ରାସ୍ତା ମଝିରେ ହିରୋଇନ Jhilikଙ୍କ ଡ୍ୟାନ୍ସ ଦେଖି ହସି ହସି ଗଡିଯିବେ, ଦେଖନ୍ତୁ video 

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ କାଳକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ମାଧ୍ୟମ ରେ ଦର୍ଶକ ମାନଙ୍କ ହୃଦୟ ରେ ରାଜ କରୁଛନ୍ତି । ଏମିତି କିଛି କଳାକାର ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅଛନ୍ତି ଯେଉଁ ମାନେ ନିଜର ପର୍ଶନାଲ ଲାଇଫ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଏମିତିକି ନିଜର କିଛି ଫୋଟୋ ଆଉ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ଯାହା ସେମାନଙ୍କର ଫ୍ୟାନ୍ସ ମାନେ ଜାଣିବାକୁ ଆଗ୍ରହୀ ହୋଇଥାନ୍ତି । ଆଜି ଆମେ ଆନଙ୍କୁ ସେମିତି ଜଣେ ଖାସ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆମେ ଆପଣଙ୍କୁ ଯେଉଁ ହିରୋଇନ ଙ୍କ ବିଷୟରେ କହୁଛ ସେ ଆପଣଙ୍କର ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ । ସେ ବଙ୍ଗାଳୀ ନାୟିକା ହେଲେ ବି ଓଲିଉଡ ଇଣ୍ଡଷ୍ଟ୍ରି କୁ ଅନେକ ସାରା ଫିଲ୍ମ ଭେଟି ଦେଇଛନ୍ତି । ଯାହାକୁ ଦର୍ଶକ ମାନେ ଖୁବ ଏଞ୍ଜୋଏ କରି ଦେଖିବାକୁ ପସନ୍ଦ କରିଥାନ୍ତି । ତେବା ଆପଣ ମାନେ ଜାଣିଥିବେ ଝିଲିକ ଗତ କିଛି ଦିନ ଦୁଇ କନ୍ୟା ସନ୍ତାନଙ୍କର ମା ହୋଇଛନ୍ତି ଆଉ ସେଥିପାଇଁ ସେ ବହୁତ ଖୁସି ମଧ୍ୟ ପ୍ରକାଶ କରିଛନ୍ତି ।

ସେ ଅନେକ ସମୟରେ ନିଜର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ବର୍ତ୍ତମାନ ସମୟରେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ନଜର ଆସିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଭାଇରାଲ ହୋଇଥିବା ଏହି ଭିଡିଓ ରେ ଝିଲିକ ହାସ୍ୟ ଅଭିନେତା ଗୁଡୁ ଙ୍କ ସହ ରାସ୍ତା ମଝି ରେ ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି । ନିଜକୁ ପୁରା ହଜି ଦେଇଛନ୍ତି ଦ୍ୟାନ କରି କରି ଝିଲିକ ।

ରାସ୍ତା ମଝି ରେ ଗୁଡୁ ଓ ଝିଲିକ ଏତେ ସୁନ୍ଦର ଆଉ ଦମଦାର ଡ୍ୟାନ୍ସ କରିବା ସହ ଏତେ ମସ୍ତି କରୁଛନ୍ତି କି ଆପଣ ଦେଖିଲେ ହସି ହସି ଗଡିଯିବେ । ଅଭିନେତ୍ରୀ ଝିଲିକ ହାତ ହଲାଇ ସ୍ଟେପ କରୁଛନ୍ତି ଆଉ ନାଚିବା ସମୟରେ ହସି ହସି ଗାଡି ଯାଉଛନ୍ତି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବେଶ ପସନ୍ଦ କରିଛନ୍ତି ଆଉ ବହୁତ ସାରା ଲାଇକ ଆଉ କମେଣ୍ଟ ଦେଇଛନ୍ତି । ସତରେ ଝିଲିକ ଙ୍କ ଏହି ଡ୍ୟାନ୍ସ ଭିଡିଓ ଦେଖିବାକୁ ବହୁତ ମଜାଦାର ହୋଇଛି ।

ଆଶା କରୁଛୁ ଆପଣ ଅମାନଙ୍କୁ ମଧ୍ୟ ଏହି ଭିଡିଓ ଟି ନିଶ୍ଚୟ ଭଲ ଲାଗିବ । ଅଭିନେତ୍ରୀ ଝିଲିକ ନିଜର ବ୍ୟକ୍ତିଗତ ଲାଇଫ କୁ ନେଇ ପ୍ରାୟତ ଚର୍ଚ୍ଚା ରେ ରହିବା ସହ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଝିଲିକ ଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *