କେବଳ 1 ମିନିଟ ରେ ଚାମଚ ଦ୍ଵାରା ଏମିତି ଟେଷ୍ଟ କରି ଜାଣନ୍ତୁ ଆପଣଙ୍କୁ କୌଣସି ରୋଗ ନାହିଁ ତ ?

ଆଜିକାଲି ଦୁନିଆରେ ଜୀବନ ଶୈଳୀର ପରିବର୍ତ୍ତନ ଯୋଗୁ ଅନେକ ରୋଗର ଶିକାର ହେଉଛନ୍ତି ଲୋକ ମାନେ । ଏହି ରୋଗର ପତ୍ତା ଲଗାଇବ ପାଇଁ ଲୋକ ମାନେ ମହଙ୍ଗା ଟେଷ୍ଟ କରିଥାନ୍ତି । କିଛି ଲୋକ ଏମାନେ ଟେଷ୍ଟ କରି ରୋଗର ଚିକିତ୍ସା କରାଇଥାନ୍ତି । କିନ୍ତୁ ଆଉ କିଛି ଲୋକ ମାନେ ପଇସା ଅଭାବରୁ ଟେଷ୍ଟ ନ କରାଇ ସରକାରୀ ହସପିଟାଲର ଚକର ଲଗାଇଥାନ୍ତି । କିଛି ଲୋକ ମାନେ ବ୍ୟସ୍ତ ଥିବାରୁ ଟେଷ୍ଟ କରାଇ ପାରନ୍ତି ନାହି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ମାନେ ନିଜ ଶରୀରର ମୁଖ୍ୟ ଅଙ୍ଗରେ ଯେଉଁ ରୋଗ ହୋଇଥିବ ତାହା ଜାଣି ପାରିବେ । ସାଧାରଣତ ଚାମଚ ଆମେ ଖାଇବା ସମୟରେ ବ୍ୟବହାର କରିଥାଉ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଚାମଚ ଦ୍ଵାରା କିପରି କୌଣସି ରୋଗର ଯାଞ୍ଚ କରାଯାଇ ପାରିବ ତାହା କହିବାକୁ ଯାଉଛୁ । ଏକ ରିସର୍ଚରୁ ଜଣା ପଡିଛି ଯେ ଚାମଚ ଟେଷ୍ଟ କରା ଯାଇଛି ।

ଏହି ଭିଡିଓ ରେ ଯେପରି ଭାବେ ଚାମଚ ଜିଭରେ ଲଗା ଯାଇଛି ତାହା କରିବା ଦ୍ଵାରା କିଛି ରୋଗର ପତ୍ତା ଲଗାଯାଇ ପାରିବ ଯାହା ବର୍ତ୍ତମାନ ବହୁଳ ମାତ୍ରା ରେ ପ୍ରଚଳିତ ହେଉଛି । ଏହି ଟେଷ୍ଟ କେବଳ ସକାଳେ ଉଠିବା କରିବା ଉଚିତ । ଏମିତି କି ଏହି ଟେଷ୍ଟ କରିବା ପୂର୍ବରୁ ପାଣିର ସେବନ କରିବା ମଧ୍ୟ ଅନୁଚିତ ଅଟେ । ପ୍ରଥମେ ଆପଣ ଏକ ଚାମଚ ନେଇ ତାହାର ଅଗ୍ର ଭାଗକୁ ଜିଭରେ ଲଗାନ୍ତୁ । ଏପରି ସେତେ ସମୟ ଯାଏଁ କରନ୍ତୁ ଯେଉଁ ଯାଏଁ ଆପଣଙ୍କ ଜିଭ ନାଲି ନ ହୋଇଛି । ଏହା ପରେ ଏହି ଚାମଚକୁ ଏକ ଧଳା ପଲିଥିନରେ ରଖନ୍ତୁ ।

ଏହା ପରେ ପଲିଥିନ ରେ ଥିବା ଚାମଚ କୁ ଆପଣ ସୂର୍ଯ୍ୟ କିରଣରେ ରଖନ୍ତୁ । ଏହାର ୧ ମିନିଟ ପରେ ଆପଣ ଏହାକୁ ଚେକ କରନ୍ତୁ । ଭୁଲରେ ବି ଆପଣ ଚାମଚର ଅଗ୍ର ଭାଗ କୁ ହାତ ମାରନ୍ତୁ ନାହି । ଯଦି ଆପଣଙ୍କୁ ଚାମଚ ରୁ କୌଣସି ସ୍ମେଲ ବା ଦାଗ ନ ଦେଖାଯାଏ ତେବେ ଆପଣଙ୍କ ଶରୀରର ଅନ୍ତ ଭାଗ ଠିକ ଅଛି ବୋଲି ଜଣା ପଡିବ । ଯଦି ଚାମଚ ରୁ ମିଠା ଭଳି ଗନ୍ଧ ହେଉଥାଏ ତେବେ ଆପଣଙ୍କୁ ଡାଇବେଟିସ ଭଳି ସମସ୍ଯା ହୋଇପାରେ । ଯଦି ଏଥୁରି ଦୁର୍ଗନ୍ଧ ଆସୁଥାଏ ତେବେ ଏହା କିଦନି ସମସ୍ଯା ହୋଇପାରେ ।

ଯଦି ଚାମଚରେ ହଳଦିଆ ରଙ୍ଗ ହୋଇଥାଏ ତେବେ ଏହା ଥାଇରଦ ସମସ୍ଯା ହୋଇପାରେ । ଯଦି ଚାମଚରେ ଧଳା ଦାଗ ରହିଥାଏ ତେବେ ଶରୀରରେ ଇନଫେକସନ ହେବାର ସଙ୍କେତ ମିଳିଥାଏ । ଯଦି ଚାମଚରେ ବାଇଗଣି ରଙ୍ଗର ଦାଗ ରହିଥାଏ ତେବେ ହାଇ କୋଲେଷ୍ଟର ହୋଇପାରେ । ଚାମଚ ଦ୍ଵାରା ଟେଷ୍ଟ କରିବା ଦ୍ଵାରା ଆପଣ ମାନେ ଜାଣି ପାରିବେ ଆପଣଙ୍କ ସ୍ୱାସ୍ଥ୍ୟ ଠିକ ନାହି । ଏହା ପରେ ଆପଣ ମାନେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *