ଓଡ଼ିଶାରେ ଟେଣ୍ଡର ଫିକ୍ସଇଂ କରୁଥିଲା Archana Nag ଏମିତିକି କିଏ କେଉଁ ଟିକେଟ ପାଇବ ସେ ନିଷ୍ପତି ବି ନେଉଥିଲା Archana!

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସାରା ରାଜ୍ୟ ରେ ଅର୍ଚ୍ଚନା ନାଗ ଙ୍କୁ ବେଈ ଚର୍ଚ୍ଚା ଜୋର ଧରିଛି । ଏମିତିକି ତାଙ୍କ ବିରୁଦ୍ଧରେ ଏତେ ସବୁ କଳା ଧନ୍ଦା ର ପ୍ରମାଣ ପାଇବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏ ନେଇ ଜଣେ ନେତା ମୁହଁ ଖୋଲିଛନ୍ତି ଆଉ କହିଛନ୍ତି କି ଅର୍ଚ୍ଚନା ନାଗ ଓଡିଶାରେ ବହୁତ ବଡ ବଡ ଠିକା ବା ଟେଣ୍ଡାର ଫିକ୍ଶ କାମରେ ସେ କରୁଥିଲା । ଅର୍ଚ୍ଚନା ନାଗ ତାର ଅପେରେଟର ଥିଲା ।

ପଞ୍ଚାୟତ ନିର୍ବାଚନ ଓ ପର ନିର୍ବାଚନରେ କିଏ ଚେୟାରମ୍ୟାନ ହେବ କି ଭାଇସ ଚେୟାରମ୍ୟାନ ହେବ କିଏ କୋଉ ଟିକେଟ ନେବ ତାହାର ନିସ୍ପତି ଅର୍ଚ୍ଚନା ନାୟକ କରୁଥିଲା । ବର୍ତ୍ତମାନ ସମୟରେ ଅର୍ଚ୍ଚନା ନାୟକ ଙ୍କ ନାଁ ରେ ଯେଉଁ ସବୁ କଥା ଗଣ ମାଧ୍ୟମ ସାମନା କୁ ଆସିଛି ତାହା କିଞ୍ଚିତ ମାତ୍ର । ଆହୁରି ବହୁତ ବଡ ସାମ୍ରାଜ୍ୟ ଅଛି ଅର୍ଚ୍ଚନା ନାୟକ ର । ମୋର ତ ଜମା ବି ଭରସା ନାହି କି ଓଡିଶା ପୋଲିସ ଅର୍ଚ୍ଚନା ନାୟକ ମାମଲା ରେ ସଠିକ ତଦନ୍ତ କରିବା ଆଉ ତାର ଚେର ପାଇବ ।

ଯେମିତି କମିଶନର ପୋଲିସ ଆଉ ଡିସିପି କହୁଛନ୍ତି ଅର୍ଚ୍ଚନା ଙ୍କ ଘରୁ ସବୁ କିଛି ସିଚ କରା ଯାଇଛି କିନ୍ତୁ ଏହା ସତ ନୁହେଁ । ତାଙ୍କ ପାଖରୁ କିଛି ବି ଶିଚ କରାଯାଇ ନାହି । ଅର୍ଚ୍ଚନା ନାଗ ଏକ ମୁକୁଡା ଏକ ଜରିଆ ଯାହା ଜରିଆରେ ବହୁତ ବଡ ବଡ ରାଜନେତା ଆଉ ମନ୍ତ୍ରୀ ଆନେ ଟଙ୍କା ରୋଜଗାର କରିବାର ବାଟ ଖୋଲିଥିଲେ । ଏମିତି କି ରାଜ୍ୟ ସରକାରଙ୍କ ସହ ସହ କୋଟି ଟଙ୍କା ର ଟେଣ୍ଡର ମାଧ୍ୟମ ରେ କାରୋବାର ଚାଲିଥିଲା ମା

ଅର୍ଚ୍ଚନା ନାଗ ନାଁ ମାତ୍ର ଏମିତି ହୋଇପାରେ ବଡ ବଡ ରାଜନେତା କାହା ସହ ଫୋଟୋ ଉଠାଇଛନ୍ତି ତାହା ବଡ କଥା ନୁହେଁ ବରଂ କିଏ କାହା ସହ ବ୍ୟବସାୟ ଧନ୍ଦା ରେ ଅଛି କେଉଁ ଧନ୍ଦା ରେ ଅଛି ତାହାର ତଦନ୍ତ ହେବା ଦରାକର । ତେଣୁ ବିଜୁ ଜନତା ଦଳ ବା ସରକାର ଯେଉଁ କାମରେ ଲାଗିଥିଲେ ଯେଉଁ ଚରିତ୍ର ତିଆରି କରିଛି ଅର୍ଚ୍ଚନା ନାଗ ନାଁ ରେ ତାହାର ତଦନ୍ତ କେମିତି କରିବେ ।

ତେଣୁ ଯେଉଁ ଭଳି ଭାବେ ଏହି ମାମଲାରେ ଏବେ ତଦନ୍ତ ହେଉଛି ତାହା ସଂପୂର୍ଣ୍ଣ ଭୁଲ ଅଟେ । ଏହା କେବଳ ଲୋକ ଦେଖାଣିଆ ଆଉ ଆଇ ୱାସ ହେଉଛି ତେଣୁ ପ୍ରକୃତରେ ଅର୍ଚ୍ଚନା ନାଗ କୁ ତଦନ୍ତ କରିବାର କ୍ଷମତା ଓଡିଶା ପୋଲିସର ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *