ଆପଣଙ୍କ ସନ୍ତାନ କେଉଁ କାରଣରୁ ଖରାପ ସଂସ୍କାର ଶିଖନ୍ତି? Krishna Vani

ଏହି ସଂସାରରେ ଆସୁଥିବା ପ୍ରତେକ ବାଳକ ସମ୍ପୁର୍ଣ ସଂସ୍କାର ରହିତ ହୋଇଥାଏ । ତାର ଅନ୍ତରରେ କିଛି ଭଲ ସଂସ୍କାରର ଚିହ୍ନ ଅଙ୍କିତ ହୋଇଥାଏ ନା କିଛି ବୁରା ସଂସ୍କାରର ଚିହ୍ନ । ଜନ୍ମରୁ ବାରେ କିଛି ଗୁଣ ରହିଥାଏ ନା ଦୋଷ ରହିଥାଏ, ଏହି ଦୋଷ ବା ଗୁଣ କେମିତି ପ୍ରାପ୍ତ ହୋଇଥାଏ । କଣ ଆମେ କେବେ ବିଚାର କରୁଛୁ, ଯେଉଁ କଥା ମାତା ପିତାଙ୍କ ପାଟିରୁ ନିରନ୍ତର ଶୁଣାଯାଇଥାଏ ସେହି କଥା ତାଙ୍କ ପିଲାମାନଙ୍କ ହୃଦୟର ସଂସ୍କାର ହୋଇଥାଏ ।

ଯେମିତିକି କୌଣସି ଗାଁର ନଦୀ ପାଖକୁ ଯାଇ ଯାଇ ରାସ୍ତା ଆପେ ଆପେ ହୋଇଯାଇଥାଏ ସେମିତି ହୋଇଥାଏ ।

ମାନେ ମାତା ପିତା ହୃଦୟର ଇଛା ତାଙ୍କ ସନ୍ତାନଙ୍କର ହୃଦୟର ଦୋଷ ଅଥବା ଗୁଣ ହୋଇକି ଜନ୍ମ ନେଇଥାଏ । କଣ ଏହା ସତ୍ୟ ନୁହେକି । ତାପରେ ଯଦି ତାଙ୍କ ସନ୍ତାନ ଭିତରେ କିଛି ଦୋଷ ଦେଖାଦେଇଥାଏ ସେତେବେଳେ ମତ ପିତା ଆଶ୍ଚର୍ଯ୍ୟ ଓ ଦୁଃଖରେ ଭରି ଯାଇଥାନ୍ତି ।

ମାତା ପିତାଙ୍କ ହୃଦୟ ଏହି ପ୍ରଶ୍ନ କରିଥାଏ ତାଙ୍କ ସନ୍ତାନ ଭିତରେ ଏହି କୁସଂସ୍କାର ଆସିଲା କେମିତି । ସତ୍ୟତା ଏହା ଅଟେ ମାତା ପିତା ତାଙ୍କ ସନ୍ତାନକୁ ଅଜାଣତରେ କୁସଂସ୍କାରର ବୀଜ ଦେଇଥାନ୍ତି । ଯାହା ତାଙ୍କ ସନ୍ତାନର ହୃଦୟ ଭୂମିରେ କୁସଂସ୍କାରର ବୃକ୍ଷ ବନିକି ଉଠିଥାଏ ।

ଅର୍ଥାତ ନିଜ ସନ୍ତାନକୁ ସୁ ସଂସ୍କରି ଓ ଧର୍ମମୟ ଆଶା ରଖିଥିବା ପ୍ରତେକ ମାତା ପିତାଙ୍କୁ ପ୍ରଥମ ନିଜ ହୃଦୟର ଇଛା ଉପରେ ଅଙ୍କୁଶ ରଖିବା ଅନିବାର୍ଯ୍ୟ ନୁହେଙ୍କି । ପ୍ରତେକ ମାତା ପିତା ଏହା ଉପରେ ବିଚାର ଅବଶ୍ୟ କରିବେ । କାରଣ ଆମେ ଯେମିତି କଥାବାର୍ତା ଚଲିଚଳନ ହୋଇଥାଏ ପିଲାମାନେ ସବୁବେଳେ ଆମକୁ ଅନୁସରଣ କରିଥାଉ । ଯାହାବି ଶିଖିଥାନ୍ତି ସେ ପ୍ରଥମେ ଆମଠୁ ଶିଖିଥାନ୍ତି । ମାତା ପିତା ଗୋଟେ ପିଲାର ପ୍ରଥମ ଶିକ୍ଷକ ।

କିନ୍ତୁ ବହୁତ ମାତା ପିତା ଭାବିଥାନ୍ତି ଯଦି ପିଲା କିଛି ଖରାପ ହେଉଛିକି କିଛି ଖରାପ କରୁଛି ତାଙ୍କୁ ଲାଗୁଛିକି ପିଲା ବାହାର ଲୋକଙ୍କଠୁ ସିଖୁଛି । ସେମିତି ବହୁତ କମ ହୋଇଥାଏ କିନ୍ତୁ ପରିବାରର ପରିବେଶରୁ ପିଲା ବହୁତ କିଛି ଅନୁସରଣ କରିଥାଏ । ସେଥିପାଇଁ ଛୁଆକୁ ଭଲ କଥା କହିବ ସହିତ ଭଲ ସଂସ୍କାର ଦିଅନ୍ତୁ । ଆମେ ଯାହା କରିବା ଛୁଆ ସେଇଆ ଶିଖିବେ । ସେଥିପ୍ରତି ଦାଇତ୍ଵବାନ ରୁହନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *