ଗୁରୁବାରରେ କରନ୍ତୁ ଏହି ମନ୍ତ୍ରର ଜପ, ହେବ ସବୁ ମନୋକାମନା ପୂର୍ଣ୍ଣ

ହିନ୍ଦୁ ଧର୍ମରେ ଗୁରୁବାର ଦିନ ଗୁରୁଙ୍କ ପ୍ରସନ୍ନତା ପାଇଁ ବିଶେଷ ଦିନ ବୋଲି କୁହାଯାଇଥାଏ । ପୌରଣିକ ମାନ୍ୟତା ହିସାବରେ ଗୁରୁ ବୃହସ୍ପତି ଦେବା ଗୁରୁ ଅଟନ୍ତୀ । ଜ୍ଯୋତିଷ ମାନ୍ୟତାରେ ଗୁରୁ ସୁଖଦ ଜୀବନ ଓ ଦାଂପତ୍ଯ ଜୀବନକୁ ନିୟତ କରିଥାନ୍ତି । ବେଶିକରି ସ୍ତ୍ରୀର ବିବାହ ଓ ପୁରୁଷର ଆଜୀବିକା ଗୁରୁର ପ୍ରସନ୍ନତା ପାଇଁ ହିନ ଦୂର ହୋଇଥାଏ । ଦେବା ଗୁରୁ ବୃହସ୍ପତି ଧନୁ ଓ ମୀନ ରାଶିର ସ୍ଵାମୀ ଗ୍ରହ ଅଟନ୍ତି । ଗୁରୁ ଶୁଭ ଫଳ ଦେଇଥାନ୍ତି କିନ୍ତୁ ବାକି ଗ୍ରହ ଯଦି ସେଥିରେ ବିରାଜ ମାନ ହୋଇଥାନ୍ତି ଆଉ ଗୁରୁ ନୀଚ ରାଶିରେ ସ୍ଥିତ ହୋଇଥାନ୍ତିତ ଏହି ଗୁରୁ ଜାତକଙ୍କ ପାଇଁ ଅନିଷ୍ଟ କାରୀ ହୋଇଥାନ୍ତି ।

ଅର୍ଥାତ ଅଶୁଭ ଫଳ ଦେଇଥାନ୍ତି । ଯେଉଁଥିରେ ବ୍ୟକ୍ତି ଆର୍ଥିକ ମାନସିକ ଶାରୀରିକ, ଓ ଆପରିବାରିକ ରୂପରେ ଚିନ୍ତା ଗ୍ରସ୍ତ ହୋଇଥାନ୍ତି । ଆପଣ ଗୁରୁ ଭଗବାନଙ୍କ ସରଲ ମନ୍ତ୍ର ଜପ କରୀ ମନ ପସନ୍ଦର ଚାକିରି, ଜୀବନସାଥିର ମୁରାଦ ପୂର୍ଣା ହୋଇଥାଏ । ଆସନ୍ତୁ ଜାଣିବା କଣ ସେଇ ମନ୍ତ୍ର ଅଟେ ଯାହା ବୃହସ୍ପତି ଭଗବାନଙ୍କୁ ଖୁସି କରାଯାଇପାରିବ । ଯଦି ଆପଣଙ୍କୁ କୌଣସି ଚିନ୍ତାର ହେଉଛିକି କୌଣସି କାମରେ ସଫଳତା ମିଳୁନି ତେବେ ଏହି ମନ୍ତ୍ରର ଜପ କରନ୍ତୁ । ଆଉ ବୃହସ୍ପତି ଭଗବାନଙ୍କ ହଳଦିଆ ରଙ୍ଗ ବହୁତ ପ୍ରିୟ ହୋଇଥାଏ ।

ଏହି ମନ୍ତ୍ରର ଜପ କରିବା ଦ୍ଵାରା ସବୁ ମନୋକମନା ପୂର୍ଣ ହେବ । ଏହି ମନ୍ତ୍ରକୁ ସବୁବେଳେ ଜପ କରିପାରିବେ କିନ୍ତୁ ଗୁରୁବାର ଦିନ ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଆପଣଙ୍କ ସବୁ ମନୋକମନା ପୂର୍ଣ ହୋଇବ । ଏହି କାମକୁ କରିବା ପାଇଁ ସବୁ କାମକୁ ଶେଷ କରି ସ୍ନାନ କରି ହଳଦିଆ ରଙ୍ଗର କପଡା ପିନ୍ଧନ୍ତୁ । ଆଉ ଗୁରୁ ବୃହସ୍ପତିର ଉପାସନା କରନ୍ତୁ । ବିଧିବିଧାନ ସହିତ ପୂଜା କରିବା ପରେ ହଳଦିଆ ରଙ୍ଗର ନୈବେଦ୍ୟ ଚଢାନ୍ତୁ । ଗୁରୁ ବୃହସ୍ପତିଙ୍କ ହଳଦିଆ ରଙ୍ଗ ବହୁତ ପ୍ରିୟ ହୋଇଥାଏ ।

ଏହା ପରେ ସଫା ହଳଦିଆ କପଡା ପିନ୍ଧିବେ ନହେଲେ ହଳଦିଆ ଚଟେଇରେ ବସି ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।”ଓଂ ଅଙ୍ଗୀରେ ଜାତୟ ବିଧିମହେ, ବାଚସ୍ପତେ ଧୀମହେ, ତନ୍ନୋ ଗୁରୁ ପ୍ରଚୋଦୟାତ ”। ଏହାପରେ ଭଗବାନଙ୍କ ଆରତୀ କରନ୍ତୁ, ଆଉ ଆସନ ତଳେ ଟିକେ ପାଣି ଢାଳନ୍ତୁ । ଏହି ମନ୍ତ୍ର କରିବା ଦ୍ଵାରା ସବୁ ମନୋକମନା ପୂର୍ଣ ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *