ଆପଣ ତାଙ୍କର କେତେ ନମ୍ବର ପ୍ରେମ ଅଟନ୍ତି ? ବାଛନ୍ତୁ ଓ ଜାଣନ୍ତୁ ଗୋଟେ ରାଜର କଥା- Love Quiz

ବନ୍ଧୁଗଣ ଆପଣ ଜୀବନରେ ନିଶ୍ଚୟ କାହାକୁ ନା କାହାକୁ ଭଲ ପାଇଥିବେ । ଆପଣଙ୍କ ଭଲ ପାଇବାକୁ ନେଇ ଆପଣ ବହୁତ ସିରିଏସ ମଧ୍ୟ ଥିବେ । କିନ୍ତୁ କଣ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଆପଣ ଯାହାକୁ ଭଲ ପାଉଛନ୍ତି ସେ ଆପଣଙ୍କୁ ପ୍ରଥମ ଥର ଭଲ ପାଇଛନ୍ତି ନ ଆପଣଙ୍କ ଆଗରୁ ଆଉ କେହି ତାଙ୍କ ଲାଇଫରେ ଥିଲେ । ଆପଣ ତାଙ୍କର କେତେ ନମ୍ବର ର ପ୍ରେମ ଅଟନ୍ତି ବାଛନ୍ତୁ ୧ ରୁ ୫ ମଧ୍ୟରେ ଯେ କୋଣସି ଗୋଟିଏ ନମ୍ବର । ତ ସାଙ୍ଗ ମାନେ କଣ ଆପଣ ମାନେ ନମ୍ବର ଚୁଜ କରି ଦେଲେ ଏବେ ଆସନ୍ତୁ ଜାଣିବା ଉତ୍ତର କଣ ରହିଛି ।

୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନଜର ରେ ୧ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ତାଙ୍କର ପ୍ରଥମ ରେମ ଅଟନ୍ତି । ସେ ପ୍ରଥମ ଥର ଆପଣଙ୍କୁ ଭଲ ପାଇଛନ୍ତି । ସେ ବି ପୁଣି ଆପଣଙ୍କୁ ପ୍ରେମ କରିଛନ୍ତି ଆଉ ଏହା ତାଙ୍କର ଶେଷ ପ୍ରେମ ଅଟେ ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ପ୍ରଥମ ନଜର ରେ ୨ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ପୂର୍ବରୁ ସେ କାହାକୁ ଭଲ ପାଉଥିଲେ । କିନ୍ତୁ କିଛି କାରଣ ପାଇଁ ତାଙ୍କର ସମ୍ପର୍କ ଆଗକୁ ବଢିପାରିଲା ନାହି । ଏବେ ସେ ଆପଣଙ୍କୁ ହିଁ ଭଲ ପାଉଛନ୍ତି ଆଉ ଆଶା କରୁଛନ୍ତି ଆଗକୁ ଆପଣ ଦୁହିଙ୍କ ର ସମ୍ପର୍କ ବହୁତ ଭଲ ଚାଲିବ ।

୩- ତୃତୀୟ ନମ୍ବର : ଯେଉଁ ମାନେ ପ୍ରଥମ ନଜର ରେ ୩ ନମ୍ବର ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପୂର୍ବ ରୁ ସେ ଅନେକ ଥର ଭଲ ପାଇ ସାରିଛନ୍ତି । ତାଙ୍କ ଭଲ ପାଇବାର ଗଣନା ହିଁ ନାହି କି ଆପଣ ତାଙ୍କର କେତେ ନମ୍ବର ପ୍ରେମ ଅଟନ୍ତି । ବର୍ତ୍ତମାନ ସେ ଆପଣଙ୍କୁ ହିଁ ଭଲ ପାଉଛନ୍ତି ତାଙ୍କ ଲାଇଫ ରେ ଆପଣଙ୍କ ଛଡା ଆଉ କେହି ନାହାନ୍ତି ।

୪- ଚତୁର୍ଥ ନମ୍ବର : ଯଦି ଆପଣ ପ୍ରଥମ ନଜର ରେ ୪ ନମ୍ବର ପସନ୍ଦ କରିଛନ୍ତି ତେବେ ଆପଣ ତାଙ୍କର ସଚ୍ଚା ପ୍ରେମ ଅଟନ୍ତି । ଆପଣ ତାଙ୍କର ପ୍ରଥମ ପ୍ରେମ ଅଟନ୍ତି । ପ୍ରେମ କେମିତି ହୁଏ ପ୍ରେମ କଣ ପ୍ରେମର ପ୍ରକୃତ ଅର୍ଥ ସେ ଅପନାଙ୍କୁ ଠାରୁ ହିଁ ଶିଖିଛନ୍ତି । ସେ ଆପଣଙ୍କ ଛଡା ଆଉ କାହା ବିଷୟରେ ଭାବି ବି ପାରିବେ ନାହି ।

୫- ପଞ୍ଚମ ନମ୍ବର : ଯେଉଁ ମାନେ ପ୍ରଥମ ନଜର ରେ ୫ ନମ୍ବର ପସନ୍ଦ କରିଛନ୍ତି ଆପଣ ତାଙ୍କର କେଉଁ ଭଳି ପ୍ରେମ ଅଟନ୍ତି ତାହାର କିଛି ମହତ୍ଵ ନାହି । କାରଣ ଏବେ ସେ ଆପଣଙ୍କୁ ଜୀବନ ଠାରୁ ଅଧିକ ଭଲ ପାଉଛନ୍ତି । ଏବେ ତାଙ୍କ ଲାଇଫ ରେ ଆପଣଙ୍କ ଛଡା ଆଉ କେହି ବି ନାହାନ୍ତି ।

ସେ ତାଙ୍କ ଅତୀତ କୁ ପୂରାପୂରି ଭାବେ ଭୁଲି ସାରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *