ବଲୀଉଡ ଜଗତରେ କାହା ମୃତ୍ୟୁ ହେଲେ ସବୁ କଳାକାର ଓ ଘର ଲୋକ ଏକାଠି ହୋଇ ଦୁଃଖ ପ୍ରକାଶ କରନ୍ତି କିନ୍ତୁ ସ୍ଥିତି ଏହା ଅଟେ ଯେ କରୋନା ପାଇଁ କେହି କାହା ପାଖକୁ ଯାଇ ପାରୁ ନାହାନ୍ତି ଓ ଟ୍ବିଟର ବା ଅନ୍ୟ ସୋଶିଅଲ ମିଡିଆ ଦ୍ଵାରା ନିଜ ଦୁଃଖ ପ୍ରକାଶ କରୁଛନ୍ତି ତେବେ ବଲୀଉଡ ଏମିତି ଜଗତ ଯେଉଁଠି ଲୋକ ନିଜ ଅଭିନୟ ଓ କଳା ପାଇଁ ପ୍ରଶଂସା ପାନ୍ତି ଓ ନିଜ ଅଭିନୟ ପାଇଁ ଲୋକପ୍ରିୟ ହୋଇଥାନ୍ତି, ବଡ ଦୁଃଖ ସହ ଆଜି ଆମେ ଆପଣଙ୍କୁ ବଲୀଉଡ ଏମିତି କିଛି କଳାକାର ବିଷୟରେ କହିବାକୁ ଯାଉଛୁ ଯିଏ ୨୦୨୦ରେ ନିଧନ କରିଛନ୍ତି ଓ ଦର୍ଶକ ମାନେ ତାଙ୍କୁ ହରାଇ ବହୁତ ଦୁଃଖିତ ଅଛନ୍ତି ।

୧. ଇର୍ଫାନ ଖାନ :
ଇର୍ଫାନ ଖାନ ବଲୀଉଡ ଜଗତ ଏମିତି ଗୋଟେ କଳାକାର ଥିଲେ ଯାହା ଅଭିନୟ ଦ୍ଵାରା ସମସ୍ତେ ହସିବା ଓ କାନ୍ଦିବା ଜାନୁଥିଲେ ତାଙ୍କୁ କଳା ପାଇଁ ପଦ୍ମ ଶ୍ରୀ ପୁରସ୍କାର ମଧ୍ୟ ପ୍ରାପ୍ତ ହୋଇଥିଲା, ତେବେ ଇର୍ଫାନଙ୍କୁ କ୍ୟାନ୍ସର ଭଳି ରୋଗ ଥିଲା ଯାହା ଚିକିତ୍ସା ସେ ବାହାର ଦେଶରେ କରେଇ ଥିଲେ କିନ୍ତୁ ହଟାତ ତାଙ୍କ କୋଲୋନ ଇନଫେକ୍ସନ ହେଲା ଯାହା ପରେ ତାଙ୍କୁ ହସ୍ପିଟଲରେ ଏଡମିଟ କରା ଗଲା ଓ ୨୯ ଏପ୍ରିଲ ୨୦୨୦ରେ ତାଙ୍କ ନିଧନ ହୋଇଥିଲା ।
୨. ରିଷି କପୁର :
ରିଷି କପୁରକୁ କିଏ ଭଲା ନଯାଣିଛି, ସେ ଏତେ ବଡ କଳାକାର ଥିଲେ ଯାହାକୁ ଦେଖିବା ପାଇଁ ଲୋକ ପାଗଳ ଥିଲେ ଏବେ ପର୍ଯ୍ୟନ୍ତ ତାଙ୍କ ଅଭିନୟ ଦୁନିଆ ବନ୍ଦ ନଥିଲା ତେବେ ରିଷି କପୁରଙ୍କୁ ମଧ୍ୟ କ୍ୟାନ୍ସର ଥିଲା ଓ ସେ ଏହାର ଚିକିତ୍ସା ଆମେରିକାରେ ବର୍ଷେ ତଳେ କରେଇଥିଲେ କିନ୍ତୁ ହଟାତ ତାଙ୍କୁ ଅସୁବିଧା ହେଲା ଓ ସେ ହସ୍ପିଟଲ ରେ ଏଡମିତ ହେଲେ ତେବେ ଇର୍ଫାନ ଖାନଙ୍କ ମୃତ୍ୟୁ କଥାରୁ ଲୋକ ବାହାରିନଥିଲେ ଯେ ରିଷି କପୁର ନିଧନ ୩୦ ଏପ୍ରିଲ ୨୦୨୦ରେ ହୋଇଗଲା ।

୩. ଶଫିକ ଅଂଶାରି :
ସଫିକ ଅଂଶାରି କ୍ରାଇମ ପେଟ୍ରୋଲରେ ପୋଲିସ କଳାକାର ଥିଲେ ତାଙ୍କୁ ସିରିଏଲ ଦେଖୁଥିବା ସବୁ ଲୋକ ବହୁତ ଭଲ ଭାବରେ ଜାଣିଛନ୍ତି, ତେବେ ସଫିକଙ୍କୁ ମଧ୍ୟ ଲଙ୍ଗସ୍ କ୍ୟାନ୍ସର ଥିଲା ଯାହା କାରଣରୁ ତାଙ୍କ ନିଧନ ହେଲା ତାଙ୍କ ଘରେ ତାଙ୍କ ସ୍ତ୍ରୀ ସହ ତାଙ୍କ ୩ଟି ଝିଅ ଓ ମା ଥିଲେ ।

୪. ୱାଜିଦ ଖାନ :
ୱାଜିଦ ଖାନଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ସେ ବହୁତ ବଡ ଗାୟକ ଥିଲେ ଓ ତାଙ୍କ ନିଧନ ସମୟରେ କୁହା ଗଲା ଯେ ସେ କରୋନା ଭାଇରସ ଦ୍ଵାରା ପୀଡିତ ଥିଲେ କିନ୍ତୁ ତାଙ୍କ ଭାଇ ଓ ଅନ୍ୟ ସମ୍ପର୍କୀୟ ଲୋକଙ୍କ କହିବା ଅନୁଯାଇ ୱାଜିଦ ଖାନଙ୍କ ନିଧନ ହାର୍ଟ ଅଟେକ ଦ୍ଵାରା ହୋଇଥିଲା ।

୫. ସୁଶାନ୍ତ ସିଂହ ରାଜପୁତ :
ସୁଶାନ୍ତ ସିଂହ ବହୁତ କମ ସମୟରେ ବହୁତ କିଛି ହାସିଲ କରିଥିବା ବହୁତ ବଡ କଳାକାର ଥିଲେ କିନ୍ତୁ ତାଙ୍କ ନିଧନ ଆତ୍ମହତ୍ୟା ଦ୍ଵାରା ହୋଇଥିଲା, ପୋଲିସ କହିବା ଅନୁଯାଇ ସୁଶାନ୍ତ ଆତ୍ମହତ୍ୟା ବିଷୟରେ ତାଙ୍କ ଚାକର ଫୋନ କରି କହିଥିଲା ଓ ସମ୍ପର୍କୀୟ ଲୋକଙ୍କ କହିବା ଅନୁଯାଇ ସୁଶାନ୍ତଙ୍କର ମର୍ଡର ହୋଇଛି । ଏମାନଙ୍କ ବ୍ଯତୀତ ଆହୁରି ମଧ୍ୟ ଅନେକ କଳାକାର ଅଛନ୍ତି, ସେମାନେ ହେଲେ- ଚିରଞ୍ଜିବୀ ସରଜା, ରତନ ଚୋପ୍ରା, ଜଗେଶ ମୁକାଟି, ସାଇ ଗୁଣ୍ଡେବର, ବାସୁ ଚଟାର୍ଜୀ, ୟୋଗେଶ ଗୌର, ପ୍ରେକ୍ଷା ମେହତା, ମୋହିତ ବଘେଲ, ସଚିନ କୁମାର, ମନମୀତ ଗ୍ରେବାଲ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।