ମହିଳାମାନଙ୍କର ଏହି ଅଙ୍ଗରେ ଲୁଚି ରହିଥାଏ ତାଙ୍କ ସ୍ଵାମୀଙ୍କ ଭବିଷ୍ୟତ- ନିଶ୍ଚୟ ଦେଖନ୍ତୁ

କୁହାଯାଇଥାଏ କି ମଣିଷ ଜୀବନରେ ଗ୍ରହ ନକ୍ଷତ୍ର ମାନଙ୍କର ବହୁତ ମହତ୍ଵ ଥାଏ ଏବଂ ଏହାର ପ୍ରଭାବ ତାଙ୍କ ଜୀବନ ଉପରେ ପଡିଥାଏ । ମଣିଷ ଜୀବନ ସହିତ ଯୋଡି ହୋଇଥିବା କଥା ତାଙ୍କ ଅଙ୍ଗ ସଂରଚନାରୁ ଜଣା ପଡିଥାଏ ଏବଂ ଶରୀରର ଗଠନରୁ ତାଙ୍କ ସ୍ଵଭାବ ଜଣା ପଡିଥାଏ । ଯେବେ କୌଣସି ଝିଅର ବାହାଘର ହୋଇଥାଏ ସେ ତା ସ୍ଵାମୀ ଘରକୁ ସୌଭାଗ୍ୟ ନେଇ ଆସିଥାଏ ଏବଂ ଝିଅମାନେ ସେମିତିରେ ବି ସୌଭାଗ୍ୟଶାଳୀ ହୋଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ମହିଳାମାନଙ୍କର ବିଷୟରେ କିଛି ଏମିତି କଥା କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ବି ଚମକି ପଡିବେ ।

Image Courtesy: Google

ଆଜି ଆମେ ଆପଣଙ୍କୁ ମହିଳାମାନଙ୍କର ସେହି ଖାସ ଅଙ୍ଗ ଗୁଡିକ ବିଷୟରେ କହିବୁ, ଯେଉଁଥିରେ ତାଙ୍କ ସ୍ଵାମୀର ଉଜ୍ଵଳ ଭବିଷ୍ୟତ ବିଷୟରେ ଜାଣି ପାରିବା । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କି ଏକ ସ୍ତ୍ରୀର ପାଦରୁ ଏହା ଜଣାପଡେ କି ତା ସ୍ଵାମୀର ଭବିଷ୍ୟତ କିପରି ସ୍ଵଭାବ କେମିତି ଏବଂ ଆହୁରି ବି କିଛି ଆସନ୍ତୁ ଜାଣିବା । ଏଥିରେ ସବୁଠୁ ପ୍ରଥମେ ଆମେ ମହିଳାମାନଙ୍କର ପାଦ ବିଷୟରେ କଥା ହେବା । ଯେଉଁ ମାହିଳାମାନଙ୍କର ଆଙ୍ଗୁଠି ଭିତରେ ଅଧିକ ଫାଙ୍କା ଥାଏ, ସେହି ମହିଳାମାନଙ୍କୁ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥାଏ ।

Image Courtesy: Google

ଏବେ ଆମେ କଥା ହେବା ପାଦ ତଳେ ଥିବା ରେଖା ଗୁଡିକ ବିଷୟରେ ଯଦି ଏହି ରେଖା କେଉଁଠି ବି ଛିଣ୍ଡି ନଥାଏ ଏବଂ ଏକଦମ ସଫା ଦେଖାଯାଇଥାଏ ତାହେଲେ ଏହାର ମାନେ ହୋଇଥାଏ କି ଆପଣଙ୍କ ଜୀବନ ବିନା କୌଣସି ସମସ୍ୟା ବା ବ୍ୟବଧାନରେ ଚାଲିବ ଏବଂ ଆପଣ ଗୋଟିଏ ସୁଖୀ ଜୀବନ ଯାପନ କରିବେ । ଯେଉଁ ମହିଳାଙ୍କ ପାଦରେ ପଦ୍ମ ଚିହ୍ନ ଥାଏ ,ତାଙ୍କୁ ଲକ୍ଷ୍ମୀଙ୍କର ସ୍ୱରୂପ କୁହାଯାଇଥାଏ ଏବଂ ଯେଉଁ ମହିଳାଙ୍କ ପାଦ ଆଙ୍ଗୁଠି ତଳେ ଏକ ଲମ୍ବା ଲାଇନ ଥାଏ ଏପରି ମହିଳା ତାଙ୍କ ସ୍ବାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ ।

Image Courtesy: Google

ଅନାମିକା ଆଙ୍ଗୁଠୁ ଯଦି ବୁଢା ଆଙ୍ଗୁଠି ଏବଂ ତର୍ଜନୀ ଆଙ୍ଗୁଠି ଠାରୁ ବଡ ହୋଇଥାଏ ଏହାର ମାନେ ସ୍ତ୍ରୀ ତା ନିଜ ସ୍ଵାମୀ ପାଇଁ ଦୁର୍ଭାଗ୍ୟ ଆଣି ଆସିଛି । ଚାଲୁଥିବା ସମୟରେ ଯଦି ଆପଣଙ୍କର ପାଦର କନିଷ୍ଠୀକା ଏବଂ ଅନାମିକା ଆଙ୍ଗୁଠି ମାଟିରେ ଲାଗିନଥାଏ ତାହେଲେ ଏହାର ମାନେ ସ୍ବାମୀର ଜଲ୍ଦି ମୃତ୍ୟୁ ହେଇପାରେ ଏବଂ ଆପଣ ବିଧୋବା ହେଇପାରନ୍ତି ।

Leave a Reply

Your email address will not be published. Required fields are marked *