ଡ୍ରେସିଂ ରୁମ ରେ ବଲିଉଡ ସୁନ୍ଦରୀ ମାନଙ୍କର କିଛି ଏହି ପ୍ରକାରର ହୋଇଥାଏ ମେକପ, ଦେଖନ୍ତୁ ଫଟୋ

ବଲିଉଡ ଫିଲ୍ମର ରଙ୍ଗୀନ ପରଦାରେ ବଲିଉଡ ଅଭିନେତ୍ରୀ ମାନେ ବହୁତ ସୁନ୍ଦର ଦେଖାଯାଇଥାନ୍ତି । ଫିଲ୍ମର ରୋମାଣ୍ଟିକ ଗୀତ ହେଉ କି ଦୁଖଃ ଭରା ସିନ ହେଉ ହିରୋଇନ ମାନଙ୍କର ମେକପ ତାଙ୍କ ଚରିତ୍ର ରେ ଜୀବନ୍ତ ବୋଲି ଦେଖାଯାଇଥାଏ । ହେରୋଇନ ମାନଙ୍କର ସୁନ୍ଦରତା ପଛରେ ମେକପମ୍ଯାନ ଙ୍କର ଜାଦୁ ହାତର କାମାଲ ହୋଇଥାଏ । କଣ ଆପଣ କେବେ ହିରୋଇନମାନଙ୍କୁ ମେକପ ରୁମରେ ସଜ ହେଉଥିବାର ଦେଖିଛନ୍ତି । ଦର୍ଶକମାନେ ସବୁବେଳେ ବଲିଉଡ ତାରକାଙ୍କ ବିୟୁଟିର ରହସ୍ୟ ଜାଣିବା ପାଇଁ ଚାହିଁରହିଥାନ୍ତି ।

ଯେତବେଳେ ଆମେ ତାଙ୍କୁ କୌଣସି ଫିଲ୍ମରେ ଦେଖିଥାଉ ତାଙ୍କର ଡ୍ରେସିଂ ଠାରୁ ହେୟାର ଷ୍ଟାଇଲ ପର୍ଯ୍ୟନ୍ତ ସବୁକିଛି ଏକଦମ ପରଫେକ୍ଟ ଥାଏ ।

ଏହି ପରଫେକ୍ଟ ଲୁକ ପାଇବା ପାଇଁ ସେମାନଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ମେକପରୁମ ରେ ରହିବାକୁ ପଡିଥାଏ । ଏହି ପ୍ୟାକେଜ ଜରିଆରେ ଆମେ ଆପଣଙ୍କୁ ଦେଖାଇବୁ ବଲିଉଡ ଅଭିନେତ୍ରୀ ମାନଙ୍କର ଏମିତି ଫଟୋ ଯାହା ମେକପ ନେଉଥିବା ସମୟରେ ନିଆଯାଇଛି । ଆଜିର ଆମର ଏହି ଲେଖା ଖାସ ଆପଣଙ୍କ ପାଇଁ । ଯଦି ଆପଣ କେବେ ଅଭିନେତ୍ରୀ ମାନଙ୍କୁ ମେକପ ନେବାର ଦେଖିନଥିବେ ତାହେଲେ ଆଜି ଦେଖି ନିଅନ୍ତୁ ।

ଐଶ୍ଵର୍ଯା

ଐଶ୍ଵର୍ଯା ଓଠକୁ ଗୋଲାପି ରଙ୍ଗ ଦେଉଛନ୍ତି ତାଙ୍କର ମେକପ ଆରଟିଷ୍ଟ । ଦେଖନ୍ତୁ କେତେ ସୁନ୍ଦର ଲାଗୁଛନ୍ତି ।

ସୋନାମ କପୁର

ମେକପ ସହିତ ଆରାମ କରୁଛନ୍ତି ସୋନାମ କପୁର ।

ସୋନାକ୍ଷୀ ସିହ୍ନା

ସୋନାକ୍ଷୀ ସିହ୍ନା ବହୁତ ଖୁସି ଏବଂ ପଜେଟିଭ ଏନର୍ଜି ସହିତ ଦେଖା ଯାଉଛନ୍ତି ।

ପ୍ରିୟଙ୍କା ଚୋପଡା

ନିଜ ଆଖିକୁ ସଜାଇବା ପାଇଁ ତରତର ହେଉଛନ୍ତି ପ୍ରିୟଙ୍କା ।

ରାଣୀ ମୁଖାର୍ଜୀ

ନିଜ ମେକପକୁ ଫାଇନାଲ ଟଚ ଦେଉଛନ୍ତି ରାଣୀ ମୁଖାର୍ଜୀ ।

ଆଲିୟା ଭଟ୍ଟ

ଆଲିୟା ମେକପରୁମରେ ସେଲଫି ନେଉଛନ୍ତି ।

 

ତେବେ ଆପଣ ଦେଖୁଥିବେ ହେରୋଇନ ମାନେ ମେକପ ରୁମ ରେ କେମିତି ସଜ ହେଉଛନ୍ତି, ତେବେ ଏହା ହେଉଛି ସେମାନକ ଜୀବନ ଗୋଟେ ପାର୍ଟ । ଫିଲ୍ମ ସୁଟିଙ୍ଗ କରିବା ଆଗରୁ ଏହିଭଳି ସବୁ ଅଭିନେତ୍ରୀ ମଧ୍ୟ ମେକପ ରୁମ ରେ ଏହିଭଳି ସଜ ହୁଅନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଯଦି ପସନ୍ଦ ଆସେ ତେବେ ଏହାକୁ ଶେୟାର ଅକରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

 

Leave a Reply

Your email address will not be published. Required fields are marked *