IAS ଇଣ୍ଟରବିୟୁରେ ପଚରା ଯାଇଥିବା ପ୍ରଶ୍ନ – ଯଦି ଆପଣ କାହା ସହ ବାଣ୍ଟି ଦେବେ ତେବେ ତାହା ଆପଣଙ୍କ ପାଖରେ ରହିବ ନାହିଁ ତାହା କଣ ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଜଣେ ବ୍ୟକ୍ତି ହାତ ପାଣିରେ ଧୋଇଲା କିନ୍ତୁ ତାରା ହାତ ଓଦା ହେଲା ନାହି କୁହ କେମିତି ?

ଉତ୍ତର- ନେଦରଲ୍ୟାଣ୍ଡ

୨- ଯଦି ଆପଣ ନିଜ କପିରେ ଗୋଟେ ଲାଇନ ଟାଣିଛନ୍ତି ତେବେ ତାକୁ ନ ଲିଭାଇ କେମିତି ଛୋଟ କରିବେ ?

ଉତ୍ତର- ତାର ସମାନ ବଡ ଲାଇନ ଟାଣି

୩- ଗୋଟେ କମ୍ପୁଟର ଉପରେ ବମ ରହିଛି ସେଠାରେ ପ୍ରିଣ୍ଟର, ମାଉସ ଓ କିବୋର୍ଡ ରହିଛି ତେବେ ବିସ୍ଫୋରଣ ହେବା ସମୟରେ ପ୍ରଥମେ କଣ ଫୁଟିବ ?

ଉତ୍ତର- ବମ

୪- ଏମିତି ଗୋଟିଏ ଜିନିଷର ନାମ କଣ ଯାହା ଯେତେ ଖାଇଲେ ବି ପେଟ ପୁରେ ନାହି ?

ଉତ୍ତର- ବଚନ

୫- ଚିପ୍ସର ପ୍ଯାକେଟରେ କେଉଁ ଗ୍ଯାସ ରହିଛି ଯାହା ପାଇଁ କଡକ ରହିଥାଏ ?

ଉତ୍ତର- ନାଇଟ୍ରୋଜେନ

୬- ଦୁନିଆର ସବୁଠାରୁ ବଡ ମେଳାର ନାମ କେଉଁଠାରେ ହୋଇଥାଏ ?

ଉତ୍ତର- କୁମ୍ଭ ମେଳା

୮- ଏମିତି କେଉ ପକ୍ଷୀ ଅଛି ଯିଏ ପୋଷ୍ଟମ୍ୟାନ ଭଳି କାମ କରିଥାଏ ?

ଉତ୍ତର- ପାରା

୯- ଏମିତି କେଉଁ ଜୀବ ଯିଏ ବିପଦ ଆସିବା ଜାଣି ନିଜ ଛୁଆକୁ ପେଟରେ ଲୁଚାଇ ଦିଏ ?

ଉତ୍ତର- କଙ୍ଗାରୁ

୧୦- କେଉଁ ଦେଶର ଲୋକେ ବରଫ ଘରେ ରହିଥାନ୍ତି ?

ଉତ୍ତର- ଧୃବ ପ୍ରଦେଶ

୧୧- ବିଶ୍ଵର କେଉଁ ଦେଶରେ ଗୋଟିଏ ବି ବ୍ଯାଙ୍କ ନାହି ?

ଉତ୍ତର- ଶିଲ୍ୟାଣ୍ଡ

୧୨- କେଉଁ ଜୀବର ଦାନ୍ତ ଜୀବନରେ ବଢିବାରେ ଲାଗିଥାଏ ?

ଉତ୍ତର- ଠେକୁଆ

୧୩- ସବୁଠାରୁ ବଡ ଆଖି କେଉଁ ସ୍ତନଧାରି ଜୀବ ରହିଛି ?

ଉତ୍ତର- ହରିଣ

୧୪- ତାସର ଆବିଷ୍କାର କେଉଁ ଦେଶରେ ପ୍ରଥମେ ହୋଇଥିଲା ?

ଉତ୍ତର- ଚୀନ

୧୫- ଏମିତି କେଉଁ ଜିନିଷ ଅଛି ଯାହା ଖରାରେ ଶୁଖିପାରେ ନାହି ?

ଉତ୍ତର- ଝାଳ

୧୬- କେଉଁ ଦେଶର ଲୋକେ ଅଧିକ କୁକୁଡା ମାଂସ ଖାଇଥାନ୍ତି ?

ଉତ୍ତର- ଭାରତ

୧୭- ଭାରତର ସବୁଠାରୁ ଧନୀ ରାଜ୍ୟର ନାମ କଣ ?

ଉତ୍ତର- ମହାରାଷ୍ଟ୍ର

୧୮- କେଉଁ ଦେଶର ଯାହାର ଲୋକଙ୍କ ନାମ ABCD ଅଟେ ?

ଉତ୍ତର- ଆମେରିକା

୧୯- କେଉଁ ଗଛ ଗୋଟିଏ ଦିନରେ ପ୍ରାୟତ ୩ଫୁଟ ବଢିଥାଏ ?

ଉତ୍ତର- ବାଂଶ

୨୦- ସବୁଠାରୁ ଅଧିକ କାର କେଉଁ ଦେଶରେ ତିଆରି ହୋଇଥାଏ ?

ଉତ୍ତର- ଜାପାନ

୨୧- ଦୁନିଆର ସବୁଠାରୁ ଅଳସୁଆ ଦେଶର ନାମ କଣ ?

ଉତ୍ତର- ଇଣ୍ଡୋନେଶିୟା

୨୨- ଦୁନିଆର କେଉଁ ଦେଶରେ ଭଗବାନ ରାମଚନ୍ଦ୍ରଙ୍କ ନୋଟ ପ୍ରଚଳିତ ହେଉଛି ?

ଉତ୍ତର- ନେଦରଲ୍ୟାଣ୍ଡ

୨୩- ଯଦି ଆପଣ କାହା ସହ ବାଣ୍ଟି ଦେବେ ତେବେ ତାହା ଆପଣଙ୍କ ପାଖରେ ରହିବ ନାହି ତାହା କଣ ?

ଉତ୍ତର- ନିଜର ରହସ୍ୟ

୨୪- ଯଦି ଆପଣଙ୍କ ଡାକ୍ତର ଆପଣଙ୍କୁ କୁହନ୍ତି ଯେ ଏହି ବଟିକା ପ୍ରତି ଅଧ ଘଣ୍ଟାରେ ଥରେ ଖାଇବାକୁ ପଡିବ ତେବେ ବଟିକା କେବେ ସରିଯିବ ?

ଉତ୍ତର- ଅଧା ଘଣ୍ଟାରେ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *