ଆଜି ରାତି ଠାରୁ ଆସନ୍ତା ୨୧ ବର୍ଷ ପର୍ଯ୍ୟନ୍ତ ଏହି ୫ଟି ରାଶିଙ୍କ ଉପରେ ଭଗବାନ ଶନିଦେବ ରହିବେ ପ୍ରସନ୍ନ 

ଭଗବାନ ଶନି ଦେବ ନ୍ୟାୟ ଦେବତା ଅଟନ୍ତି ଏହି କଥା କିଏ ଅବା ଜାଣି ନାହିଁ ଭଗବାନ ଶନି ଦେବତା ଦରିଦ୍ର ଓ ଦୁଃଖୀ ମାନଙ୍କ ଦେବତା ଅଟନ୍ତି ଆଉ ଯିଏ ଗରିବ ଆଉ ପଶୁ ପକ୍ଷୀ ମାନଙ୍କ ସହ ଖରାପ ବ୍ୟବହାର କରିଥାଏ ତା ଉପରେ ଭଗବାନ ଶନି ଦେବ ବହୁତ ରାଗି ଯାଇଥାନ୍ତି । ତେବେ ଯଦି ଆପଣଙ୍କ ଉପରେ ଭଗବାନ ଶନି ଦେବଙ୍କ ସାଢେ ସାଥି ଚାଲିଛି ତେବେ ସାବଧାନ ହୋଇ ରୁହନ୍ତୁ କିଛି ଭୁଲ କାମ କରନ୍ତୁ ନାହିଁ ନଚେତ ଆପଣଙ୍କ କଷ୍ଟ ଆହୁରି ବଢି ପାରେ । ତେବେ କିଛି ରାଶିଙ୍କ ଜୀବନ ସବୁ ଦିନ ପାଇଁ ବଦଳିବାକୁ ଯାଉଛି କାହିଁକିନା ଭଗବାନ ଶନି କିଛି ରାଶିଙ୍କୁ ସୁଖ ଆଉ ସମୃଦ୍ଧି ଆଶୀର୍ବାଦ ଦବାକୁ ଯାଉଛନ୍ତି ।

ତୁଳା ରାଶି :

ଏହି ରାଶି ଜାତକ ମାନଙ୍କ ସମ୍ପତ୍ତି ବର୍ତମାନ ବଢିବାକୁ ଲାଗିବ, ଯାହା ବି କରନ୍ତୁ ଭାବି ଚିନ୍ତି କରନ୍ତୁ କିଛି ଭୁଲ କାମ କେବେ ବି କରିବେ ନାହିଁ । ଏହି ରାଶି ଲୋକଙ୍କ ଘର ପରିବାରରେ ନୂଆ ସଦସ୍ୟ ଆସି ପାରନ୍ତି ତେବେ ଏହା ବିବାହ ବା ନୂଆ ସନ୍ତାନ ମଧ୍ୟ ହୋଇପାରେ । ଏହି ରାଶି ଲୋକଙ୍କୁ ନିଜ ମନ ଅନୁଯାଇ କାମ କରିବା ଉଚିତ କାହିଁକିନା ଆପଣଙ୍କ ମନ ବହୁତ ସଫା ହୋଇଥାଏ ।

ବୃଷ ରାଶି :

ଏହି ରାଶି ଲୋକଙ୍କ ଭାଗ୍ୟ ୨୧ ବର୍ଷ ପାଇଁ ବଦଳିବାକୁ ଯାଉଛି ଭଗବାନ ଶନି ଦେବ ଏହି ରାଶି ଲୋକଙ୍କ ଉପରେ ନିଜ ଅସିମ କୃପା କରିବେ । ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ଆପଣ କେବେ କାହାକୁ ଭୁଲ କାମ କରିବା ପାଇଁ କହି ନାହାନ୍ତି ଆପଣଙ୍କ ସହ ମଧ୍ୟ କିଛି ଖରାପ ହବ ନାହିଁ ଏହି କଥା ମନେ ରଖନ୍ତୁ । ଯେଉଁ ମାନଙ୍କ ବିବାହ ହେଉ ନଥିଲା ତାଙ୍କ ପାଇଁ ବିବାହ ର ଭଲ ଭଲ ପ୍ରସ୍ତାବ ଆସିବ ।

ବିଛା ରାଶି :

ଏହି ରାଶି ଲୋକଙ୍କ ଜୀବନରେ ବହୁତ ଅଶାନ୍ତି ଚାଲିଥିଲା କିନ୍ତୁ ଏବେ ସବୁ ସମାପ୍ତ ହବ ଆପଣଙ୍କ ଘରେ ସୁଖ ଶାନ୍ତି ବାସ କରିବ କିନ୍ତୁ ଶନିବାର ଦିନ ଶନି ଦେବଙ୍କୁ ସୋରିଷ ତେଲ ଦୀପ ନିଶ୍ଚିନ୍ତ ଜାଳନ୍ତୁ କେବେ ଭୁଲିବେ ନାହିଁ ।

କନ୍ୟା ରାଶି :

ଏହି ରାଶି ଲୋକଙ୍କ ଜୀବନରେ ବହୁତ ସମୟ ଧରି ଆର୍ଥିକ ସମସ୍ୟା ଥିଲା କିନ୍ତୁ ଭଗବାନ ଶନି ଦେବଙ୍କ କୃପାରୁ ଆପଣଙ୍କୁ ଭଗବାନ ଶନି ଦେବଙ୍କ ଆଶୀର୍ବାଦ ମ୍ଳିବ ଆଉ ଆପଣ କୋଟିପତି ହୋଇ ପାରିବେ । ଆପଣଙ୍କ ଘର ପରିବାରରେ ଉନ୍ନତି ଆଉ ଶାନ୍ତି ଆସିବ ।

ଧନୁ ରାଶି :

ଏହି ରାଶି ଲୋକଙ୍କ ଉପରେ ଭଗବାନ ଶନି ଦେବାନ ବିଶେଷ କୃପା ରହିବାକୁ ଯାଉଛି ସେଥିପାଇଁ ଅନ୍ୟ ରାଶି ମାନେ ସମ୍ଭାଳିକି ରହିବା ଉଚିତ ଯିଏ ଏହି ରାଶି ଲୋକଙ୍କ ଅଣିଷ୍ଠ ଚିନ୍ତା କରିବ ଭଗବାନ ଶନି ଦେବା ତାଙ୍କ ଜୀବନ ନର୍କ କରି ଦେବେ ।

Leave a Reply

Your email address will not be published. Required fields are marked *