ପୋଷ୍ଟାଲର ଦମଦାର Scheme ! ଏହି ସ୍କୀମରେ ଟଙ୍କା ରଖିଲେ ହୋଇଯିବ ଡବଲ, ଦେଖନ୍ତୁ କିପରି ?

ଆମେ ଆମ ପାରିଶ୍ରମିକ କୁ ଏକ ଜାଗାରେ ରଖିବା ପାଇଁ ଭଲ ପାଇ ଥାଉ । ମାତ୍ର ଆମେ ଏହାକାଉ ନିଜ ଆଗାମୀ ଦିନ ପାଇଁ ର୍କାହିବା ପାଇଁ ସୁଯୋଗ ଖୋଜୁ ଥାଉ । ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯାହା ଭି କରୁ କିମ୍ବା ଆମେ ଯାହାଭି କରିବା ପାଇଁ ଚାହୁଁ ତାହା ଆମକୁ ଖୁବ ଭଲ ପରିଣାମ ଆଣି ଦେଇ ଥାଏ । ଆମେ ଆଜି କହିବା କି ଆମ ପଇସା କେଉଁ ଜାଗାରେ ରହିଲେ ସୁରକ୍ଷିତ ଭାବେ ରହିବ ।

ଏହା କେଉଁ ଜାଗାରେ ଅଧିକ ଶୁଦ୍ଧ ହୋଇକି ଆମ ପାଖକୁ ଆସି ଜୀବ । ତେବେ ଏହି ଭଳି ଏକ ଘରୋଇ କମ୍ପାନୀ ଆମେବ ଅଛନ୍ତି ଯେଉଁ ମାନେ ଟଙ୍କା କୁ ଖୁବ ଅଧିକା କରିକି ଦେବା ର ଦାବି କରୁଛନ୍ତି କିନ୍ତୁ ଏହା ଏପାଇଁ ଅନେକ ପ୍ରକାର ନିୟମ ଅଛି ।

ବ୍ଯାଙ୍କ ଯଦି ଆମେ ଯାଉଛେ ତେବେ ଆମେ ବହୁତ ଲାମ୍ବା ଲାଇନ ରେ ଠିଆ ଆହେବା ପାଇଁ ବାଧ୍ୟ ହେଉଛେ ଏହାର କାରଣ ହେଉଛି କି ଆମେ ଏକ ଲୋକ ନୁହେଁ ଯାହାର କାମ ଅଛି ଏହା ପାଇଁ ଅନେକ ଲୋକମାନ ଆଗରୁ ଠିଆ ହୋଇ ଥାନ୍ତି ।

ତେବେ ଆମମେ ଆଜି ଆଉ ଏକ ଜାଗା କଥା କହିବା କି ଯେଉଁ ଜାଗାରେ ଆମେ ପଇସା ରଖିବା ପାଇଁ ଯିବା ତ ଆମେ ଆମ ପଇସା କୁ ସୁରକ୍ଷିତ ଭାବେ ପାଇବା ଓ ଏହା ସହ ଆମ ପଇସା ଆମକୁ ଅଧିକା ହୋଇକି ମିଳିବ । ଏହି ଭଳି କିଛି ସୁବିଧା ଦେଉଛି ଡାକ ବିଭାଗ ଆମ ଦେଶର ।

ଚିନ୍ତା ନାଇକି ସମସ୍ଯା ଭି ନାଇ ଟଙ୍କା ଡବଲ ହୋଇକି ଆପଣ ପାଇବେ । ଏହାକୁ ଆପଣ ଟାଇମ ଡିପୋଜିଟ ସ୍କିମ ରେ ଏହାକୁ କରି ପାରିବେ । ଏହାକୁ 1 ବର୍ଷ ଏଫଡ଼ି ଆକାଉଣ୍ଟ ରେ 505 ପ୍ରତିଶତ ସୁଧ ହାର ରେ ପାଇବେ । ଏହା ସହ 1 ବର୍ଷ ଓ ତିନି ବର୍ଷ ର ସୁଧ ପାଇ ଥାଉ । 5 ବର୍ଷର ସେଭିଙ୍ଗ ଏଫଡ଼ି ରେ 6.7 ପ୍ରତିଶତ ସୁଧ ମିଳିଥାଏ ଏହି ଜାଗାରେ ।

ଏହାକୁ ବର୍ଷିକ ଆଧାର ରେ କରା ଯାଇ ଥାଏ ମାତ୍ର ଆକଳନ ତ୍ରାୟମାସିକ ଆଧାରରେ ସୁଧା ହିସାବ କରା ଯାଇଥାଏ । ଯଦି କେହି 1 ଲକ୍ଷ ଟଙ୍କାକୁ ସେଭିଙ୍ଗ ଅକରିବ ତେବେ ସେ 6.7 ସୁଧ ହିସାବରେ ବାର୍ଷିକ ସେ 1 ଲକ୍ଷ 39 ହଜାର 4 ସହ 7 ଟଙ୍କା ର ମାଲିକ ହୋଇ ପାରେ 5 ବର୍ଷ ପରେ । ଏହା ଆପଣ ଟାଇମ ଡିପୋଜିଟ କରିବେ ।

ଏହା ଡବଲ ହେବ ପାଇଁ 10.74 ବର୍ଷ ଅର୍ଥାତ 129 ମାସ ର ସମୟ ଲାଗିବ । 3 ଜଣ ଯାଏଣ୍ଟ ଆକାଉଣ୍ଟ ଖୋଲି ପାରିବେ । ଏହା ସହ ଆପଣ ଏକା ଚାହିଁ ଲେ ମଧ୍ୟ ଏହାକୁ ଖୋଲି ପାରିବେ । ଛୋଟ ପିଲା ଙ୍କ ପାଇଁ ମାତା ପିତା ଙ୍କ ସହ ମିଶାଇକି ଆକାଉଣ୍ଟ ଖୋଲା ଯାଇ ପାରିବ ।

Leave a Reply

Your email address will not be published. Required fields are marked *