ବନ୍ଧୁଗଣ ଏହି ଲକଡାଉନରେ “ରାମାନନ୍ଦ ସାଗର”ଙ୍କ ଲିଖିତ “ରାମାୟଣ” ଏବଂ “ବି.ଆର ଚୋପଡା”ଙ୍କର “ମହାଭାରତ”କୁ ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି । କିନ୍ତୁ “ବି.ଆର ଚୋପଡା”ଙ୍କର ଲିଖିତ “ମହାଭାରତ” ବ୍ଯତୀତ ନିର୍ଦେଶକ “ସିଦ୍ଧାର୍ଥ କୁମାର ତିଵାରୀ”ଙ୍କ ଦ୍ଵାରା ନିର୍ଦେଶିତ “ମହାଭାରତ”କୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏହି “ମହାଭାରତ”ଟି ବହୁତ ଲୋକ ପ୍ରିୟ ଅଟେ । ଏଥିରେ ବିଷନୁ ଏବଂ ଶ୍ରୀ କୃଷ୍ଣଙ୍କ କିରଦାର କରୁଥିବା ଆକ୍ଟର “ସୌରଭ ରାଜ ଜେଇନ” ମଧ୍ୟ ନିଜର ଏହି ରୋଲ କାରଣରୁ ବହୁତ ପ୍ରସିଦ୍ଧ ହୋଇଥିଲେ ।
“ମହାଭାରତ”ରେ ତାଙ୍କର ଉନ୍ନତ ମାନର ଅଭିନୟକୁ ଦର୍ଶକଙ୍କ ମନ ମୋହିନେଇ ଥିଲା । ଦର୍ଶକ ମାନେ ତାଙ୍କୁ ବହୁତ ପସନ୍ଦ କରିବା ସହିତ ତାଙ୍କ ଧାରାବାହିକ ଆରମ୍ଭ ହେବାର ସଠିକ ସମୟକୁ ଅପେକ୍ଷା କରି ବସୁଥିଲେ । “ସୌରଭ” ବହୁତ ଗୁଡିଏ ଶିରିଅଲରେ ବିଷନୁ ଏବଂ ଶ୍ରୀ କୃଷ୍ଣଙ୍କ ରୋଲ ପ୍ଲେ କରିଆସିଛନ୍ତି । ସେ ଯେଉଁଭଳି ସ୍ମାର୍ଟ ଏବଂ ହ୍ଯାନ୍ଡସମ ଅଟନ୍ତି ତାଙ୍କ ରିୟଲ ଲାଇଫର ପତ୍ନୀ ମଧ୍ୟ ଅଧିକ ସୁନ୍ଦର ଅଟନ୍ତି । ବନ୍ଧୁଗଣ “ସୌରଭ ରାଜ”ଙ୍କର ଜନମ ୧,ଡିସେମ୍ବର ୧୯୮୫ ମସିହାରେ ହୋଇଥିଲା ।
ତାଙ୍କର ବର୍ତମାନ ଆୟୁ ୩୬ ବର୍ଷ ଅଟେ । ସେ ତାଙ୍କ କାରିୟରରେ ‘ଶ୍ରୀ କୃଷ୍ଣ’, ‘ଦେବଙ୍କର ଦେବ ମହାଦେବ’, ଏବଂ ‘ଓମ ନମୋଃ ଭେଙ୍କଟେସାୟ’ ଭଳି ଅନେକ ଧାରାବାହିକ ଏବଂ ଚଳଚିତ୍ରରେ କାମ କରିଛନ୍ତି । ବନ୍ଧୁଗଣ “ସୌରଭ”ଙ୍କର ପତ୍ନୀଙ୍କ ନାମ “ରିଧିମା ଜେଇନ” ଅଟେ । “ରିଧିମା”ଙ୍କର ଜନ୍ମ ୪ ଡିସେମ୍ବର ୧୯୮୩ ରେ ହୋଇଥିଲା । ବନ୍ଧୁଗଣ “ରିଧିମା ସୌରଭ”ଙ୍କ ଠାରୁ ଦୁଇ ବର୍ଷ ବଡ ଅଟନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ବନ୍ଧୁଗଣ “ରିଧିମା” ଏବଂ “ସୌରଭ”ଙ୍କର ବିବାହ ୨୦୧୦ ମସିହାରେ ହୋଇଥିଲା ।
“ସୌରଭ” ଏବଂ “ରିଧିମା” ‘ନଚବଲିଏ-୯’ ରେ ଏକାସହିତ ନଜର ଆସିଥିଲେ । ବନ୍ଧୁଗଣ ତାଙ୍କର ଆଜିଭଳି ଦିନରେ ଗୋଟିଏ ଝିଅ ମଧ୍ୟ ଅଛି ଯାହାର ନାମ “ରିଷିକା” ଅଟେ । “ସୌରଭ” ଏବଂ “ରିଧିମା”ଙ୍କୁ ବହୁତ ସୋ ମାନଙ୍କରେ ଏକା ସହିତ ଦେଖାଯାଇଅଛି ଏବଂ ଏମାନଙ୍କ ଯୋଡି ବହୁତ ସୁନ୍ଦର ଲାଗେ । ବନ୍ଧୁଗଣ “ସୌରଭ” ଏବଂ “ରିଧିମା” ପ୍ରେମବିବାହ କରିଥିଲେ । ତାଙ୍କ ପରିବାର ଲୋକେ ମଧ୍ୟ ଏହି ସଂପର୍କକୁ ଶୀକୃତି ଦେଇଥିଲେ । କ୍ରମଶ ବହୁତ ଧୁମଧାମର ସହିତ ତାଙ୍କ ବିବାହ କରାଯାଇଥିଲା ।
“ସୌରଭ ଜେନ” ଭଲ ମଣିଷ ମଧ୍ୟ ଅଟନ୍ତି । ତାଙ୍କ ବ୍ୟବହାରରେ ସେ ବହୁତ ବଡ ବଡ ହସ୍ତିଙ୍କ ସମୁଖରେ ପ୍ରିୟର ପାତ୍ର ହୋଇଛନ୍ତି । “ସୌରଭ”ଙ୍କ ପ୍ୟାନ ଫୋଲୋଇଙ୍ଗ ବହୁତ ଅଧିକ ଅଟେ । ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ ଏତେ ଛୁଇଁ ନେଇଛି ଯେ ତାହାର ସୀମା ନାହିଁ । ସେ ଆନେକ ସମୟରେ କିଛି ଦୁଖୀ ଏବଂ ଦରିଦ୍ର ବ୍ୟକ୍ତିଙ୍କୁ ଦାନ କରିଥାନ୍ତି । ତାଙ୍କ ପତ୍ନୀ ମଧ୍ୟ ତାଙ୍କର ଏହି ମହତ୍ଵ କାର୍ଯ୍ୟରେ ତାଙ୍କ ସହିତ ରହିଥାନ୍ତି । ବନ୍ଧୁଗଣ ଏହାଥିଲା “ସୌରଭ” ଏବଂ “ରିଧିମା”ଙ୍କ ବିଷୟରେ କିଛି ବିଶେଷ କଥା । ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।