ଏହି 3ଟି ଲକ୍ଷଣ ଥିବା ପୁଅ କି ଝିଅ ମାନେ ସର୍ବଦା ସଚ୍ଚା ପ୍ରେମ କରିଥାନ୍ତି- Krishna Vani

ବନ୍ଧୁଗଣ ପ୍ରେମ କରିବା ଭୁଲ ନୁହେଁ । କିନ୍ତୁ ଧୋକା ଦେଇ ପ୍ରେମ କରିବା ଭୁଲ । ଯାହା ପାଇଁ ମଣିଷ କିଛି ବି କରିପାରେ । ତେଣୁ ଏହା ଜରୁରୀ କି ଆପଣଙ୍କ ସାଥି ସଚ୍ଚା ହେବା ଉଚିତ । ଆପଣଙ୍କୁ ସଚ୍ଚା ହୃଦୟରୁ ଚାହୁଁଥିବେ । ଆଜି ଆମେ ଆପଣଙ୍କୁ ଏମିତି 3ଟି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ପ୍ରେମ କରୁଥିବା ପୁଅ କି ଝିଅଙ୍କ ଠାରେ ରହିବା ଉଚିତ । ଏହି 3ଟି ଲକ୍ଷଣ ଥିବା ପୁଅ କି ଝିଅ କେବେ ମିଛ ପ୍ରେମ କି ଧୋକା ଦିଅନ୍ତୁ ନାହିଁ । ଯଦି ଆପଣଙ୍କ ସାଥିଙ୍କ ଠାରେ ଏହି ଲକ୍ଷଣ ଥାଏ ତେବେ ଆପଣ ଭାଗ୍ୟବାନ ହେବେ ।

1- ଯଦି ଆପଣଙ୍କ ସାଥିଙ୍କ ଠାରେ କାମନାର ଆସକ୍ତି ନ ଥିବ ତେବେ ନିଶ୍ଚୟ ସେ ଆପଣଙ୍କୁ ସାଚ୍ଚା ପ୍ରେମ କରୁଛନ୍ତି । ସମସ୍ତଙ୍କ ଠାରେ କାମନା ବାସନା ରହିଥାଏ । ଯଦି ଆପଣଙ୍କ ସାଥି ଆପଣଙ୍କୁ ଦେଖା କରିବା ବାହାନାରେ ଭୁଲ ବ୍ୟବହାର କରୁ ନାହାନ୍ତି, ଖରାପ କଥା କହୁ ନାହାନ୍ତି କିମ୍ବା ଆପଣଙ୍କ ସହ ଦେଖା କରି କଥା ହୋଇ ହକ କରୁଛନ୍ତି ତେବେ ଏମିତି ଲକ୍ଷଣ ଥିବା ପୁଅ କି ଝିଅ ସଚ୍ଚା ହୋଇଥାନ୍ତି । ଏଭଳି ଲୋକ କେବେ କାହାକୁ ମିଛ ପ୍ରେମ କରିପାରିବେ ନାହିଁ ।

2- ଆପଣଙ୍କ ସାଥି ଯଦି ଆପଣଙ୍କ ଉପରେ ଆଖି ବନ୍ଦ କରି ଭରସା କରୁଛନ୍ତି ତେବେ ସେ କେବେ ମିଛ ପ୍ରେମ କରିପାରିବେ ନାହିଁ । ତାଙ୍କ ଠାରୁ କେବେ ଧୋକାର ଆଶା ରଖିବା ଉଚିତ ନୁହେଁ । କେବେ ବି ତାଙ୍କ ଭରସା ଭାଙ୍ଗିବା ଉଚିତ ନୁହେଁ । ସେ ଆପଣଙ୍କ ଉପରେ ଏତେ ଭରସା କରୁଛନ୍ତି ଏଥିପାଇଁ କରୁଛନ୍ତି କି ଆପଣଙ୍କ ଉପରେ ଭରସା ଅଛି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

3- ଯଦି ଆପଣଙ୍କ ଛୋଟ ଛୋଟ କଥାରେ ଆପଣଙ୍କ ସାଥି ଙ୍କ ମନ ଦୁଖ ହେଉଛି କିମ୍ବା ଆପଣଙ୍କ ହରକତ କୁ ନେଇ ସେ ଉଦାସ ହେଉଛନ୍ତି ବା ଦୁଖ କରୁଛନ୍ତି କିମ୍ବା ଆପଣଙ୍କ ହସ ମଜାକ କରିବା ତାଙ୍କୁ ଖରାପ ଲାଗୁଥାଏ ତେବେ ଆପଣଙ୍କୁ ସେ ସଚ୍ଚା ପ୍ରେମ କରୁଛନ୍ତି । ଯଦି ଆପଣଙ୍କ କଥାରେ ଆପଣଙ୍କ ଖରାପ ବ୍ୟବହାର ରେ କିଛି ବି ଫରକ ପଡୁ ନାହିଁ ତେବେ ଜାଣି ନେବେ ସେ ଆପଣଙ୍କୁ ହୃଦୟ ରୁ ଭଲ ପାଉ ନାହାନ୍ତି ।

ଯେବେ କେହି କାହାକୁ ସଚ୍ଚା ମନରୁ ଭଲ ପାଇଥାଏ ତେବେ ତାଙ୍କୁ ପ୍ରତେକ ଛୋଟ ଛୋଟ କଥାରେ ଫରକ ପଡିଥାଏ । ଆପଣଙ୍କ ସାଥି ଆପଣଙ୍କ କଥାକୁ ନେଇ ସିରିଏସ ଅଛନ୍ତି, ଆପଣଙ୍କ ମଜାକ କୁ ନେଇ ରାଗି ଯାଉଛନ୍ତି ତେବେ ସେ ମଣିଷ ଆପଣଙ୍କୁ କେବେ ମିଛ ପ୍ରେମ କରି ପାରିବେ ନାହିଁ କି ଧୋକା ଦେବେ ନାହିଁ । କାରଣ ଯିଏ ମିଛ ପ୍ରେମ କରିଥାଏ ତାକୁ କୌଣସି କଥାର ଫରକ ପଡେ ନାହିଁ । ଆଉ ସଚ୍ଚା ପ୍ରେମ କରିଥାଏ ତାକୁ ଫରକ ପଡିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *