ବାହାଘର ପରେ ଶାଶୁଘରେ କେମିତି ଅଛନ୍ତି ଦେବଜାନୀ

ସେ ଓଲିଉଡର ବହୁତ ଟ୍ୟାଲେଣ୍ଟେଡ ଓ ହଟେସ୍ଟ ଅଭିନେତ୍ରୀ ଅଟନ୍ତି । ସେ ବହୁତ ଛତିଶଗଡି ଓ ବେଙ୍ଗୋଲି ଫିଲ୍ମରେ ମଧ୍ୟ କାମ କରିଛନ୍ତି । ବର୍ତମାନ ସେ ବହୁତ ପ୍ରସିଦ୍ଧ ହୋଇଛନ୍ତି ଇନଷ୍ଟାଗ୍ରାମ ଓ ସୋସିଆଲ ମିଡିଆରେ । ତାଙ୍କର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୧୫ ର ଅନୁଭୂତି ରହିଛି । ଆଉ ୫୦୦ ରୁ ଉର୍ଦ୍ଧ ମ୍ୟୁଜିକ ଭିଡିଓରେ ମଧ୍ୟ କାମ କରିଛନ୍ତି। ସେ ଆଲବମ କୁଇନ ଭାବେ ପରିଚିତ ଅଟନ୍ତି । ସେ ସୋସିଆଲ ମିଡିଆରେ ବହୁତ ଏକ୍ଟିଭ ରୁହନ୍ତି ।

ଦେବଯାନୀ ଫିଟନେସ ପ୍ରତି ବହୁତ ଧ୍ୟାନ ଦେଇଥାନ୍ତି, ସେ ବହୁତ ମର୍ନିଂ ୱାକ ଓ ଜିମ କରିବାକୁ ପସନ୍ଦ କରିଥାନ୍ତି । ସେ ତାଙ୍କର ଖାଦ୍ଯ ଓ ସ୍ଵାସ୍ଥ୍ୟକୁ ନେଇ ବହୁତ ଯତ୍ନବାନ ରହିଥାନ୍ତି । ସେ ବହୁତ ଆୱାର୍ଡ ପାଇଛନ୍ତି ନୃତ୍ୟ ଓ ଅଭିନୟ ପାଇଁ । ସେ ବହୁତ ପଜେଟିଭ, ଆତ୍ମବିଶ୍ବାସୀ, ଓ ପରିଶ୍ରମୀ ଝିଅ ଅଟନ୍ତି । ସେ ବହୁତ ପରିଶ୍ରମୀ ଓ କାହା ସହିତ କମ୍ପିଟିସନ କରିବାକୁ ପସନ୍ଦ କରିନଥାନ୍ତି ନିଜ ଛଡା ।

ତାଙ୍କର ଜବରଦସ୍ତ ଅଭିନୟ ଆପଣ ଆଲବମରେ ମଧ୍ୟ ଦେଖିଥିବେ । ତାଙ୍କର ସବୁ ଆଲବମ ସବୁ ସୁପରହିଟ ହୋଇପାରିଛି  । ଦେବଯାନୀ ଆଲବମ କରିବା ସହ ବହୁତ ସୁନ୍ଦର ଅଭିନୟ ମଧ୍ୟ କରନ୍ତି । ତାଙ୍କର କେତେକ ଅଭିନୟ ମଧ୍ୟ ବହୁତ ସାରା ଧାରାବାହିକ ଓ ଫିଲ୍ମରେ ନିଶ୍ଚିତ ଭାବରେ ଦେଖି ଥିବେ ।  ତାଙ୍କର ଜବରଦସ୍ତ ଅଭିନୟ ଓ ଜାଦୂରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତାଙ୍କର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ମନରେ ଗୋଟିଏ ଅଲଗା ସ୍ଥାନ ବନାଇ ପାରିଛନ୍ତି ।

ତାହେଲେ ଗୋଟିଏ ଖବର ଭାଇରାଲ ହେବାରେ ଲାଗିଛି ଦେବଯାନୀ ଶାଶୁଘରେ କେମିତି ଅଛନ୍ତି ।  ଦେବଯାନୀ ବିଅଭ ବନ୍ଧନରେ ବାନ୍ଧି ହୋଇଛନ୍ତି ସତ ତାହା କିନ୍ତୁ ରିଅଲ ଲାଇଫରେ ନୁହେଁ ରିଲ ଲାଇଫରେ । ଦେବଯାନୀ ଓ ଜୟଜିତଙ୍କର ଗୋଟିଏ ନୂଆ ଫିଲ୍ମ ଆସିବାକୁ ଯାଉଛି । ଯାହାର ପ୍ରସ୍ତୁତି ଜୋରସୋରରେ ଲାଗିଛି । ସେଇ ପ୍ରସ୍ତୁତି ସମୟର କିଛି ଫୋଟୋ ସେ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଏହାକୁ ଦେଖି ଦର୍ଶକ ମାନେ ଭାବୁଛନ୍ତିକି ଦେବଯାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।  ବାହାଘର ପରେ ବର୍ତମାନ ସେ ଶାଶୁଘରେ ହିଁ ରହୁଛନ୍ତି । ତେବେ ଦେବଯାନୀ ଆପଣ ମାନଙ୍କୁ କେମିତି ଲାଗନ୍ତି ଆପଣ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *