୍ଷ ହେବ ସେବା ଯୋଗାଇ ଆସୁଛି । ବହୁତ ଦୂରରୁ ଏହି ଟ୍ରେନରେ ଯାତ୍ରା କରି ପର୍ଜ୍ୟଟକ ମଜା ନେଉଛନ୍ତି । କେବଳ ଭାରତ ନୁହେଁ ଭାରତ ବାହାରୁ ମଧ୍ୟ ପର୍ଜ୍ୟଟକ ଏହି ଟ୍ରେନର ମଯା ଉଠାଇବାକୁ ଆସିଥାନ୍ତି ।

ଏହି ଟ୍ରେନରେ ପର୍ଜ୍ୟତନ ସ୍ଥଳୀ ବୁଲିବା ଆଶା ଜିମ, ହୋଟେଲ, ଲକଜରି ଲାଇଫ ଷ୍ଟାଇଲ ର ମଯା ଉଠାଇ ଥାନ୍ତି । ଟ୍ରେନରେ ଥିବା ରୁମରେ ସବୁ ସୁବିଧା ମିଳେ ଯେଉଁ ସବୁ ସୁବିଧା ଫାଇଭ ଷ୍ଟାର ହୋଟେଲ ରେ ମିଳିଥାଏ । ଏଥିରେ ସାଧାରଣ ଠାରୁ ଆରମ୍ଭ କରି ଡିଲକ୍ସ ସୁବିଧା ରହିଛି ରୁମରେ । ଏଠାରେ ସ୍ପା, ସେଲୁନ, ଜିମ ର ସୁବିଧା ରହିଛି । ଏହା ଛଡା ରେଷ୍ଟୁରାଣ୍ଟ, ବାର ର ବ୍ୟବସ୍ଥା ମଧ୍ୟ ରହିଛି । ୨ଟି ରେଷ୍ଟୁରାଣ୍ଟରେ ଇଣ୍ଡିଆନ ଖାଦ୍ୟ ସହ ରାଜସ୍ଥାନ, ମୁଗୁଲାଇ, ଚାଇନିସ, ଥାଇ, ମେକ୍ସିକାନ ଫୁଡ ର ବ୍ୟବସ୍ଥା ରହିଛି ।

ସାଧାରଣରେ ଏହି ଟ୍ରେନକୁ ଚଳନ୍ତା ମହଲ କୁହାଯାଇ ପାରେ । ଅକ୍ଟୋବର ରୁ ଆରମ୍ଭ କରି ଏପ୍ରିଲ ଯାଏଁ ଚାଲୁଥିବା ଏହି ଟ୍ରେନରେ ଗୋଟେ ଯାତ୍ରାଙ୍କୁ ଗୋଟେ ରାତି ପାଇଁ ୫୯,୩୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଯଦି ସୁପର ଡିଲକ୍ସ କଥା କହିବା ତେବେ ଗୋଟେ ରାତି ପାଇଁ ଦେବାକୁ ପଡିଥାଏ ୧ ଲକ୍ଷ ୧୩ ହଜାର ୮୮୦ ଟଙ୍କା । ରାଜସ୍ଥାନରେ ପର୍ଜ୍ୟଟକ ଙ୍କୁ ଏହି ଟ୍ରେନ ସୁବିଧା ଦିଆ ଯାଇଛି ।

ଆଉ ଏହି ଟ୍ରେନ ସେବା ପାଇଁ ରାଜସ୍ଥାନକୁ ସ୍ଵତନ୍ତ୍ର ପରିଚୟ ମଧ୍ୟ ମିଳିଛି । ତେବେ ଏହି ଟ୍ରେନ ରେ ଯାତ୍ରା କରି ଯାତ୍ରୀ ମାନେ ବେସ ମଜା ନେବା ସହ ଉପକୃତ ମଧ୍ୟ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *