ଆପଣାନ୍ତୁ ସୌଭାଗ୍ୟ ବଢାଇବା ପାଇଁ ଏହି ପାରମ୍ପାରିକ ଉପାୟ ,ମହାଲକ୍ଷ୍ମୀଙ୍କ କୃପା ବର୍ଷିବାକୁ ଲାଗିବ

ସବୁ ମଣିଷ ନିଜ ଜୀବନର ଦାରିଦ୍ରତା ଦୂର କରିବା ପାଇଁ ଚେଷ୍ଟାରେ ଲାଗି ରହିଥାନ୍ତି, ସବୁ ବ୍ୟକ୍ତିଙ୍କ ମନରେ ଏହି ପ୍ରଶ୍ନ ଥାଏ କି ସେ ନିଜ ସମସ୍ୟାକୁ କିପରି ଦୂର କରିବେ ? ପ୍ରାୟ ଲୋକଙ୍କୁ ଧନ କମାଇବାର ଇଛା ଥାଏ ଏବଂ ଧନ କମାଇବା ପାଇଁ ସେମାନେ କୌଣସି ବି ମଉକା ଛାଡନ୍ତି ନାହିଁ ,ଏହାଛଡା କିଛି ଲୋକଙ୍କୁ ସଫଳତା ମିଳିଥାଏ ଏବଂ ଆଉ କିଛି ଲୋକଙ୍କୁ ସଫଳତା ମିଳିନଥାଏ ।

ଯଦି ଆପଣଙ୍କୁ ବି ପରିଶ୍ରମ ପରେ ଠିକ ଭାବେ ଫଳ ମିଳୁନାହିଁ ତାହେଲେ ଏହା ପାଇଁ ଆପଣ କିଛି ଉପାୟକୁ ଆପଣାନ୍ତୁ ।

ଆଜି ଆମେ ଆପଣଙ୍କୁ ଏମିତି ସରଳ ଉପାୟ କହିବୁ ଯଦି ଆପଣ ଏହାକୁ କରିବେ ତାହେଲେ ଆପଣଙ୍କୁ ଏହାର ଫଳ ନିହାତି ମିଳିବ । ଏହି ଉପାୟ କଲେ ଆପଣଙ୍କର ଧନ ସମସ୍ଯା ଦୂର ହେବ ଏବଂ ମା ଲକ୍ଷ୍ମୀଙ୍କର କୃପା ବର୍ଷିବାକୁ ଲାଗିବ ।

ଆସନ୍ତୁ ଜାଣିବା ଏହି ସୌଭାଗ୍ୟ ବଢାଇବା ପାଇଁ ଏହି ପାରପାରିକ ଉପାୟ ବିଷୟରେ

– ଯଦି ଆପଣ ନିଜର ଧନ ରଖୁଥିବା ଆଲମାରି ୯ଟି ଲକ୍ଷ୍ମୀ କାରକ କଉଡି ଏବଂ ଏକ ତମ୍ବାର ମୁଦ୍ରା ରଖିବେ ତାହେଲେ ଏହାଦ୍ବାରା ଆପଣଙ୍କର ଆଲମାରି ସବୁବେଳେ ଧନରେ ଭାରି ରହିବ ।

– ଦାରିଦ୍ରତା ଦୂର କରିବା ପାଇଁ ଆପଣ ପ୍ରତିଦିନ କଦଳୀ ଗଛରେ ଜଳ ଅର୍ପଣ କରନ୍ତୁ ଏବଂ ଘିଅର ଦୀପ ନିହାତି ଲଗାନ୍ତୁ ।

– ଯଦି ଆପଣ ନିଜର ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଖାଇବା ପୂର୍ବରୁ କୁକୁର ଏବଂ ଗାଈଙ୍କ ପାଇଁ ଗୋଟେ ରୁଟି ନିହାତି ବାହାରେ ରଖିଦିଅନ୍ତୁ ।

– ଗୁରୁବାର ଦିନ ଯଦି ଆପଣ ତୁଲସୀ ଗଛରେ କ୍ଷୀର ଅର୍ପଣ କରୁଛନ୍ତି ତାହେଲେ ଏଥିରେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।

– ଯଦି ଆପଣ କୌଣସି ବି ମାସର ପ୍ରଥମ ବୁଧବାର ରାତିରେ କଞ୍ଚା ହଳଦୀ ଗଣ୍ଠିକରି ଭଗବାନ କୃଷ୍ଣଙ୍କୁ ଅର୍ପଣ କରି ତାପର ଦିନ ଏହାକୁ ହଳଦିଆ କପଡାରେ ବାନ୍ଧି ନିଜ ଡାହାଣ ଭୁଜାରେ ବାନ୍ଧି ଦିଅନ୍ତୁ ଏହାଦ୍ବାରା ଆପଣଙ୍କୁ ଶୁଭଫଳ ମିଳିବ ।

ସମୟ ସହିତ ବ୍ୟକ୍ତିଙ୍କ ଜୀବନରେ ବହୁତ ସମସ୍ୟା ଆସିଥାଏ କେତବେଳେ ତାଙ୍କ ଜୀବନ ଖୁସିରେ ଭରିଯାଏ ତ ଆଉ କେତବେଳେ ସମସ୍ୟା ପିଛା ଛାଡିବାର ନା ହିଁ ନିଏନି ,ସବୁ ବ୍ୟକ୍ତି ନିଜ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରନ୍ତି । ଯଦି ଆପଣ ଏହି ଉପାୟକୁ ଆପଣାଇବେ ତାହେଲେ ଆପଣଙ୍କର ସବୁ ଧନର ସମସ୍ୟା ଦୂର ହେବ ଏବଂ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷିବା କୁ ଲାଗିବ ।

Leave a Reply

Your email address will not be published. Required fields are marked *