ଏହି 2ଟି ନାମର ଝିଅ ମାନେ ସ୍ଵାମୀ ଙ୍କ ଠାରୁ ସର୍ବଦା ଦୁଃଖୀ ରହିଥାନ୍ତି-Jyotish Shastra

ବନ୍ଧୁଗଣ ବିବାହର ସମ୍ପର୍କ ବହୁତ ମହତ୍ଵ ପୂର୍ଣ୍ଣ ହୋଇଥାଏ । ପ୍ରତେକ ଙ୍କୁ ବିବାହ କୁ ନେଇ ଅପେକ୍ଷା ରହିଥାଏ । ମନରେ ଏକ ଭୟ ବି ଥାଏ କି ଆପଣ ଯାହାକୁ ଲାଇଫ ପାର୍ଟନର ଭାବେ ବାଛିବେ ସେ ଆପଣଙ୍କ ପାଇଁ ଠିକ ନା ଭୁଲ ହେବେ । ଏମିତି ଅନେକ ଚିନ୍ତା ମନରେ ଆସିଥାଏ । ଯେବେ ସ୍ଵାମୀ ସ୍ତ୍ରୀ ଗୋଟେ ସମ୍ପର୍କ ରେ ଅବନ୍ଧ୍ୟ ହୋଇଥାନ୍ତି ସବୁଠାରୁ ଖାସ ସେମାନଙ୍କ ମଧ୍ୟରେ ରହିଥାଏ ଭଲ ପାଇବା ଓ ବିଶ୍ଵାସ ।

ଗୋଟେ ସମ୍ପର୍କ ପାଇଁ ଏହି 2ଟି ଜିନିଷ ରହିବା ମୂଲ୍ୟବାନ ଅଟେ । ଗୋଟେ ଝିଅ ସବୁ କିଛି ଛାଡି ନିଜ ଜୀବନକୁ ସ୍ଵାମୀ କୁ ସମର୍ପଣ କରିଥାଏ । ଅନ୍ୟ ପଟେ ଜଣେ ପୁଅ ନିଜ ସ୍ତ୍ରୀ ଠାରୁ କିଛି ଆଶା ରଖିଥାଏ । ସ୍ତ୍ରୀ ସବୁବେଳେ ନିଜ ସ୍ଵାମୀ ଠାରୁ ସମୟ ଚାହିଁ ଥାଏ । ଓ ତାର ସମ୍ମାନ ମଧ୍ୟ ଚାହିଁ ଥାଏ । ସ୍ଵାମୀ ନିଜ ସ୍ତ୍ରୀ କୁ ଭଲ ପାଉ ଓ ସବୁ ପ୍ରକାରର ଖୁସି ଜଣେ ସ୍ତ୍ରୀ ନିଜ ସ୍ଵାମୀ ଠାରୁ ଇଚ୍ଛା ରଖିଥାଏ ।

କିନ୍ତୁ କେବେ କେବେ ଏମିତି ସମ୍ପର୍କ ରହିଥାଏ ଯେଉଁଠି କ୍ଲେଶ ଲାଗି ରହିଥାଏ । ଯେମିତି ସ୍ଵାମୀ ସ୍ତ୍ରୀ ର କିଛି କଥା ଶୁଣେ ନାହିଁ ତ ସ୍ତ୍ରୀ ସ୍ବାମୀର କଥା ଶୁଣେ ନାହିଁ । ଆଜି ଆମେ ଜାଣିବା ଏହି 2 ନାମର ଝିଅ ମାନେ ସ୍ବାମୀଙ୍କ ଠାରୁ ଦୁଖ ପାଇଥାନ୍ତି ।  1- P ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ P ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ଵାମୀ ଙ୍କୁ ଭରପୁର ଭଲ ପାଇବା ଦେଇଥାନ୍ତି । ଏମାନେ ନିଜ ସ୍ବାମୀଙ୍କ ପାଇଁ ସଜାଗ ରହିଥାନ୍ତି ।

ଏମାନେ ନିଜ ସ୍ଵାମୀ ଙ୍କ ଠାରୁ ଅଧିକ ଆଶା ରଖିଥାନ୍ତି । ଏମାନେ ଭାବି ଥାନ୍ତି ଏମାନଙ୍କ ସ୍ଵାମୀ ସବୁ କାମ ଛାଡି ତାଙ୍କୁ ସମୟ ଦିଅନ୍ତୁ । କିନ୍ତୁ ଏହା ସମ୍ଭବ ନୁହେଁ । କାରଣ ପ୍ରେମ ସହ କାମ ବି ଜରୁରୀ ଅଟେ । ଏହି ନାମର ଝିଅ ମାନେ ଏହି କଥା ବୁଝି ପାରନ୍ତି ନାହିଁ । ଏହି କାରଣରୁ ଏମାନଙ୍କ ଜୀବନରେ ସର୍ବଦା କ୍ଲେଶ ଲାଗି ରହିଥାଏ ।

2- S ନାମର ଝିଅ ମାନେ : ଆମେ ଏଠାରେ S ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଗଲେ ସେମାନଙ୍କ ବିଷୟରେ ଏମିତି କୁହାଯାଏ କି ଏହି ନାମର ଝିଅ ମାନେ ନିଜ ଜୀବନ ସାଥିଙ୍କ ପ୍ରତି ବିଶ୍ଵସ୍ତ ହେବା ସହ ଭଲ ପାଇବା ଦେଇଥାନ୍ତି । କିନ୍ତୁ ଏମାନେ ନିଜ ସ୍ବାମୀଙ୍କ ପ୍ରତି ସଜାଗ ରହିଥାନ୍ତି । ଏମାନେ ନିଜ ଭଲ ପାଇବା ବଳରେ ନିଜ ସ୍ଵାମୀ ଙ୍କୁ କାବୁ କରିବାକୁ ଚେଷ୍ଟା କରିଥାନ୍ତି ।

କିନ୍ତୁ ଏମିତି ମହିଳା ଙ୍କର ଏହି ଅଭ୍ଯାସ ପାଇଁ ସେମାନେ ଦୁଖୀ ରହିଥାନ୍ତି । ଯାହା ଫଳରେ ଏମାନଙ୍କର ଦାମ୍ପତ୍ୟ ଜୀବନରେ ସମସ୍ଯା ଆସିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *