90 ବର୍ଷ ପର୍ଯ୍ୟନ୍ତ ଗଣ୍ଠି, ଆଣ୍ଠୁ ବ୍ୟଥା ଓ ବାତ ରୋଗ ଭଳି ସମସ୍ୟା ହବ ନାହିଁ, କେବଳ ଏହି ଦୁଇଟି ଜିନିଷକୁ ନିଜ ଡାଏଟରେ କରନ୍ତୁ ସାମିଲ

ଯଦି ଆପଣଙ୍କର ଶରୀରରେ ଯନ୍ତ୍ରଣା, କ୍ୟାଲସିୟମର ଅଭାବ, ହାଡ ଓ ଗଣ୍ଠି ଗୁଡିକରେ ବ୍ୟଥା, ମାଂସପେଶୀରେ ହେଉଥିବା ବ୍ୟଥାକୁ ଦୂର କରିବା ଚାହୁଁଛନ୍ତି ପାରିବେ କେବଳ ଏହି ଘରେଲୁ ଉପାୟ ଦ୍ଵାରା ତାହା କରି ପାରିବେ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । କହିଦେଉଛୁ କି ଶରୀରରେ ବ୍ୟଥା, ଗଣ୍ଠି ବ୍ୟଥା, ହାଡ ଗୁଡିକରେ କମଜୋରି ହେବା ପଛରେ ମୂଳ କାରଣ ହେଉଛି ଆପଣଙ୍କ ଶରୀରରେ କିଛି ପୋଷାକ ତତ୍ଵର ଅଭାବ ରହୁଛି ।

ଯେମିତି କି କ୍ୟାଲସିୟମ, ଭିଟାମିନ ଡ଼ି, ଆଇରନ, ମାଗ୍ନେସିୟମ ଓ ପୋଟାସିୟମର ଅଭାବ କାରଣରୁ ଏହା ହୋଇଥାଏ । ମୁଖ୍ୟ କାରଣ ହେଉଛି ଶରୀରରେ ପାଣିର ଅଭାବ । କାରଣ ପାଣିର ଅଭାବରେ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ । ତେବେ ଡାଏଟ ବିଷୟରେ ଜାଣିବା ଯଦି ଆପଣ ଏହାକୁ ରେଗୁଲାର ସେବନ କରୁଛନ୍ତି ତେବେ ଶରୀରରେ କ୍ୟାଲସିୟମ, ଭିଟାମିନ D, ଆଇରନ, ମାଗ୍ନେସିୟମ, ପୋଟାସିୟମ ଓ ଆଇରନର ଅଭାବ ପୁରା ହୋଇଯିବ ।

ପ୍ରଥମେ ନିଜ ଡାଏଟରେ କଦଳୀ ସାମିଲ କରନ୍ତୁ । ଏହା ଛଡା ସିଝା ଆଳୁ ବି ଖାଇ ପାରିବେ । ସପ୍ତାହକୁ ଦୁଇରୁ ତିନି ଦିନ ପାଳଙ୍ଗ ଶାଗ ବି ଖାଇ ପାରିବେ । କ୍ଷୀର ଓ କ୍ଷୀର ଦ୍ଵାରା ତିଆରି ଜିନିଷର ସେବନ କରି ପାରିବେ । ସବୁଦିନ ଖାଇବା ପରେ ଅଳ୍ପ ମାତ୍ରାରେ ଗୁଡ ଖାଆନ୍ତୁ । ଆପଣ ଡାଏଟରେ ବାଦାମ, ଆଲସୀ, ରାସୀ ଖାଇ ପାରିବେ । ଏହି ସବୁ ଜିନିଷରେ ଭରପୁର ମାତ୍ରାରେ ପୋଷାକ ତତ୍ଵ ଅଛି । ଗୋଟିଏ ଦିନରେ ଏହି ସବୁ ଜିନିଷ ଖାଆନ୍ତୁ ନାହିଁ ।

ଆମେ ଯେଉଁ ଘରୋଇ ଉପଚାର ବିଷୟରେ କହୁଛୁ ତାକୁ ସବୁଦିନ ସେବନ କରିବା ଦ୍ଵାରା ଶରୀରରେ କ୍ୟାଲସିୟମ, ଭିଟାମିନ D, ଆଇରନ, ମାଗ୍ନେସିୟମ, ପୋଟାସିୟମ ଓ ଆଇରନରର ଅଭାବ ପୁରା ହୋଇଯିବ । ସବୁଦିନ ସେବନ କରିବା ଦ୍ଵାରା ଗଣ୍ଠି ବ୍ୟଥା, ହାତ ଗୋଡରେ ବ୍ୟଥା, ମାଂସପେଶୀରେ ବ୍ୟଥା ଦୂର ହୋଇଯିବ ।

ଏହି ଘରୋଇ ଉପଚାର ପାଇଁ ଆପଣ ଆଲସୀ, ରାସୀକୁ ସମାନ ପରିମାଣରେ ଗ୍ୟାସରେ ୧ ରୁ ୨ ମିନିଟ ପର୍ଯ୍ୟନ୍ତ ଭାଜି ଏହାକୁ କୌଣସି ପବନ ପଶୁ ନ ଥିବା ଡବା ମଧ୍ୟରେ ରଖି ଦିଅନ୍ତୁ । ଏହି ମିଶ୍ରଣର ଦୁଇ ଚାମଚ ସକାଳ ଖାଇବା ସମୟରେ ଖାଇ ଦିଅନ୍ତୁ । ଏହା ଛଡା ଆପଣ ଆଲସୀ ଓ ରାସୀକୁ ଦହିରେ ମିଶ୍ରଣ କରି ସେବନ କରି ପାରିବେ । ସକାଳେ ନ ଖାଇ ପାରିଲେ ଆପଣ ଦ୍ଵିପହର ଖାଇବାର ୧ ରୁ ୨ ଘଣ୍ଟା ପରେ ଖାଇ ପାରିବେ । ଆପଣ ପିଲାମାନଙ୍କୁ ବି ଏହା ଦେଇ ପାରିବେ ଓ ଲଗାତାର ସେବନ ଦ୍ଵାରା କୌଣସି ବି ଅସୁବିଧା ହୋଇ ନ ଥାଏ ।

ଅନ୍ୟ ଏକ ଘରୋଇ ଉପଚାର ହେଉଛି ଅଧ ଚାମଚ ମେଥି ଓ ଏକ ଡାଲଚିନି ଖଣ୍ଡକୁ ରାତିରେ ପାଣିରେ ଦେଇ ରଖି ଦିଅନ୍ତୁ । ସକାଳେ ଖାଳିପେଟରେ ଆପଣ ମେଥି ଓ ଡାଲଚିନିକୁ ପାଣି ସହିତ ଚୋବାଇ ଚୋବାଇ ଖାଇ ଦିଅନ୍ତୁ । ଏହିଭଳି ଲଗାତାର ୧୫ ଦିନ ପର୍ଯ୍ୟନ୍ତ କାରଣରୁ । ଏହା ବାତ ରୋଗକୁ ସନ୍ତୁସଳିତ କରିଥାଏ । ରକ୍ତ ସଞ୍ଚଲାନ ଶରୀରରେ ସଠିକ ରୂପରେ କରିଥାଏ ।

Leave a Reply

Your email address will not be published. Required fields are marked *