ଏକ ଟଙ୍କାର ଏହି ଉପାୟ ଦ୍ଵାରା ଚୁଟକିରେ ଦୂର ହୁଏ ଧନର ଅଭାବ, ପୁରା ହୁଏ ସବୁ ଅଧୁରା କାମ

ଆଜିକା ସମୟରେ ଲୋକଙ୍କ ପାଖରେ ଟଙ୍କା ନ ରହିଲେ ତାଙ୍କର କିଛି ମୂଲ୍ୟ ନଥାଏ, ତେବେ ଟଙ୍କା ଦୁଇ କାରଣରୁ ପ୍ରାପ୍ତ ହୋଇଥାଏ ତାହା ହେଉଛି ବୁଦ୍ଧି ଓ ପୂର୍ବ ପୁରୁଷ । ତେବେ ଯେଉଁ ଲୋକଙ୍କୁ ତାଙ୍କ ପୂର୍ବ ପୁରୁଷ ମାନଙ୍କ ଦ୍ଵାରା ଧନ ପ୍ରାପ୍ତ ହୋଇଥାଏ ସେ ଏହାକୁ ସଠିକ ଭାବରେ ପ୍ରୟୋଗ କରାନ୍ତି ନାହିଁ, ତେବେ ଏମିତି ବହୁତ କମ ଲୋକ ଅଛନ୍ତି କାହିଁକିନା ଟଙ୍କା ମାତା ଲକ୍ଷ୍ମୀ ଅଟନ୍ତି ଓ ମାତା ଲକ୍ଷ୍ମୀଙ୍କୁ ସମସ୍ତେ ନିଜ ପାଖରେ ରଖିବାକୁ ଇଛା କରନ୍ତି ।

ତେବେ ଦୁତୀୟ ହେଉଛନ୍ତି ବୁଦ୍ଧିମାନ ବ୍ୟକ୍ତି ଯିଏ ନିଜ ପରିଶ୍ରମ ଦ୍ଵାରା ଟଙ୍କା ପ୍ରାପ୍ତ କରନ୍ତି । ଏହି ଭଳି ଲୋକ ଟଙ୍କା ମୂଲ୍ୟ ବହୁତ ଭଲ ଭାବରେ ବୁଝି ଥାନ୍ତି ଆଜି ଆମେ ଆପଣଙ୍କୁ ଗୋଟେ ମାଝି ରାସ୍ତା କହିବୁ ଯାହା କରିବା ଦ୍ଵାରା ଆପଣଙ୍କୁ ମଧ୍ୟ ଧନ ପ୍ରାପ୍ତ ହବ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

Image Courtesy: Google

ଜ୍ଯୋତିଷ ଶାସ୍ତ୍ର ଏମିତି ଗୋଟେ ବିଦ୍ୟା ଅଟେ ଯେଉଁତିରେ ଆପଣଙ୍କୁ ସବୁ ପ୍ରକାର ସମସ୍ଯା ପାଇଁ କିଛି ନା କିଛି ଉପାୟ ନିଶ୍ଚିନ୍ତ କୁହା ଯାଇଛି । ପ୍ରାୟତଃ ଲୋକ ପାନ ଖାନ୍ତି ଆପଣ ମାନେ ଦେଖିବାକୁ ପାଇଥିବେ ଏହି ପାନରେ ସୁପାରି ପକା ଯାଏ, ତେବେ ପ୍ରାୟତଃ କୌଣସି ଧର୍ମ କାର୍ଯ୍ୟରେ ସୁପାରି ଆବଶ୍ୟକ ହୋଇଥାଏ । ଆପଣ ମାନେ ପ୍ରାୟତଃ ଲୋକଙ୍କ ଠାକୁର ଘରେ ସୁପାରି ରଖା ହୋଇଥିବାର ପାଇଥିବେ ।

ତେବେ ସୁପାରିକୁ ଗଣେଶ ଓ ଲକ୍ଷ୍ମୀ ମାଙ୍କ ଉପସ୍ଥିତି କୁହା ଯାଏ ସେଥିପାଇଁ କୌଣସି ଶୁଭ କାର୍ଯ୍ୟରେ ସୁପାରି ବ୍ୟବହାର ହୋଇଥାଏ । ତେବେ ଜ୍ଯୋତିଷ ଶାସ୍ତ୍ରରେ କୁହା ଯାଇଛି ଯେ ଟଙ୍କା ବା ଧନ ରଖିବା ଜାଗାରେ ସୁପାରି ରଖିଲେ ଆପଣଙ୍କ ଆର୍ଥିକ ସ୍ଥିତି ଉନ୍ନତି କରିବାକୁ ଲାଗିଥାଏ ଓ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଓ ଗଣେଶ କେବେ ଯାଇ ନଥାନ୍ତି ।

Image Courtesy: Google

ଦୀପାବଳି ଦିନ ସମସ୍ତଙ୍କ ଘରେ ମାତା ଲକ୍ଷ୍ମୀ ଓ ଗଣେଶ ଭଗବାନଙ୍କ ପୂଜା ହୋଇଥାଏ ଏହି ପୂଜାରେ ରଖା ହୋଇଥିବା ସୁପାରିରେ ଚନ୍ଦନ ଲଗାଇ ଚାଉଳ ଅର୍ପଣ କରି ରକ୍ଷା ସୂତା ସହ ବାନ୍ଧି ଭଗବାନ ପାଖରେ ରଖି ଦିଅନ୍ତୁ ଓ ପୂଜା ସମାପ୍ତ ହେଲା ପରେ ନିଜ ଆଲମୀରା ବା ତିଜୋରିରେ ରଖନ୍ତୁ ଦେଖିବେ ଆପଣଙ୍କ ଭାଗ୍ୟ ଖୋଲିଯିବ ।

Image Courtesy: Google

ଯଦି ଆପଣଙ୍କ କୌଣସି କାମ ଅଟକି ଯାଇଛି ତେବେ ଆପାନ ଗୋଟେ ଲବଙ୍ଗ ସହ ସୁପାରି ନେଇ ଗଣେଶ ଭଗବାନଙ୍କ ପୂଜା କରନ୍ତୁ ଦେଖିବେ ଆପଣାଙ୍କ ସବୁ ସମସ୍ଯା ଦୂର ହୋଇଯିବ । ଏହା ଛଡା ଯେତେବେଳେ ଆପଣ ଘରୁ ବାହାରକୁ ଯାଉଛନ୍ତି ସେତେବେଳେ ନିଜ ପାଟିରେ ଗୋଟେ ଲବଙ୍ଗ ପକାନ୍ତୁ ଓ ପକେଟରେ ଗୋଟେ ସୁପାରି ଲବଙ୍ଗ ଖାଇ ଦିଅନ୍ତୁ କିନ୍ତୁ ସୁପାରି ରାତିରେ ଭଗବାନ ପାଖରେ ରଖି ଦିଅନ୍ତୁ ଓ ଆର ଦିନ ଆଉଥରେ ନେଇକି ବାହାରକୁ ଯାଆନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *