ବୁଧବାର 27 ଜାନୁୟାରୀ ୨୦୨୧ ଗଣେଶଙ୍କ କୃପାରୁ ଆଜି ଏହି 4ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ।


ମେଷ:- କୌଣସି ନ୍ୟାୟିକ ମାମଲାରେ ପସିଛନ୍ତି ତେବେ ସ୍ଥିତି ଆପଣଙ୍କ ପକ୍ଷରେ ଆସି ପାରେ । କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ପରିବର୍ତନ ସକରାତ୍ମକ ପରିଣାମ ନେଇକି ଆସିବ । ଗୁପ୍ତ ସତୃଙ୍କ ଠାରୁ ନିଜାତ ମିଳିବ ଓ କାର୍ଯ୍ୟ କ୍ଷେତ୍ରରେ ଆସୁଥିବା ଅସୁବିଧା ଦୂର ହେବ । ମହିଳା ମିଟରଙ୍କ ସହଯୋଗ ଦ୍ଵାରା ଆପଣଙ୍କ ପ୍ରୋଜେକ୍ଟ ଖତମ ହେବ । ଜୀବନସାଥି ସହିତ ଉତ୍ତମ ସମୟ ବ୍ଯତୀତ କରିବେ । ମାତା ଓ ପିତାଙ୍କ  ସ୍ୱାସ୍ଥ୍ୟର ଧ୍ୟାନ ରଖିବେ । ଭାଗ୍ୟ 85 ପ୍ରତିଶତ ସହଯୋଗ କରିବ ।

ବୃଷ :- କାର୍ଯ୍ୟ କ୍ଷେତ୍ରରେ  ଆଜି କିଛି ସମସ୍ଯା ଅନୁଭବ  କରିବେ କିନ୍ତୁ କିଛି ସମୟ ପରେ ଅଧିକାରୀଙ୍କ ସମର୍ଥନରେ କଠିନାଇ ଧୀରେ ଧୀରେ ଖତମ ହେବ । ଗୋଟେ ସାଥିରେ କେତେ କାମ ହାତକୁ ନେବା ଦ୍ଵାରା ଚିନ୍ତାରେ ରହିବେ । ଯଦି ଯୋଜନାବଦ୍ଧରେ ଚାଲିବେତ ସମସ୍ତଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ବଡ ଅଧିକାରୀଙ୍କ ସାହାର୍ଯ୍ୟ ଦ୍ଵାରା ବ୍ୟବସାୟରେ ଅସୁବିଧାକୁ କାବୁ କରିପାରିବେ । ଆଜି ଭ୍ଜ୍ଞା 84 ପ୍ରତିଶତ ସହଯୋଗ କରିବ ।

ମିଥୁନ :- ବହୁତ ସମୟ ପରେ ଜିନ ବ୍ୟକ୍ତିଗତ ଜୀବନ ଉପରେ ଭାବିକି ବିଚାର କରିବେ । ଆଗାମୀ ଦିନକୁ ଧ୍ୟାନରେ ରଖି ନିଜ ନିଜ ବସ୍ତ୍ର ଓ ଆଭୁଷଣର ରକ୍ଷା କରିବେ । ବ୍ୟବସାୟକ ଯାତ୍ରାର ଲାଭ ହେବ । ସନ୍ତାନ ଭବିଷ୍ୟ ସହିତ ଜଡିତ ସୂଚନା ପ୍ରାପ୍ତ ହେବ । ମାତା ପିତାଙ୍କୁ ସେବାର ଅବସର ପ୍ରାପ୍ତ ହେବ ଓ ତାଙ୍କ ଠାରୁ ଆଶୀର୍ବାଦ ମଧ୍ୟ  ପ୍ରାପ୍ତ କରିବେ । ରୋଜଗାର ସମ୍ବନ୍ଧିତ ସମାଚାର ମିଳିବ ଦ୍ଵାରା ମନ ଖୁସି ରହିବ ।


କର୍କଟ :- ଆଜି ଏକା ସାଥିରେ ବହୁତ କାର୍ଯ୍ୟ କ୍ରମ ଆପଣଙ୍କ ପାଖକୁ ଆସିବ । ସମାଜ ସେବାର ଅବସର ପ୍ରାପ୍ତ ହେବ ଓ ଛାତ୍ରଙ୍କୁ ତାଙ୍କ ଯୋଗ୍ୟତା ପରଖିବାର ସୁଯୋଗ ମିଳିବ । ନିଜ କାର୍ଯ୍ୟରେ ଇମାନ୍ଦାରୀ ରଖିବେତ ଆପଣଙ୍କୁ ଲାଭ ହେବ । ପାରିବାରିକ ସମ୍ପତିରେ ଇଜାଫ ହେବ ଓ ବହନ ସୁଖ ପ୍ରାପ୍ତ ହେବ । ପରିବାରର ଆବଶ୍ୟକର ପୁରା ଧ୍ୟାନ ରଖିବେ । କୁତୁମ୍ବବାରେ ଆପଣଙ୍କର ନୂଆ ପରିଚୟ ସୃଷ୍ଟି ହେବ । ଯଦି ଆପଣ ଏକ ଅଛନ୍ତିତ ଆପଣଙ୍କ ପାଇଁ କିଛି ବିହା ପ୍ରସ୍ତାବ ଆସିବ ।

ସିଂହ :- ଆଜିର ଦିନରେ ଆପଣଙ୍କୁ ନିଜ କାମ ଛଡା ରୋମାନ୍ସ ଓ ମନ ଇଛାର ମଧ୍ୟ ଧ୍ୟାନ ରଖିବାକୁ ପଡିବ । ଛାତ୍ରଙ୍କୁ ତାଙ୍କ ଯୋଗ୍ୟତା  ବିକଶିତ କରିବାର ଲାଭ ମିଳିବ । ଭାଗ୍ୟ ଆପଣଙ୍କ ସହିତ ରହିବ । କାରୋବରରେ ବିକ୍ରି ହେବା ଦ୍ଵାରା ମନ ପ୍ରଶନ୍ନ ରହିବ ଓ ଆର୍ଥିକ ସ୍ଥିତି ମଜଭୁତ ହେବ । ଭାଇ ଭଉଣୀର ବିବାହ ଚିନ୍ତା ଖତମ ହେବ ଓ ମାତା ପିତାଙ୍କ ସେବା କରିବାର ଅବସର ପ୍ରାପ୍ତ ହେବ ।

କନ୍ୟା :- ଆଜି ଆପଣଙ୍କୁ ରଚଚନାତ୍ମକ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ । ପ୍ରେମ ଜୀବନରେ ଆପଣଙ୍କ ସମ୍ପର୍କ ମଜଭୁତ ହେବ । ଆପଣଙ୍କ ସଫଳତାରେ ମାତା ପିତା ଖୁସି ହେବେ ଓ ତାଙ୍କ ଆଶୀର୍ବାଦ ମିଳିବ । କିଛି ନୂଆ ବ୍ୟକ୍ତି ମାନଙ୍କ ସହିତ ଭେଟ ହେବ । ଯାହା ଆଗକୁ ଯାଇ ଆପନ୍ନକୁ ଲାଭ ମିଳିବ । ଆଜି ଭାଗ୍ୟ 86 ପ୍ରତିଶତ ସହଯୋଗ କରିବ ।

ତୁଳା:- ସ୍ୱାସ୍ଥ୍ୟ କୁ ନେଇ ଆଜି କିଛି ଜରୁରୀ ପଦକ୍ଷେପ ଉଠାଇବେ । ଭୌତିକ ସୁଖ ସୁବିଧାରେ ମିଳିବ । କପଡା ବା ଆଭୂଷଣର କିଣା କିଣି କରିପାରନ୍ତି ।  ସନ୍ତାନ ବ୍ଯ୍ବହାର ଚିନ୍ତା ସମାପ୍ତ ହେବ । ଲୋକ ଆପଣଙ୍କ ଦ୍ଵାରା ଲାଭ ପାଇବେ । ଶିକ୍ଷା କ୍ଷେତ୍ର ରେ ଛାତ୍ରଙ୍କୁ ସଫଳତା ମିଳିବ । ପାରିବାରିକ ବ୍ଯବସାୟକୁ ବଢାଇବା ପାଇଁ ପିତାଙ୍କ ସହଯୋଗ ବା ସମର୍ଥନ ମିଳିବ । ଶଶୁର ଘର ପକ୍ଷରୁ ଲାଭ ହେବ ଓ ଅଟକି ରହିଥିବା କାର୍ଯ୍ୟ ପୁରା ହେବ । ଭାଗ୍ୟ 85 ପ୍ରତିଶତ ସହଯୋଗ କରିବ ।

ବିଛା :- ଆଜିର ଦିନ ମଧ୍ୟମ ଫଳଦାୟୀ ରହିବ । ଆପଣଙ୍କ ଜୀବନରେ ବହୁତ ପ୍ରକାର ସୁବିଧା ଅସୁବିଧା ଆସିବ ଓ ମାନସିକ ଶାନ୍ତି ପ୍ରଭାବିତ ହେବ । ବ୍ୟାପାର କ୍ଷେତ୍ରରେ ଆର୍ଥିକ ଦଣ୍ଡର ସମାନ କରିବାକୁ ପଡିପାରେ ସତୃଙ୍କ ଠାରୁ ବଞ୍ଚିକି ରୁହନ୍ତୁ ନହେଲେ ସାମାଜିକ ପ୍ରତିଷ୍ଠାରେ ହାନି ହୋଇବ । କୌଣସି ପ୍ରକାର ଅନଇତିକଗତି ବିଧିରୁ ଦୂରେଇ ରୁହନ୍ତୁ । ଜୀବନ ସାଥି ସହିତ ବାଦ ବିବାଦ ହୋଇପାରେ । ଛାତ୍ରଙ୍କ ଭବିଷ୍ୟତ ପ୍ରତି ଅଧିକ ଜାଗୃତ ହେବାର ଆବଶ୍ୟକ ରହିଛି । ଆଜି ଭାଗ୍ୟ 80 ପ୍ରତିଶତ ସହଯୋଗ କରିବ ।

ଧନୁ :- ଆପଣଙ୍କ ଜୀବନରେ ଘୃଣା ଓ ପ୍ଡ଼େମ ଭାବ ବରାବର ରହିବ । କିଛି ଲୋକ ଗୃହସ୍ଥି ଜୀବନକୁ ସଜାଡିବାରେ ବହୁତ କଷ୍ଟ କରିବେ । ପୈତୃକ ସମତିରେ ଥିବା ବିବାଦ ସେସ ହେବ । ଭାଇ ମାନଙ୍କ ସାହାର୍ଯ୍ୟ ଦ୍ଵାରା ଅଟକି ଥିବା କାମ ପୁରା ହେବ । ରାଜକୀୟ କ୍ଷେତ୍ରରେ ଜଡିତ ଜାତକଙ୍କୁ ଲାଭ ମିଳିବ ଆଜି ଭାଗ୍ୟ 84 ପ୍ରତିଶତ ସହଯୋଗ କରିବ ।


ମକର :- ଆପଣଙ୍କୁ ପ୍ରିୟଜନଙ୍କଠୁ ଉପହାର ମିଳିବାର ସମ୍ଭାବନା ରହିଛି । ଆଜି ଦିନ ପାରିବାରିକ ମାମଲାରେ ଧ୍ୟାନ କେନ୍ଦ୍ରିତ ହେବ । ଯଦି ଆପଣ ଚାକିରି କରିଛନ୍ତିତ ଆପଣଙ୍କୁ ଭଲ କାମ ପାଇଁ ପୁରସ୍କୃତ କରାଯିବ । ଘରର ମହୋଲ ଶାନ୍ତି ରହିବ ଓ ପରିବାରର ସବୁଠୁ ଛୋଟ ସଦସ୍ୟଙ୍କ ସହିତ ଭଲ ସମୟ ବ୍ଯତୀତ ହେବ । ଆଜି ଭାଗ୍ୟ 86 ପ୍ରତିଶତ ସହଯୋଗ କରିବ ।

କୁମ୍ଭ :- ଆଜି ବାଣୀ ଆଉ ମନ ଉପରେ ନିୟତ୍ରଣ ରଖନ୍ତୁ ନହେଲେ ପଡୋଶୀ ଓ ସାଙ୍ଗ ସହିତ ଝଗଡା ହୋଇପାରେ । ଘର ଓ ବାହନରେ ନିବେଶ କରିବେ ଓ ରୋଜଗାର ଖୋଜୁଥିଲେ ଶୁଭ ସମାଚାର ମିଳିବ । ଆକସ୍ମିକ ଧନ ଲାଭର ଯୋଗ ରହିଛି । ପୂର୍ବ କିଛି ଦିନରୁ ଚାଲୁଥିବା ସମସ୍ୟାରୁ ମୁକ୍ତି ମିଳିବ । ଭାଗ୍ୟ 84 ପ୍ରତିଶତ ସହଯୋଗ କରିବ ।

ମୀନ :- କାର୍ଯ୍ୟ କ୍ଷେତ୍ରରେ ଏହି ସମୟ ଖ୍ଯାତି ଆଉ ଯଶ ଦେବ । ଯଦି ଗଂଭୀର ହୋଇ କାର୍ଯ୍ୟ କରିବେତ ଉଚରେ ପହଞ୍ଚିବେ । ପରିବାରର ସହଯୋଗ  କରିବେତ ଆପଣଙ୍କ ସବୁ ଇଛା ପୁରା ହେବ । ଭାଇ ଭଉଣୀଙ୍କା ସହିତ ଭଲ ସମୟ ବ୍ଯତୀତ ହେବ । ଛାତ୍ରଙ୍କ କୌଣସି ଅନୁଭବି ବ୍ୟକ୍ତିଙ୍କ ସହିତ ଦେଖା ହେବ । ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *