ଆପଣଙ୍କ ଜୀବନରେ ଧନ ର ଅଭାବ ରହିବନି, ବାସ କରନ୍ତୁ ଏହି କାମ- Ajira Anuchinta

ଆମ ବଡ ବୁଢା ମାନେ ଆମ ବା ମାଙ୍କୁ ବହୁତ କିଛି ଶିଖେଇ ଯାଇଛନ୍ତି ଯାହା ଆମ ବାପା ମା ଆମକୁ ଶିଖେଇ ଥାନ୍ତି ତେବେ ଏହା ଆମ ଭଲ ପାଇଁ ଅଟେ କିନ୍ତୁ ଆମେ ଏହାକୁ ନମାନି ନିଜର ହାନି କରିଥାଉ । ତେବେ ଆଜି ଆମେ ଆପଣ ମାନଙ୍କୁ ବୁଢା ବୁଢୀ ମାନଙ୍କ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଶାସ୍ତ୍ରରେ ମଧ୍ୟ ଲେଖା ହୋଇଛି ।

ଏହା କରିବା ଦ୍ଵାରା ମଣିଷ ନିଜର ସବୁ କିଛି ହରାଇଥାଏ । ଏହାକୁ ମାନୁଥିବା ବ୍ୟକ୍ତି ଧନ ଉପରେ ସୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି କଥା ବିଷୟରେ ଯାହା ଅପନନକୁ କରିବ ଧନୀ ।

Image Courtesy: Google

୧. ଶାସ୍ତ୍ରରେ କୁହା ଯାଇଛି ଯେଉଁ ବ୍ୟକ୍ତି ନିଜ ପାଟି ଭିତର ଅସନା ଘର କାନ୍ଥ ବା କଣରେ ପାକିଥାଏ ଏହି ଭଳି ବ୍ୟକ୍ତିଏନକେ ଜୀବନରେ ଯାହା ବି ହାସଲ କରିଥାନ୍ତି ଧନ, ଯଶ, ସମ୍ମାନ ସବୁ ନଷ୍ଟ ହୋଇଥାଏ କୌଣସି କାରଣରୁ ଆପଣ ସବୁ ହରେଇବେ ସେଥିପାଇଁ ପାଟିର ଖରାପ ଜିନିଷ ଡଷ୍ଟବିନରେ ପକାନ୍ତୁ ନଚେତ ବାହାରେ ଫିଙ୍ଗି ଆସନ୍ତୁ କିନ୍ତୁ ଘରେ ଏପଟ ସେପଟ ପକାନ୍ତୁ ନାହିଁ ।

୨. ବୁଢା ମାନେ କହି ଯାଇଛନ୍ତି ଘରର ବିମ ତଳେ ବସନ୍ତୁ ନାହିଁ ଓ ଭୁଲରେ ବି କ୍ଷତ ପକାଇ ବିମ ତଳେ ସୁଅନ୍ତୁ ନାହିଁ। ଏହା ଛଡା ବାଥରୁମ କବାଟ ସବୁବେଳେ ବନ୍ଦ ରଖିବା ଉଚିତ ଏହା କରିବା ଦ୍ଵାରା ମଙ୍ଗଳ ହୋଇଥାଏ ।

Image Courtesy: Google

୩. କୁହା ଯାଇଛି ଯେ ଘରୁ ବାହାରକୁ ଯାଇଥିବା ବ୍ୟକ୍ତିକୁ ଘରକୁ ଫେରିବା ସମୟରେ କିଛି ନା କିଛି ସାମଗ୍ରୀ ଆଣିବା ଉଚିତ ଏହା ଦ୍ଵାରା ଆପଣଙ୍କ ଉପପରେ ମଙ୍ଗଳଙ୍କ ଖରାପ ଦ୍ରୁଷ୍ଟି ପଡିନଥାଏ ଆପଣଙ୍କ ଇଛା ଅନୁଯାଇ ଆପଣ ଖାଦ୍ୟ ଜିନିଷ ବା ଘର ଉପକରଣ ଯାହା ବି କିଛି ଘରକୁ ନିଶ୍ଚିନ୍ତ ଆଣନ୍ତୁ ଶୁଭ ହବ ।

Image Courtesy: Google

୪. ବହୁତ ଲୋକଙ୍କ ଏହା ଅଭସ୍ୟା ହୋଇଥାଏ ସେ ସକାଳୁ ଉଠିବା ପରେ ଶେଯ ଅଜଡା ଛାଡି ଅନ୍ୟ କାମରେ ଲାଗିଥାନ୍ତି, ଏହି ଭଳି ଲୋକଙ୍କ ଉପରେ ଶନିଙ୍କ ଓ ରାହୁଙ୍କ ଅଶୁଭ ଦ୍ରୁଷ୍ଟି ପଡିଥାଏ ସେଥିପାଇଁ ଭୁଲରେ ମଧ୍ୟ ଏମିତି କରନ୍ତୁ ନାହିଁ ଯେତେ ପାରୁଛନ୍ତି ସେତେ ଶେଯ ସଜାଡି କୁଆଡେ ଯାନ୍ତୁ ଯାହା ଫଳରେ ଶନି ଓ ରାହୁଙ୍କ କୁଦ୍ରୁଷ୍ଟି ଆପଣଙ୍କର ଉପରେ ପଡିବ ନାହିଁ ।

Image Courtesy: Google

୫. ନିଜ ଠାକୁର ଘରେ ସକାଳେ ହେଉ ବା ସନ୍ଧ୍ୟାରେ ଗୋଟେ ଟାଇମ ଝୁଣା ଅବଶ୍ୟ ଦିଅନ୍ତୁ ଯଦି ଆପଣଙ୍କ ପାଖରେ ଝୁଣା ଦବା ପାଇଁ ସୁବିଧା ନାହିଁ ତେବେ ଆପଣ କର୍ପୁରରେ ଭଗବାନଙ୍କ ଆରତୀ ନିଶ୍ଚିନ୍ତ କରନ୍ତୁ, ଭଗବାନ ନିଜେ କହିଛନ୍ତି ମୁଁ ଝୁଣା ବା କର୍ପୁରରେ ସନ୍ତୁଷ୍ଠ ହୋଇଥାଏ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *