Special Report: କେବେ ଥିଲେ ୱେଟର ବୟ କିନ୍ତୁ ଆଜି ହେଉଛନ୍ତି IPS ଅଫିସର, କିଛି ଏମିତି ଅଟେ Ansar Shaikhଙ୍କ ସଂଘର୍ଷର କାହାଣୀ 

ଆପଣ ମାନେ ଜାଣିଥିବେ ଯେ ଦୃଢ ଇଚ୍ଛାଶକ୍ତି ସଫଳତା ଆଣିଦିଏ । ଯଦି କୌଣସି ବ୍ୟକ୍ତି ଏହି କଥା ମନରେ ରଖି ଜୀବନରେ ଆଗକୁ ବଢିଥାଏ ତେବେ ଦିନେ ନା ଦିନେ ସଫଳତାର ଶୀର୍ଷ ରେ ପହଞ୍ଚି ଅପରିବ । ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ବ୍ୟକ୍ତି ଙ୍କ ବିଷୟରେ କହିବାକୁ ଯିଏ ନିଜ ଜୀବନରେ ଅନେକ ସଂଘର୍ଷ କରିଛନ୍ତି । ପିଲା ଦିନୁ ସେ ଦରିଦ୍ରତାରେ ରହି ଆଜିକା ଡେଟରେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ଏହି କାହାଣୀ ହେଉଛି ମହାରାଷ୍ଟ୍ର ଜଳାନା ଜିଲ୍ଲା ର ଏକ ଛୋଟ ଗାଁ ରେ ରହୁଥିବା ଅଂସାର ଅହମଦ ସେଖ ଙ୍କରଯିଏ ନିଜ ଜୀବନରେ ସଂଘର୍ଷ କରି ଆଜି ଆଇଏସ ଅଫିସର ହୋଇଛନ୍ତି ।

ସେ ୨୧ ବର୍ଷ ବୟସରେ UPS ପରୀକ୍ଷାରେ ୩୭୧ ରିୟାଙ୍କ ହାସଲ କରିଛନ୍ତି । ଅଂଶର ଙ୍କ ପିତା ଜଣେ ଅଟୋ ଡ୍ରାଇଭର ଓ ମା କ୍ଷେତରେ କାମ କରନ୍ତି । ତାଙ୍କ ପରିବାର ବହୁତ ଗରିବ ଥିଲା । ତାଙ୍କ ପିତାଙ୍କ ରୋଜଗାର କହିଲେ ଦିନକୁ ମାତ୍ର ୧୦୦ରୁ ୧୫୦ ଟଙ୍କା । ଅଂସାର ଙ୍କ ପାରିବାରିକ ସ୍ଥିତି ଏମିତି ଥିଲା ଯେ ତାଙ୍କୁ ପାଠ ଛାଡିବା ପାଇଁ ତାଙ୍କ ପରିବାର ଲୋକେ ବାଧ୍ୟ କରିଥିଲେ । ଏମିତି ଏକ ସମୟ ଆସିଥିଲା କି ତାଙ୍କ ପାଠ ପଢା ବନ୍ଦ କରିବା ପାଇଁ ତାଙ୍କ ବାପା ସ୍କୁଲରେ ପହଞ୍ଚି ଥିଲେ । ସ୍କୁଲ ରେ ଅଂସାରଙ୍କ ଶିକ୍ଷକ ତାଙ୍କ ବାପା ଙ୍କୁ ତାଙ୍କର ପାଠ ପଢା ନ ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଅନେକ କଷ୍ଟ ଓ ପରିଶ୍ରମ କରି ଅଂସାର ଦ୍ଵାଦଶ ଶ୍ରେଣୀ ଯାଏଁ ପାଠ ପଢିଥିଲେ । ସେ ଦ୍ଵାଦଶ ପରୀକ୍ଷା ରେ ୯୧% ମାର୍କ ହାସଲ କରିଥିଲେ । ଅଂସାରଙ୍କର ଏହି ସଫଲାତ ଦେଖି ତାଙ୍କ ପରିବାର ଲୋକେ ତାଙ୍କୁ ପାଠ ପଢିବା ପାଇଁ ଉଶ୍ଚାହ କରିଥିଲେ । ଏହା ପରେ ସେ ପୁନେ ର ଭର୍ଗୋସ୍ତନ କଲେଜ ରେ ରାଜନୀତି ବିଜ୍ଞାନରେ ଗ୍ରାଜ୍ୟୁସନ ଶେଷ କରିଥିଲେ । ଏହି ସମୟ ମଧ୍ୟ ରେ ସେ UPC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ତାଙ୍କର ଆର୍ଥିକ ସ୍ଥିତି ଠିକ ନ ଥିବାରୁ ସେ ନିଜର ପାଠ ପଢା ପାଇଁ ଏକ ହୋଟେଲରେ ୱେଟର ଭାବେ କାମ କରି ନିଜ ଖର୍ଚ୍ଚ ଉଠାଉଥିଲେ ।

ହୋଟେଲରେ ସେ ପାଣି ଦେବା ଠାରୁ ଆରମ୍ଭ କରି ତେବଳ ପୋଛା ମା-ରି-ବା ଯାଏଁ ସବୁ କାମ କରୁଥିଲେ । ଏହା ପରେ ତାଙ୍କର ପରିଶ୍ରମ ଆଗରେ ତାଙ୍କର ସବୁ କଷ୍ଟ ହାର ମାନିଥିଲା । ଏହା ପରେ ସେ ୨୦୧୫ରେ ପ୍ରଥମ ରେ UPC ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ । କାଲୀ ଯିଏ ୱେଟର ଥିଲା ଆଜି ସେ ଜଣେ IPS ଅଫିସର ହୋଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *