Heyy Babyy ଫିଲ୍ମରେ ଥିବା ଏହି ଛୋଟ ଛୁଆ ଆଜି ହୋଇଯାଇଛନ୍ତି ବଡ ଓ ସୁନ୍ଦର

ପ୍ରତିବର୍ଷ ବହୁତ ଫିଲ ରିଲିଜ ହୋଇଥାଏ କିନ୍ତୁ ବହୁତ କମ ଫିଲ୍ମ ଥାଏ ଯାହା ସବୁବେଳେ ସ୍ମରଣୀୟ ହୋଇ ରହିଜାଇଥାଏ । ହେ ବେବୀ ହେଉଛି ସେମିତି ଗୋଟେ ବହୁତ ସୁନ୍ଦର ଫିଲ ଯାହା ସବୁବେଳେ ଦର୍ଶକଙ୍କ ମନରେ ସବୁବେଳ ପାଇଁ ରହିଛି, ରହିଥିବ ଓ ଅସବୁ କ୍ରେଡିଟ ଜୀବ ସେଇ କୁନି ଝିଅ ପାଇଁ । ଏହି କୁନି ଝିଅର ଅଭିନୟରେ ମିଲିୟନ ଲୋକଙ୍କ ହୃଦୟ ଜିତିଥିଲା । ଆଉ ସେ ଆଞ୍ଜେଲ ଚରିତ୍ରରେ ଅଭିନୟ କରିଥିଲେ ଓ ଅକ୍ଷୟ କୁମାର ଓ ବିଦ୍ୟା ବାଲାନଙ୍କ ଝିଅ ହୋଇଥିଲେ ।

ଆଉ ଏହି କୁନି ଝିଅର ନାମ ହେଉଛି ଜୁଆନା ସଙ୍ଘବୀ । ଜୁଆନା ଏହି ଚରିତ୍ରରେ ଅଭିନୟ କରିଥିଲେ । ଆଉ ସେ କୁନି ଝିଅ ବହୁତ ବଡ ହୋଇଯାଇଛି, ଆଉ ସେଇ ସମୟ ବହୁତ ଦ୍ରୁତ ଗତିରେ ଚାଲି ଯାଇଛି । କିନ୍ତୁ ଏବେ ଜୁଆନା ୧୦ ବର୍ଷର ହୋଇଛନ୍ତି । ଆଉ ସେଇ କିଉଟ ଝିଅ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛି । ବଲ୍ଲୀଉଡରେ କାମ କରିବା ପାଇଁ କିଛି ବୟସ ସୀମା ନଥାଏ । ଏହିରେ ବଡ ନୁହେଁ ଛୋଟ ଛୁଆ ମଧ୍ୟ ଏଠାରେ ଅଭିନୟ  କରୁଛନ୍ତି ।

ବଲ୍ଲୀଉଡରେ ବହୁଆ କମ ଲୋକ ରହିଛନ୍ତି ବହୁତ କମ ବୟସରେ କାମ ଆରମ୍ଭ କରିଛନ୍ତି ।  ଆପଣ ହେ ବେବି, ତ ଦେଖିଥିବେ, ଏହି ଫିଲ୍ମ ୨୦୦୭ରେ ରିଲିଜ ହୋଇଥିଲା ।  ଏହି ଫିଲ୍ମ କମେଡି ଥିଲା, ଲୋକ ମାନେ ଏହାକୁ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମରେ ରିତେଶ ଦେଶମୁଖ, ଅକ୍ଷୟ କୁମାର, ଫରଦିନ ଖାନ ଓ ବିଦ୍ୟାବାଲନ ମୁଖ୍ୟ କଳାକାର ଥିଲେ । ସବୁ ପରେ ଏହି ଫିଲ୍ମରେ ଗୋଟିଏ ଛୋଟ ପିଲା ମଧ୍ୟ ଥିଲା । ଆଉ ଏହି ଫିଲ୍ମରେ ସେ ବହୁତ ଗୁରୁତ୍ଵପୂର୍ଣ ଭୂମିକା ନିବାଇଥିଲେ ।

ଯେଉଁ ଝିଅଟି ହେ ବେବି ଫିଲ୍ମରେ କାମ କରିଥିଲେ ତାର ନାମ ଜୁଆନା ସାନଭି ଅଟେ । ଇଏ ବହୁତ ପ୍ୟାରି ଝିଅଟି ଅଟେ, ଏହି ଝିଅଟି ତାର କିଉଟ ହାସରେ ସମସ୍ତଙ୍କ ହୃଦୟ ଜିତିଥିଲା । ଏହି ଫିଲ୍ମ ରିଲିଜ ହେବାର ୧୧ ବର୍ଷ ହୋଇଗଲାନି । ଜୁଆନା ସାନଭି ଏବେ ବହୁତ ବଡ ହୋଇଗଲେଣି ।  ସାନଭି ଏବେ ପଢୁଛନ୍ତି । ସେ କହିଛନ୍ତି ସେ ତାଙ୍କ ପାଠ ପଢିବା ପରେ ପୁଣି ଥରେ ଫିଲ ଜଗତକୁ ଫେରି ଆସିବେ ।

ହେ ବେବି ଫିଲ୍ମରେ ଆପଣଙ୍କୁ ଜୁଆନା ସାନଭି ରୋଲ ଆପଣଙ୍କୁ କେମିତି ଲାଗୁଛି ଆମକୁ କମେଣ୍ଟ କରି ନିଶ୍ଚିତ ରୂପରେ କହିବେ ।

Leave a Reply

Your email address will not be published. Required fields are marked *