ମଥୁରାରେ ଜନ୍ମ ନେଲା ଏଲିଏନ! ଜନ୍ମ ହେଉ ହେଉ କଲା ଚମତ୍କାର

ସନ୍ତାନ କଣ ହୋଇଥାଏ ତାହା କେବଳ ମା ବାପା ଜାଣିଥାନ୍ତି, ସେ ଯେମିତି ହୋଇଥାଉ ନିଜ ମା ବାପାଙ୍କ ପାଇଁ ଦୁନିଆର ସବୁଠାରୁ ସୁନ୍ଦର ଛୁଆ ହୋଇଥାଏ, ତେବେ ଉତ୍ତର ପ୍ରଦେଶ ମଥୁରା ଜିଲାରେ ଗୋଟେ ଝିଅ ଜନ୍ମ ହୋଇଛି ଯିଏ ଦେଖିବା ପାଇଁ ବହୁତ ବିଚିତ୍ର ଅଟେ । ତେବେ ଏହି ବିଚିତ୍ର କନ୍ୟା ରାଧା ଅଷ୍ଟମୀ ଦିନ ଜନ୍ମ ହୋଇଛି ସେଥିପାଇଁ ଗାଁରେ ଅଲଗା ମାନ୍ୟତା ଅଛି ।

ଆମେ ଆପଣଙ୍କୁ ଯେଉଁ ଝିଅକୁ ଦେଖାଇବୁ ସେ କୌଣସି ଏଲିଅନ ଠାରୁ କମ ନୁହଁ କିନ୍ତୁ ସନ୍ତାନ କେବଳ ସନ୍ତାନ ହୋଇଥାଏ ନିଜ ମା ବାପାଙ୍କ ନଜରରେ । ଆଜିକା ସମୟରେ ଆପଣ ବିଚିତ୍ର ଛୁଆଙ୍କ ଜନ୍ମ ଖବର ବହୁତ ଥର ଶୁଣିବାକୁ ପାଇଥିବେ କିନ୍ତୁ ଯେଉଁ ଛୁଆ ବିଷୟରେ ଆଜି ଆମେ କହିବାକୁ ଯାଉଛୁ ତାହା ବିଷୟରେ ଆପଣ ମାନେ ବହୁତ କମ ଜାଣିଥିବେ ।

Image Courtesy: Google

ଉତ୍ତର ପ୍ରଦେଶ ମଥୁରା ଜିଲାରେ ଗୋଟେ ମହିଳା ଗୋଟେ ଝିଅକୁ ଜନ୍ମ ଦେଇଛନ୍ତି ଯାହା ଆଖି ପୁରା ନାଲି ଅଟେ ମୁହଁ ଆକାର ସାମାନ୍ଯ ଠାରୁ ବହୁତ ବଡ ଅଟେ ଓ ନାକ ଜାଗାରେ କେବଳ ୨ଟି କଣା ଅଛି । ତେବେ ସବୁଠାରୁ ବିଚିତ୍ର କଥା ଛୁଆର ଶରୀର ଅଟେ ଆପଣ ମାନେ ଏହି ଭଳି ଶରୀର କାହାର ବି ଦେଖିବାକୁ ପାଇ ନଥିବେ । ଝିଅଟି ର ଶରୀର ପୂର୍ଣ ମାଟି ର ଲାଗୁଛି ଯେମିତି କେହି ମାଟି ବୋଳି ଦେଇଛି ଓ କିଛି କିଛି ଜାଗାରେ ଏହି ମାଟି ଫାଟିଲା ପରି ଦେଖା ଯାଉଛି ଯାହା ଦେଖିବାକୁ ବହୁତ ଅଜବ ଲାଗୁଛି କିନ୍ତୁ ଏହା ସତ ଅଟେ ।

Image Courtesy: Google

ଝିଅ ଶରୀର ଏହି ଭଳି ଦେଖା ଯାଉଛି ଯେମିତି ମାଟି ଶରୀରର ଭାଗ ଅଟେ ଓ ଏହାକୁ ଛଡାଇ ହବ ନାହିଁ ଆପଣ ମଧ୍ୟ ଏହି କଥା ଭଲ ଭାବରେ ଜାଣିଥିବେ ଯେ ଆଜି କାଲିକା ସମୟରେ ଲୋକଙ୍କ ବହୁତ ପ୍ରକାର ରୋଗ ହୋଇଥାଏ ତେବେ ଝିଅ ବର୍ତମାନ ସ୍ଵସ୍ଥ ବୋଳି ଡକ୍ଟର ଯାଞ୍ଚ କରି କରି କହିଛନ୍ତି ।

Image Courtesy: Google

ତେବେ ଏହି ଏଲିଅନ ଝିଅ ଖବର ଶୁଣି ଆଖ ପାଖ ଗାଁ ଲୋକେ ତାକୁ ଦେଖିବା ପାଇଁ ତା ଘରକୁ ଆସୁଛନ୍ତି ଓ ନିଜ ନିଜ ଫୋନରେ ଝିଅ ଫଟୋ ନେଇ ଘରକୁ ଯାଉଛନ୍ତି । ତେବେ ଉତ୍ତର ପ୍ରଦେଶରେ ଆଉ ଗୋଟେ ବିଚିତ୍ର ଝିଅ ଜନ୍ମ ହୋଇଥିଲା ଯାହାର କେବଳ ଗୋଟେ ଗୋଡ ଥିଲା କିନ୍ତୁ କିଛି ଦିନ ପରେ ସେହି ଝିଅ ନିଧନ ହୋଇଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *