ମାନ କି ନମାନ ଏହି 6ଟି ରାଶି ଜୁନରେ ହେବେ ମହା କୋଟିପତି

ଆପଣ ମନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଭଗବାନ ଶନି ଦେବ ନ୍ୟାୟ ଦେବତା ଅଟନ୍ତି, ସେ କେବେ ନିରୀହ ଲୋକଙ୍କୁ କଷ୍ଟ ଦିଅନ୍ତି ନାହିଁ ଆଉ ଅନ୍ୟାୟ କରୁଥିବା ଲୋକଙ୍କୁ କେବେ ଛାଡନ୍ତି ନାହିଁ ଯଦି ଆପଣ ମଧ୍ୟ ଖରାପ କାମ ବା ପାପ କରୁଛନ୍ତି ତେବେ ସେହି କାମ କରିବା ଆଗରୁ ଥରେ ବିଚାର କରନ୍ତୁ ।

ତେବେ ଜ୍ଯୋତିଷ ଶାସ୍ତ୍ରରେ ଆମ ଜୀବନରେ ଆସୁଥିବା ସୁଖ ଆଉ ଦୁଃଖ ବିଷୟରେ ବହୁତ ସଂକେତ ମିଳିଥାଏ ତେବେ କୁହା ଯାଉଛି ଯେ ଆସନ୍ତା ସମୟ କିଛି ରାଶି ଜାତକ ମାନଙ୍କ ପାଇଁ ବହୁତ ଭଲ ସମୟ ଆସିଛି କାହିଁକିନା ଏହି ରାଶି ମାନଙ୍କ ଜୀବନରେ ଭଗବାନ ଶନି ଦେବ ବହୁତ ଭଲ ସମୟ ଆଣିବାକୁ ଯାଉଛନ୍ତି । କିଛି ପୁରୁଣା କର୍ମ ଫଳ ଆପଣଙ୍କୁ ବର୍ତମାନ ମିଳିବାକୁ ଯାଉଛି ଏହା ସହ ବହୁତ ଲୋକଙ୍କୁ ଶାନ୍ତି ପ୍ରାପ୍ତ ହବ ।

ଆସନ୍ତା ସମୟ ଆପଣଙ୍କୁ କ୍ରୋଧ ଲାଗିବ । ଆସନ୍ତା ସମୟ ଆପଣଙ୍କର ଜୀବନର ଉନ୍ନତି କ୍ଷେତ୍ରରେ କିଛି ପରିମାଣର ଅବନତି ଦେଖାଦେବ । ଶୁଭ କିମ୍ବା ଧାର୍ମିକ ମୁହୂର୍ତ୍ତରେ ଯାତ୍ରାର ଆୟୋଜନ ହେବ । ଭାଇ-ବନ୍ଧୁମାନଙ୍କ ସହିତ ସୌହାର୍ଦ୍ୟ ପୂର୍ଣ୍ଣ ବାତାବରଣରେ ଘରୋଇ ପ୍ରଶ୍ନର ଚର୍ଚ୍ଚା ହେବ । କିନ୍ତୁ ଆପଣ ଏ କ୍ଷେତ୍ରରେ ଆଦୌ ବ୍ୟସ୍ତ ନହୋଇ ଏ ପରିସ୍ଥିତିର ମୁକାବଲା କରନ୍ତୁ । ଆସନ୍ତା ସମୟ ଦିନ ଆପଣ ନିଜର ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ପ୍ରତି ଯତ୍ନ ନେବେ ।

ଆର୍ଥିକ ଲାଭ ପ୍ରାପ୍ତି କରି ପାରିବେ । ଆପଣ କିଛି ଅଧିକ ସମ୍ବେଦନଶୀଳତା ହୋଇପାରନ୍ତି । ପାଣିକୁ ସମ୍ଭାଳି କରି ରୁହନ୍ତୁ । ସବୁ କିଛି ଠିକ୍ ହୋଇଯିବ କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି । ଚାକିରି କିମ୍ବା ବ୍ୟବସାୟରେ ସଫଳତା ପାଇବାରୁ ତଥା ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହକ ବ୍ୟବହାରରେ ଆପଣ ଅତ୍ୟନ୍ତ ପ୍ରସନ୍ନତା ଅନୁଭବ କରିବେ । କୌଣସି ତୀର୍ଥଯାତ୍ରାରେ ଯାଇପାରନ୍ତି । ଆସନ୍ତା ସମୟ ଦିନ ବିଶ୍ରାମ କରନ୍ତୁ ଏବଂ ମିତ୍ର ମାନଙ୍କ ଗହଣରେ କଟାନ୍ତୁ ।

କିଛି ଦିନ ପୂର୍ବରୁ ମାନସିକ ଚ଼ିନ୍ତା ଯୋଗୁଁ ଆପଣ କିଛି ଭଲ ଅନୁଭବ କରୁନଥିଲେ କିନ୍ତୁ ଆଜି ଆପଣଙ୍କର ସବୁ ଚ଼ିନ୍ତା ଦୁର ହୋଇଯାଇଛି । କୌଣସି ଆଇନଗତ ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ନିଜ ବନ୍ଧୁ ଏବଂ ମିତ୍ରମାନଙ୍କର ଆଗମନରେ ମନ ଖୁସି ହେବ । ଦାମ୍ପତ୍ୟ ଜୀବନରେ ନିକଟତା ଏବଂ ମଧୁରତା ରହିବ । କ୍ରୋଧର ମାତ୍ରା ଅଧିକ ରହିବ । ଯେଉଁ ରାଶି ମାନଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିଲୁ ତାହା ହେଉଛନ୍ତି ମେଷ, ବୃଷ, କନ୍ୟା, ତୁଳା, ମକର ଆଉ ମୀନ ରାଶି ।

Leave a Reply

Your email address will not be published. Required fields are marked *