ସାବିତ୍ରୀବ୍ରତ ଦିନ କରନ୍ତୁ ନାହିଁ ଏହି 5ଟି ଭୁଲ, ସ୍ଵାମୀଙ୍କ ଜୀବନ ଉପରେ ଆସି ପାରେ ବିପଦ

ସାବିତ୍ରୀବ୍ରତ ର ମାନେ ଜାଣି ଥିବେ ସଭିଏଁ । ଏହାର ମାନେ ଆମେ ପିଲା ବେଳୁ ଜାଣିଛୁ ଏହାକୁ ଆମେ ପିଲା ବେଳୁ ଦେଖିବା ପାଇଁ ପାଇଛୁ କି ମହିଳା ମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ଏହାକୁ ରଖି ଥାନ୍ତି । ଏହାକୁ କରିବା ଦ୍ଵାରା ତାଙ୍କର ସ୍ବାମୀର ବୟଶ ଆଗକୁ ଜୀବ । ଏହା ଆମେ ଜାଣିବା ପାଇଁ ପାଇଛୁ । ତେବେ ଏହି ଦିନ କଣ କରିବା ଦରକାର । ଆମେ ଆଜି ଆପଣଙ୍କୁ କହିବାକି କେଉଁ କେଉଁ କାମ କରିବା ଦରକାର ଓ କେଉଁ କେଉଁ କାମ କରିବା କଥା ନୁହେଁ ।

ସାବିତ୍ରୀ ନିଜ ସ୍ଵାମୀ ଙ୍କୁ ଯମଙ୍କ ପାଖରୁ ଫେରାଇ ଆଣିଥିଲେ ତେଣୁ ଏହି ଦିନ ସାବିତ୍ରୀ ଉପବାସ ଦିନ ମା ସାବିତ୍ରୀ ଙ୍କ ପୂଜା କରିବା ସହ ଯମଙ୍କ ପୂଜା ମଧ୍ୟ କରିଥାନ୍ତି । ଏହି ବ୍ରତ କରିବା ଦ୍ଵାରା ସଔଭାଗ୍ଯ ବତୀ ହୋଇ ଥାନ୍ତି । ଏହି ଦିନ ଫୁଲ ଫଳ ମୂଳ ଧରି ଏମାନେ ପୂଜା କରିବା ପାଇଁ ଯାଇ ଥାନ୍ତି ।

ଏହି ଦିନ ମହିଳା ମାନେ ଫୁଲ ଫଳ କିଛି ଭିନ୍ନ ଭିନ୍ନ ପ୍ରକାରର ଏହା ସହ ଅଳତା, ସିନ୍ଦୁର, ମେହେନ୍ଦି, ଟିକିଲି, ଚୁଡି ଆଦି ସବୁଙ୍କୁ ପୂଜା କରା ଯାଇ ଥାଏ । ଏହି ଦିନ ମହିଳା ମାନେ ନିଜ କୁ ସକାଳଉ ଉଠାଇ ନିଜର ନିତ୍ୟ କର୍ମ ସାରିବା ପରେ ନୂଆ ବସ୍ତ୍ର ପିନ୍ଧିକି ନୂଆ ବସ୍ତ୍ର କିମ୍ବା ଲୁଗା ନେଇକି ପାଖରେ ଥିବା ମନ୍ଦିର କୁ ପୂଜା କରିବା ପାଇଁ ଯାଇଥାନ୍ତି ।

ଏହି ପୂଜାରେ ଅନେକ ଫଳ ବ୍ୟବହାର କରାଯାଇ ଥାଏ । ଏହି ସବୁ ପୂଜା ସାମଗ୍ରୀ ଏକ ବିବାହିତା ନାରୀର ପାଇଁ ଖୁବ ଆବଶ୍ୟକ ହୋଇ ଥାଏ କାରଣ ହେଉଛି କି ସେ ଏହାକୁ ଧାରଣ କରିବା ପରେ ଏକ ସଧବା ନାରୀ ହୋଇ ଥାଏ । ଏହି ପୂଜା ଅବିବାହିତ ମହିଳା ମାନେ କରି ପାରିବେନି । ଯେଉଁ ସମୟରେ ଶାଶୁ ଘରକୁ ଯାଇ ଥାଏ ସେ ଲାଲ ରଙ୍ଗର ସବୁ କିଛି ପିନ୍ଧିଥାଏ ।

ସଧବା ନାରୀ ମାନେ ସବୁ ବେଳେ ଲାଲ ରଙ୍ଗର ଜିନିଷ ପିନ୍ଧିଥାନ୍ତି । ଏହି ଦିନ କଳା ରଙ୍ଗର ସାରୀ ପିନ୍ଧିବା ଖରାପ ହୋଇ ଥାଏ । ଏହି ଦିନ ବାହାରେ ଆପଣ ଲୁଗା ସୁଖାନ୍ତୁ ନି କାରଣ ଏହା ହେଉଛି କାଳ ରାତ୍ରି । ଓଷା ବ୍ରତ ଦିନ ଶାରୀରିକ ସମ୍ପର୍କ ରଖନ୍ତୁ ନି । ଆପଣ ସାବିତ୍ରୀ ଦିନ କିଛି ଭି ଜିନିଷ କାଟିବେନି କିମ୍ବା ସ୍ଵାମୀ ଙ୍କୁ ମଧ୍ୟ କିଛି କାଟିବା ପାଇଁ କିମ୍ବା ହାଣିବା ପାଇଁ ଦେବେନି ।

କାରଣ ଏହି ଦିନ ଏହା କରିବା ଦ୍ଵାରା ଜୀବନରେ ସମସ୍ଯା ଲାଗି ରହିଥାଏ । ଏହି ଦିନ ଆପଣ ରୋଷେଇ ହୋଇଥିବା ଖାଇବା ଖାଇବେ ନି । ଏହି ଦିନ କାଷ୍ଟା ରହିକି ପୂଜା କରିବା ଭଲ ହୋଇ ଥାଏ । ସ୍ଵାମୀ ଙ୍କ ମଙ୍ଗଲ ପାଇଁ ଆପଣ ଏହା କରିବା ଭଲ ହୋଇଥାଏ । ଆପଣ ପୂଜା ଜିନିଷ ଖାଇ ପାରିବେ ।

ଯଦି ସନ୍ତାନ ଜନ୍ମ କିମ୍ବା କାହାର ମୃତ୍ୟୁ ହୋଇଥାଏ କିମ୍ବା ଆପଣ ଋତୁ ମତି ହୋଇଥାନ୍ତି ତେବେ ଏହା ଆପଣ ପାଳନ କରିବା କଥା ନୁହେଁ । ଶେଷ ଭୁଲ ହେଉଛି ଆପଣ ପୂଜା ସାମଗ୍ରୀ କୁ କେଉଁ ଭି ଜାଗାରେ ରଖିବେନି କି ମନ ଇଛାର ଜାଗାରେ ପକାଇବେନି ଏହି ଦିନ ଆପଣ ପୂଜା ପରେ ଏହାକୁ ପାଣିରେ ଉଜେଇବା ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *