IAS ଇଣ୍ଟରଭିୟୁରେ ପଚରା ଯାଉଥିବା କିଛି ପ୍ରଶ୍ନ: ଚା’ କୁ ଶୁଦ୍ଧ ଓଡିଆରେ କଣ କୁହନ୍ତି, 90% ଲୋକ ଜାଣି ନାହାନ୍ତି ଏହାତ ଉତ୍ତର- Interesting Gk Questions

ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ ।

ଆଇଏଏସ ପାଇଁ ବହୁତ ପିଲା ବହୁତ ମନ ଧ୍ୟାନ ଦେଇ ପରିଶ୍ରମ କରିଥାନ୍ତି କିନ୍ତୁ ସମସ୍ତଙ୍କୁ ସଫଳତା ପ୍ରାପ୍ତ ହୋଇନଥାଏ । ୧- ଏମିତି କେଉଁ ଜିନିଷ ଅଛି ଯାହା କେବଳ ପିଟିବା ନିମନ୍ତେ ତିଆରି ହୋଇଅଛି ? ଉତ୍ତର;- ବାଜା । ୨- ତାହା କେଉଁ ଜିନିଷ ଅଟେ ଯାହା ଆସିଥାଏ, ମାତ୍ର କେବେ ପହଞ୍ଚିନଥାଏ ? ଉତ୍ତର;- ଆସୁଥିବା ସମୟ । ୩ – ତାହା କେଉଁ ଜିନିଷ ଅଟେ ଯାହା ସମୁଦ୍ର ରେ ଜନ୍ମ ହୋଇଥାଏ ଏବଂ ଆପଣଙ୍କ ଘରେ ରହିଥାଏ ? ଉତ୍ତର;- ଲୁଣ ।

୪ – ତାହା କେଉଁ ଜିନିଷ ଅଟେ ଯାହାକୁ ଠାରେ ଟାଣିଲେ ସେ ଛୋଟ ହୋଇଯାଏ ?

ଉତ୍ତର;- ସି-ଗା-ରେ-ଟ ।

୫- ଜଣେ ମନୁଷ୍ୟ ଅନିଦ୍ରା ରହି ୩୦ ଦିନ ପର୍ଯ୍ୟନ୍ତ କିଭଳି ରହିପାରେ ?

ଉତ୍ତର;- ରାତିରେ ଶୋଇ ।

୬- ତାହା କଣ ଅଟେ ଯାହା ବାହାରେ ମାଗାଣା ରେ ମିଳିଥାଏ, ମାତ୍ର ଡାକ୍ତରଖାନା ରେ ସେଥିପାଇଁ ମୂଲ୍ୟ ଦେବାକୁ ହୋଇଥାଏ ?

ଉତ୍ତର;- ଅକ୍ସିଜେନ ।

୭- ତାହା କେଉଁ ଜିନିଷ ଅଟେ ଯାହା ତୁମ୍ଭର ଅଟେ ମାତ୍ର ତାହାକୁ ଅନ୍ୟ ଲୋକ ବ୍ୟବହୃତ କରିଥାନ୍ତି ?

ଉତ୍ତର;- ତୁମ୍ଭର ନାମ ।

୮ – ତାହା କେଉଁ ଜିନିଷ ଅଟେ ଯାହାକୁ ସବୁ ପିଲା ଖାଇଥାନ୍ତି, ମାତ୍ର ତାହାକୁ ପସନ୍ଦ କରନ୍ତି ନାହିଁ ?

ଉତ୍ତର;- ଗାଳି ଏବଂ ମାଡ ।

୯- କେଉଁ ଚଢେଇର ସ୍ଵର ସବୁଠାରୁ ମଧୁର ହୋଇଥାଏ ?

ଉତ୍ତର;- ବୁଲ ବୁଲ ।

୧୦- ପକ୍ଷୀ ମାନଙ୍କର ରାଜା କାହାକୁ ମାନାଯାଇଥାଏ ?

ଉତ୍ତର;- ସାର୍ଗୁଣା ।

୧୧- ତାହା କେଉଁ ଜୀବ ଅଟେ ଯାହା ନିଜର ଅଶ୍ରୁ ନିମନ୍ତେ ପରିଚିତ ?

ଉତ୍ତର;- କୁମ୍ଭୀର ।

୧୨- ସଂସାରର ସବୁଠାରୁ ବଡ କଇଁଚ କେଉଁଠାରେ ଦେଖିବାକୁ

ମିଳେ ?

ଉତ୍ତର;- ଅଷ୍ଟ୍ରେଲିଆ ।

୧୩- ତାହା କେଉଁ ପକ୍ଷୀ ଅଟେ, ଯାହାର ସିର ଛେଦ କରିବା ପରେ ମଧ୍ୟ ୧ ହପ୍ତାହ ପର୍ଯ୍ୟନ୍ତ ଜୀବିତ ରହିପାରେ ?

ଉତ୍ତର;- ଉକାବ ପକ୍ଷୀ । ଏହା ରୁଷ ରେ ଦେଖିବାକୁ ମିଳେ ।

୧୪- ତାହା କେଉଁ ଜୀବ ଅଟେ ଯାହା ଆଖି ପଲକ ପକାଇ ନଥାଏ ?

ଉତ୍ତର;- ମାଛ ।

୧୫- ଟର୍ଚ ଭଳି ଆଲୋକ ଉତ୍ପନ୍ନ କରି ସାଥିରେ ଯାଉଥିବା ମାଛତିର ନାମ କଣ ଅଟେ ?

ଉତ୍ତର;- ଏଙ୍ଗଲର ମାଛ ।

୧୬ – କେଉଁ ମାଛ ପୋକ ମାନଙ୍କ ଉପରେ ଛେପ ପକାଇ ଥାଏ ?

ଉତ୍ତର;- ଆର୍କର ମାଛ ।

୧୭- ସବୁଠାରୁ ତୀବ୍ର ଗତିଶୀଳ ପକ୍ଷୀ କଣ ଅଟେ ?

ଉତ୍ତର;- ଶାର୍ଗୁଣା, ଘଣ୍ଟା ପ୍ରତି ବେଗ ୩୨୦ କି.ମି ।

୧୮ – କେଉଁ ମାଛି ର ଭୋଜନ ମନୁଷ୍ୟ ଖାଇଥାଏ ?

ଉତ୍ତର;- ମହୁମାଛି ।

୧୯- କେଉଁ ଜୀବ ଜଳରେ ଡୁବେ ନାହିଁ ?

ଉତ୍ତର;- ଅସରପା ।

୨୦- ମାଛର ସମୁଦାୟ କେତେ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାଏ ?

ଉତ୍ତର;- ୧୨ ରୁ ୭୦ ବର୍ଷ ପର୍ଯ୍ୟନ୍ତ ।

୨୧- ଦୁନିଆର ସବୁଠାରୁ ଶସ୍ତା ସ୍ମାର୍ଟ ଫୋନ କଣ ଅଟେ ?

ଉତ୍ତର;- ଲାଲ କଲର ର ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *