ଦେଖନ୍ତୁ ମୃତ୍ୟୁ ପରେ ନିଜ ପରିବାର ପାଇଁ କେତେ ସମ୍ପତ୍ତି ଛାଡିଗଲେ Andrew Symonds

9 ଜୁନ 1957 ରେ ବନକାମ ରେ ଜନ୍ମ ନେଇ ଥିବା ସେମୋଣ୍ଡ ଙ୍କୁ ଇଂଲାଣ୍ଡ କିମ୍ବା ଅଷ୍ଟ୍ରେଲିଆ ମଧ୍ୟରୁ କେଉଁ ଏକ ଟିମ କୁ ବାଛିବା ପାଇଁ ଅନୁମତି ଥିଲା କିନ୍ତୁ ସେ ଅଷ୍ଟ୍ରେଲିଆ କୁ ବାଛି ଥିଲେ ହାର କାରଣ ଜାଣିଲେ ଆପଣ ଭି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ସେ ଯଦି ଇଂଲାଣ୍ଡ ରେ ଥିବା ଟିମ ରେ ରହି ଥାନ୍ତି ତେବେ ସେ ମଦ ପି ପାରି ନଥାନ୍ତେ କିନ୍ତୁ ସେ ଅଷ୍ଟ୍ରେଲିଆ ରେ ମିଶିଗଲେ । ମଦ ଇଂଲାଣ୍ଡ ରେ ମନ ଇଚ୍ଛା ପି ପାରିବେନି କିନ୍ତୁ ଅଷ୍ଟ୍ରେଲିଆ ରେ ଏହା ପିଇବା ସାଧାରଣ କଥା ।

ଆଜି ଏହି ମଦ ପାଇଁ ତାଙ୍କ ଜୀବନ ଚାଲି ଗଲା । ସାଇମଣ୍ଡ ଯିଏ ବ୍ୟାଟିଂ ଅଲରାଉଣ୍ଡର ଭାବରେ ସମସ୍ତ ତିନୋଟି ଫର୍ମାଟ୍ ଖେଳିଥିଲେ । ସେ ଦୁଇଟି ବିଶ୍ୱକପ ବିଜେତା ସ୍କ୍ବାଡର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ । ତାଙ୍କ ପରିବାର ଜୀବନରେ ଧ୍ୟାନ ଦେବା ପାଇଁ ସାଇମଣ୍ଡସ୍ ଶେଷରେ ଫେବୃଆରୀ 2012 ରେ ସମସ୍ତ ପ୍ରକାର କ୍ରିକେଟ୍ ରୁ ଅବସର ନେଇଥିଲେ । ତାଙ୍କ ପରିବାର ବିଷୟରେ କହିବା ତ ଯେବେ ସେ ମାତ୍ର 3 ମାସର ହୋଇଥିଲେ ତାଙ୍କୁ କେନ୍ ଏବଂ ବାର୍ବାରା ସାଇମଣ୍ଡ୍ସ ଗୋଦ ନେଇଥିଲେ ଏବଂ ଯେବେ ସେ ଛୋଟ ଥିଲେ ସେବେଠୁ ହିଁ ସେମାନେ ଅଷ୍ଟ୍ରେଲିଆ ପଳାଇଥିଲେ ।

ବର୍ତ୍ତମାନ ସାଇମଣ୍ଡ୍ସଙ୍କ ପରିବାରରେ ତାଙ୍କର ସ୍ତ୍ରୀ ଓ ଗୋଟେ ପୁଅ ଓ ଗୋଟେ ଝିଅ ମଧ୍ୟ ଅଛନ୍ତି । ତେବେ ମୃତ୍ୟୁ ପୂର୍ବରୁ ସେ ନିଜ ପରିବାର ପାଇଁ ଅନେକ କିଛି ଛାଡି ଯାଇଛନ୍ତି । ତେବେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୪୦କୋଟି ଟଙ୍କା । ଏମିତି କି ସେ ଯେଉଁ କାର ରେ ବସି ଥିଲେ ତାର ଦାମ ମଧ୍ୟ 3 କୋଟି ଟଙ୍କା ଅଟେ ।

ମଦ ପିଇକି ଗାଡି ଚଳଉ ଥିବା ସମୟରେ ଏକ ବଡ ଗାଡି ସହ ଧକ୍କା ହୋଇ ୪୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ପାଇବା ପରେ ତାଙ୍କର ପତ୍ନୀ ଓ ସାରା କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । ନିଜର ହସ ଖୁସିର ପରିବାରକୁ ଆଜି ସେ ନିଜେ ଦୁଃଖର ସାଗରରେ ଭସାଇ ଦେଇ ଚାଲି ଯାଇଛନ୍ତି । ତେବେ ଏହା କେବଳ ସେ ଡ୍ରିଂକ୍ସ କରି ଗାଡି ଚଳଉଥିବାରୁ ହୋଇଛି ସେଥିପାଇଁ ମଦ କିମ୍ବା ଖରାପ ଅଭ୍ଯାସ ଆମକୁ ଯେତେ ଭଲ ଲାଗିଲେ ମଧ୍ୟ ଆମେ ଏହା ଠାରୁ ସବୁ ବେଳେ ଦୂରେଇ ରହିବା ଭଲ ହୋଇଥାଏ ।

ଯଦି ଆମେ ଦେଖିବା ଏହା ଆମ ଭାରତ ରେ ମଧ୍ୟ ରେ ଅନେକ ଜାଗାରେ ହୋଇ ଥାଏ । ଅନେକ ଜଣ ନିଜର ଏହି ଖରାପ ଅଭ୍ଯାସ ପାଇଁ ସବୁ ବେଳେ ମୃତ୍ୟୁ କୁ ବହୁତ ନିକଟରୁ ଦେଖି ଥାନ୍ତି । ଯେଉଁ ମାନଙ୍କ ଭାଗ୍ୟ ଅଧିକା ଭଲ ଥାଏ ସେମାନେ କେବଳ ବଞ୍ଚି ପାରି ଥାନ୍ତି । ଯଦି ଦେଖିବା ପାଈଁ ଯିବା ତ ପିଇକି ଗାଡି ଚଳାଇବା ଅଷ୍ଟ୍ରେଲିଆ ରେ ଏହା ଏକ ସାଧାରଣ କଥା ।

ମାତ୍ର ଅଧିକା ପିଇକି ଗାଡି ଚଳାଇବା ଭଲ କଥା ନୁହେଁ । ତେବେ ସାଇମଣ୍ଡ୍ସ ଙ୍କ ଘର ଲୋକମାନେ ଓ ଫ୍ୟାନ୍ସ ମାନେ ଏହାକୁ ଶୁଣିବା ପରେ ଖୁବ ମର୍ମାହତ ହୋଇ ଛନ୍ତି ଆମ ଖେଳ ଜଗତର ଏକ ବଡ ଓ ପ୍ରତିଭାଶାଳୀ ତାରକା କୁ ଆମେ ହରାଇ ଦେଇଛୁ ।

Leave a Reply

Your email address will not be published. Required fields are marked *