ଆଜି ଚନ୍ଦ୍ରଗ୍ରହଣ 5ଟି ରାଶିରେ ହେବେ ଧନର ବର୍ଷା, ଗର୍ଭବତୀ ମାନେ ରୁହନ୍ତୁ ସତର୍କ

ଆସନ୍ତା ମେ ୧୬ ତାରିଖରେ ୨୦୨୨ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଏହି ଗ୍ରହଣ ବୈଶାଖ ପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଛି ଯାହା ଦ୍ଵାରା ବଧ ଘଟଣା ଘଟିବାକୁ ଯାଉଛି । ଏହି ଗ୍ରହଣ ବହୁତ ଭଯଙ୍କର ରହିବ । କାରଣ ଏହା ବହୁତ ଲମ୍ବା ଗ୍ରହଣ ରହିବ । ଏହାର ପ୍ରଭାବ କିଛି ରାଶି ମାନଙ୍କ ଉପରେ ପଡିବାକୁ ଯାଉଛି ଯେଉଁ ଏମାନେ ଭାଗ୍ୟଶାଳୀ ହେବେ । ତେବେ ଆଜି ଆମେ ଆପଣଙ୍କୁ ଗ୍ରହଣର ସୁତଳ କାଳ କେବେ ରହିବ ଓ କେଉଁ ରାଶି ଭାଗ୍ୟଶାଳୀ ହେବେ ସେହି ବିଷୟରେ କହିବାକୁ ଯାଉଛୁ ।

ଚଳିତ ବର୍ଷ ଚନ୍ଦ୍ରଗ୍ରହଣର ଲାଗିବାର ସମୟ ହେଉଛି ୭ଟା ୫୮ ମିନିଟରେ ଆରମ୍ଭ ହୋଇ ଦ୍ଵିପହର ୧୧ଟା ୨୫ ମିନିଟରେ ଶେଷ ହେବ । ଏହି ଗ୍ରହଣ ପୁରା ୩ଘଣ୍ଟା ୨୭ ମିନିଟ ଯାଏଁ ରହିବ । ଏହାର ସୁତଳ କାଳ ଗ୍ରହଣ ଲାଗିବାର ଠିକ ୯ ଘଣ୍ଟା ପୂର୍ବରୁ ହୋଇଯିବ । ଗ୍ରହଣ ସମୟରେ ଗର୍ଭବତୀ ମାନେ ସାବଧାନ ରହିବା ଉଚିତ । ଏହି ସମୟରେ ବୃଦ୍ଧ ବ୍ୟକ୍ତି, ପିଲା ରୋଗୀଙ୍କୁ ଛାଡି ଅନ୍ୟ କେହି ଭୋଜନ କରିବା ଅନୁଚିତ । ଗର୍ଭବତୀ ମହିଳା କିଛି କଟା କଟି କରିବା ବା ଶୋଇବା ଅନୁଚିତ । ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛି –

ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଅନେକ ସାରା ଖୁସି ର ଆଗମନ ହେବାକୁ ଯାଉଛି । ଧନର ବୃଦ୍ଧି ହେବ । ଯଦି ଆପଣ ଧନ ନିବେଶ କରିବାକୁ ଚାହୁଞ୍ଚନ୍ତି ତେବେ ସଫଳ ହେବେ । ଲୋକପ୍ରିୟତା ବଢିବ । ସମାଜରେ ମାନ ସମାନ ବୃଦ୍ଧି ହେବ ।

କୁମ୍ଭ ରାଶି : ଏହି ଚନ୍ଦ୍ରଗ୍ରହଣ ଆପଣଙ୍କ ପାଇଁ ଶୁଭ ରହିବ । ଆପଣ ବେପାର କ୍ଷେତ୍ର ରେ ଲାଭବାନ ହେବେ । ଧନ ଦୌଲତ ପ୍ରାପ୍ତି ହେବ । ଅନେକ ପରକାର ଶୁଭ କାମ କରିବେ । ଆପଣଙ୍କର ଚେଷ୍ଟା ସଫଳ ହେବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ ।

ସିଂହ ରାଶି : ଏହି ଗ୍ରହଣ ଆପଣଙ୍କ ପାଇଁ ଖୁବ ଭଲ ରହିବ । ଶୁଭ ସମୟର ଆରମ୍ଭ ହେବା ସହ ଭାଗ୍ୟ ଉଦୟର ହେବ । ଆପଣଙ୍କର ନୂଆ ଯୋଜନା ହେବ । ଚାକିରି କ୍ଷେତ୍ରରେ ଭଲ ଲାଭ ପାଇବେ । ପ୍ରମୋଶନ ହେବାର ସମ୍ଭାବନା ରହିଛି । ସମାଜରେ ମାନ ସମାନ ବୃଦ୍ଧି ହେବ ।

ମିଥୁନ ରାଶି : ଏହି ଗ୍ରହଣ ଆପଣଙ୍କ ପାଇଁ ବହୁତ ଭଲ ରହିବା ସହ ଧନ ଲାଭ ହେବ । ଆପଣ ବହୁତ ଦିନରୁ ଅପେକ୍ଷା କରିଥିବା କାମରେ ସଫଳତା ପାଇବେ । ଟଙ୍କା ପଇସାର ଅଭାବ ହେବ ନାହି । ଭାଗ୍ୟର ସହଯୋଗ ପ୍ରାପ୍ତ ହେବ ।

କନ୍ୟା ରାଶି : ଲମ୍ବା ସମୟ ଧରି ଯେଉଁ ଅସୁବିଧା ଥିଲା ତାହା ଦୂର ହେବ । ଆପଣଙ୍କର ରାଜଯୋଗର ସମାନ ଆସୁଛି । ଅଚାନକ ଧନ ଲାଭ ହେବ । ନୂଆ ଅବସର ମିଳିପାରେ । ଏହି ଯୋଗ କାରଣରୁ ନୂଆ ଲୋକଙ୍କ ସହ ଭେଟ କରିବେ । ବେପାରୀ ମାନେ ଲାଭବାନ ହେବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *