Priyanka Chopra ପରେ Nushrat Bharucha ଓ Urvashi Rautela ପିନ୍ଧିଲେ ବହୁତ ଖରାପ ଡ୍ରେସ, ଦେଖାଇଦେଲେ ସବୁକିଛି

ବଲୀଉଡ ଓ ହଲିଉଡର ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ବର୍ତ୍ତମାନ ଜଣେ ଗ୍ଲୋବାଲ ଷ୍ଟାର ହୋଇଯାଇଛନ୍ତି । ଯାହାର ପ୍ରମାଣ ସେ ନିଜର ଷ୍ଟାଇଲ ଦ୍ଵାରା ସମସ୍ତଙ୍କୁ ଦେଇଥାନ୍ତି । ଏମିତିରେ ଯଦି ତାଙ୍କର ଡ୍ରେସିଙ୍ଗ ସେନ୍ସ ଓ ଷ୍ଟାଇଲ ବିଷୟରେ କହିବା ତେବେ ସେ ନିଜର ବୋଲ୍ଡ ଡ୍ରେସକୁ ନେଇ ବି ବହୁତ ଚର୍ଚାରେ ଥାନ୍ତି । କହିବାକୁ ଗଲେ ଗୋଟିଏ ଆୱାର୍ଡ ଫଙ୍କସନରେ ପ୍ରିୟଙ୍କା ଚୋପଡ଼ାଙ୍କ ଗାଉନକୁ ଦେଖି ସୋ-ସି-ଆ-ଲ ମି-ଡି-ଆ-ରେ ୟୁଜର ତାଙ୍କୁ ଟ୍ରୋଲ କରିବାକୁ ଲାଗିଥିଲେ ।

ଏହି ଆୱାର୍ଡ ଫଙ୍କସନରେ ନିଜ ସ୍ଵାମୀ ନିକ ଜୋନସଙ୍କ ସହିତ ଗୋଟିଏ ଧଳା ରଙ୍ଗର ଗାଉନ ପିନ୍ଧି ଯାଇଥିଲେ । ଯେଉଁଥିରେ ସେ ବହୁତ ଷ୍ଟାଇଲିସ ନଜର ଆସୁଥିଲେ ।

କିନ୍ତୁ ଏହି ଡ୍ରେସ ତାଙ୍କର କିଛି ଭାରତୀୟ ଫ୍ୟାନମାନଙ୍କୁ ପସନ୍ଦ ଆସିଲା ନାହିଁ ଓ ସେ ତାଙ୍କୁ ଟ୍ରୋଲ କରିବାକୁ ଲାଗିଲେ । ପ୍ରିୟଙ୍କା ଚୋପଡ଼ାଙ୍କ ଏହି ଡ୍ରେସକୁ କିଛି ଫ୍ୟାନମାନେ ପସନ୍ଦ କରିଲେ ତ ଅନ୍ୟ କିଛି ଫ୍ୟାନମାନେ ଏହାକୁ ଖରାପ ବୋଲି କହିଲେ । ଅନ୍ୟ ପଟେ ଯଦି ଅନ୍ୟ କିଛି ବଲୀଉଡ ଅଭିନେତ୍ରୀମାନଙ୍କ ବିଷୟରେ କହିବା ତେବେ ପ୍ରାୟତଃ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ାଙ୍କ ଭଳି ଡ୍ରେସ ପିନ୍ଧିବାର ନଜର ଆସିଥାନ୍ତି । ଥରେ ଏକ ଆୱାର୍ଡ ଫଙ୍କସନ ବଲୀଉଡର ବହୁତ ଅଭିନେତ୍ରୀ ପହଞ୍ଚିଥିଲେ ।

କିନ୍ତୁ ଏହି ଆୱାର୍ଡ ଫଙ୍କସନରେ ସବୁଠୁ ଅଧିକ ଚର୍ଚାରେ ସେହି ଦୁଇ ଅଭିନେତ୍ରୀ ରହିଥିଲେ ଯେଉଁମାନେ ଏହି ଆୱାର୍ଡ ଫଙ୍କସନରେ ବହୁତ ବୋଲ୍ଡ ଡ୍ରେସ ପିନ୍ଧି ଥିଲେ । ଅଭିନେତ୍ରୀ ଉର୍ବଶୀ ରୌତେଲା ଓ ନୁସରତ ଭରୁଚା ବୋଲ୍ଡଙ୍କ ଅବତାର ଦେଖି ୟୁଜରମାନେ କମେଣ୍ଟ କରିବାକୁ ଲାଗିଲେ ଓ ତାଙ୍କର ପ୍ରଶଂସା ବି କରିବାକୁ ଲାଗିଲେ । ଅନ୍ୟ ପଟେ ଅନ୍ୟ କିଛି ୟୁଜରମାନେ ତାଙ୍କର ଏହି ବୋଲ୍ଡ ଅବତାରକୁ ଦେଖି ତାଙ୍କୁ ଟ୍ରୋଲ ବି କରିଲେ । ଏହି ଆୱାର୍ଡ ଫଙ୍କସନରେ ନୁସରତ ଭରୁଚା ସବୁଜ ରଙ୍ଗର ଏକ ଡ୍ରେସ ପିନ୍ଧି ପହଞ୍ଚି ଥିଲେ ।

ନୁସରତ ଭରୁଚାଙ୍କ ଏହି ଡ୍ରେସ ବହୁତ ହିଁ ଅଧିକ ବୋଲ୍ଡ ଓ ରିଭିଲିଙ୍ଗ ଥିଲା । କହିବାକୁ ଗଲେ ନୁସରତ ଭରୁଚା ଯେଉଁ ଗାଉନ ପିନ୍ଧିଥିଲେ ତାହାର ଗୋଟିଏ ପାର୍ଶ୍ଵରେ କଟିଙ୍ଗ ଥିଲା । ଯାହାକି ଅଣ୍ଟା ପର୍ଯ୍ୟନ୍ତ ଥିଲା । ଯେଉଁ କାରଣରୁ ନୁସରତ ଭରୁଚାଙ୍କ ଟାଟୁ ବି ନଜର ଆସୁଥିଲା । ଯାହାକୁ ଦେଖିବା ପରେ ୟୁଜରମାନେ ତାଙ୍କୁ ଟ୍ରୋଲ କରିବାକୁ ଲାଗିଲେ ।

କେବଳ ନୁସରତ ଭରୁଚା ନୁହେଁ ଏହି ଆୱାର୍ଡ ଫଙ୍କସନରେ ଉର୍ବଶୀ ରୌତେଲା ବି କଳା ରଙ୍ଗର ଏକ ଗାଉନ ପିନ୍ଧି ଥିଲେ । ପୂର୍ବ ମିସ ଇଣ୍ଡିଆ ଓ ବଲୀଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ପ୍ରାୟତଃ ନିଜର ଫଟୋ କାରଣରୁ ବି ଚର୍ଚାରେ ରହିଥାନ୍ତି । ଆମଜନ ଫିଲ୍ମ ଫେୟାର ଆୱାର୍ଡ ୨୦୨୦ରେ କଳା ରଙ୍ଗରର ଡ୍ରେସରେ ଉର୍ବଶୀ ରୌତେଲା ବହୁତ ଗ୍ଲାମରେସ ନଜର ଆସୁଥିଲେ । ଏହି ଡ୍ରେସରେ ସେ ବହୁତ ଅଧିକ ବୋଲ୍ଡ ନଜର ଆସୁଥିଲେ ।

Leave a Reply

Your email address will not be published. Required fields are marked *