ମରିଗଲେ ବି ବୁଧବାର ଦିନ ଏହି କାମ କରନ୍ତୁ ନାହିଁ, ନଚେତ ପୁରା ପରିବାର ହୋଇଯିବ ବର୍ବାଦ- Vastu Tips

ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ବୁଧବାର ଦିନ କେଉଁ କାମ କରିଲେ ଅଶୁଭ ହୋଇଥାଏ । ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବୁଧବାର ଦିନ ତୁଳସୀ ଗଛର ଦର୍ଶନ କରିବା ଅନୁଚିତ । ଏପରି କରିବା ଦ୍ଵାରା ପାପ ଲାଗିଥାଏ । ଏହା ଛଡା ଝାଡୁ ଧରିବା ମଧ୍ୟ ବୁଧବାର ଦିନ ମନା ହୋଇଥାଏ । ଶାସ୍ତ୍ର ଅନୁସାରେ ବୁଧବାର ଦିନ ପ୍ରଭୁ ଗଣେଶଙ୍କର ପୂଜା ଆରାଧନା କରିବାର ସଠିକ ଦିନ ହୋଇଥାଏ । ବୁଧବାର ଦିନ ଛୁରୀରେ କୌଣସି ଜିନିଷ କାଟିବା ଅନୁଚିତ ଓ ଛୁରୀରେ କଟା ଯାଇଥିବା ଖାଦ୍ଯ ଖାଇଲେ ଦୋଷ ଲାଗିଥାଏ ।

ଏ ଦୁନିଆରେ ସବୁ ଦୁଖ କଷ୍ଟ ଦୂର କରିବା ସହ ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଭୁ ଗଣେଶଙ୍କର ପୂଜା କରିବା ସର୍ବୋତ୍ତମ ମାନାଯାଏ । ପ୍ରଭୁ ଗଣେଶଙ୍କୁ ବିଘ୍ନକର୍ତ୍ତା ବୋଲି କୁହାଯାଏ ।

ଶାସ୍ତ୍ର ଅନୁସାରେ ପ୍ରଭୁ ଗଣେଶଙ୍କର ବ୍ରତ କରିଲେ ସବୁ ସମସ୍ୟାର ନିବାରଣ ହୋଇଥାଏ । ଶାସ୍ତ୍ର ଅନୁସାରେ ବୁଧବାର ଦିନ ବ୍ରତ କରିଥିବା ବ୍ୟକ୍ତି ତୁଳସୀ ଗଛର ଦର୍ଶନ କରିବା ଅଶୁଭ ହେବା ସହ ତୁଳସୀ ଗଛ ପାଖରେ ପ୍ରଭୁ ଗଣେଶଙ୍କର ମୂର୍ତ୍ତି ରଖିବା ଘୋର ପା-ପ ବୋଲି କୁହା ଯାଇଛି । ଏହା ଛଡା ବୁଧବାର ଦିନ ବ୍ରତ ଅକରିଥିଲେ ଆମିଷ ଓ ମ-ଦ୍ୟ-ପା-ନ ସେବନ କରିବା ଅନୁଚିତ ।

ଏହା ଛଡା ଏହି ଦିନ ଚନ୍ଦ୍ର ଦର୍ଶନ କରିବା ଅଶୁଭ ହୋଇଥାଏ । ଏହା ଦ୍ଵାରା ବୁଧ ଗ୍ରହ ଅଶୁଭ ହୋଇଥାଏ । ଶାସ୍ତ୍ର ଅନୁସାରେ ବୁଧବାର ଦିନ ଝାଡୁ ଛୁଇଁଲେ ମା ଲକ୍ଷ୍ମୀ ଙ୍କର ଅପମାନ ହୋଇଥାଏ ବୋଲି ମାନଯାଏ । ଶାସ୍ତ୍ରରେ କୁହା ଯାଇଛି ଝାଡୁ ମା ଲକ୍ଷ୍ମୀ ଙ୍କର ପ୍ରତୀକ ହୋଇଥାଏ । ଏହା ଛଡା ପ୍ରଭୁ ଗଣେଶଙ୍କର ବ୍ରତ କରିଥିଲେ ମା ଲକ୍ଷ୍ମୀ ଏଥିରେ ଲୀନ ହୋଇଥାନ୍ତି । ବୁଧବାର ଦିନ ଏମିତି କୌଣସି ଭୁଲ କରିବା ଅନୁଚିତ ଯାହା ଦ୍ଵାରା ପ୍ରଭୁ ଗଣେଶ ରୁଷ୍ଟ ହୋଇଥାନ୍ତି । ଏହା ଛଡା ଏହି ଦିନ କିନ୍ନର ମାନଙ୍କର ଅପମାନ କରିବା ଅନୁଚିତ ।

ବୁଧବାର ଦିନ ପାନର ସେବନ ଦ୍ଵାରା ଧନ ହାନି ହୋଇଥାଏ । ଏହା ଛଡା ବ୍ରତଧାରୀ ମାନେ ବୁଧବାର ଦିନ ନୂଆ ପୋଷାକ ବ ଜୋତା କ୍ରୟ କରିବା ବା ପିନ୍ଧିବା ଅନୁଚିତ । ଏହା ଛଡା କନ୍ୟା ମାନଙ୍କର ଅପମାନ କରିବା ଅନୁଚିତ । ଏହା ବ୍ଯତୀତ କେଶ ସହ ଜଡିତ କୌଣସି ଜିନିଷ କିଣିବା ଅନୁଚିତ । ଧନ ବୃଦ୍ଧି କରିବା ପାଇଁ ଗରିବ ଲୋକଙ୍କୁ ମୁଗର ଦାନ କରିବା ସହ କୌଣସି ସବୁଜ ଖାଦ୍ୟ ଜିନିଷ ଦାନ କରନ୍ତୁ । ଏହା ଛଡା ଗୁରୁଜନ ମାନଙ୍କୁ ଖଟା ମିଠା ଖାଇବାକୁ ଦିଅନ୍ତୁ । ବୁଧବାର ଦିନ ସବୁଜ ରଙ୍ଗର ଆସନ ଉପରେ ବସି ବୁଧ ଗ୍ରହର ମନ୍ତ୍ର ଜପ କରିବା ଉଚିତ । ବ୍ରତଧାରୀ ଏମାନେ ପାଖିଙ୍କୁ ଦାନା ଦେବା ସହ ହଳଦିଆ ବସ୍ତ୍ର ଧାରଣ କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *