ଆକ୍ସିଜନ ଲେବଲ, ଫୁସ ଫୁସ ମଜବୁତ, ଇମୁନିଟି ବଢେଇବାର ଘରୋଇ ଉପାୟ- Health Tips

ବର୍ତମାନ ସମୟରେ କରୋନା ଭାଇରସ ରୋଗ ଏତେ ସଂଖ୍ଯାରେ ବଢି ବଢି ଯାଉଛି ଯେ ସମସ୍ତଙ୍କ ମନରେ ବଡ ଡର ପଶି ଯାଇଛି ଆଉ ଏହି ଡର ଏବେ ଲୋକଙ୍କ ପାଇଁ ବହୁତ ଘାତକ ହେଇ ଯାଉଛି ତେବେ କଣ ଆପଣ ଏହା ଜାଣିଛନ୍ତି ଯେ କରୋନା ହେଲା ପରେ ବହୁତ ଲୋକ ଠିକ ରହୁଛନ୍ତି ।

କିନ୍ତୁ ଏହି କଥା ଜାଣିବା ପରେ ଯେ ତାଙ୍କୁ କରୋନା ହେଇ ଯାଇଛି ତାଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହେଉଛି ଯେ ଆଇସିୟୁ ଭଳି ସମସ୍ୟା ଆସି ଯାଉଛି । ତେବେ ଏହାର ମୁଖ୍ୟ କାରଣ ଆମ ମନ ବଳ ଅଟେ । ଯଦି ଆପଣ ମାନେ ମଧ୍ୟ ସେହି ଭଳି ପରିସ୍ଥିତିରୁ ଗତି କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ବହତ ବଡ ମହାତ୍ମା କହିଥିଲେ ମନ ଜିତିଳେ ଆପଣ ସଂସାର ଜିତି ପାରିବେ କିନ୍ତୁ ମନ ହାରିଲେ ଆପଣ କିଛି ବି କରି ପାରିବେ ନାହିନ ।

ତେବେ ଆପଣଙ୍କୁ ନିଜ ମନକୁ ମଜବୁତ କରିବାର ଅଛି କରୋନା କିଛି ବଡ ଜିନିଷ ନୁହ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଭଲ ହାଉଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ବ୍ୟବହାର କରିବା ଦ୍ଵାରା କରୋନା ଆପଣଙ୍କ ପାଖ ମାଡିବ ନାହିନ ଆଉ ଆପଣ ନିଜ ପରିବାର ସହ ସୁରକ୍ଷିତ ରହିବେ ।

୧. ଆପଣଙ୍କୁ ନିମ୍ବ ପାତ୍ର ନବାର ଅଛି ୪ରୁ ୫ଟି ପତ୍ର ଆପଣ ଚୋବେଇ ଖାଇ ପାରିବେ ନଚେତ ନିମ୍ବ ପାଉଡର ଟିକେ ନେବେ ତାକୁ ହଳଦୀ ଟିକେ ନେଇ ଉଷୁମ ପଣିରେ ମିଶାଇ ଦେବେ ଏହା ପରେ ପୁରା ଟିକେ ମହୁ ନେବେ ଆଉ ଏହି ମିଶ୍ରଣକୁ ସକାଳେ ଉଠିବା ପରେ ସେବନ କରିବେ ଆଉ ଗୋଟେ କଥା ମନେ ରଖନ୍ତୁ ଆପଣଙ୍କୁ ସକାଳେ ଉଠିବା ପରେ ଆଗ ଏହାର ସେବନ କରିବାର ଅଛି ତା ପରେ ବାଥରୁମ ଯିବାର ଅଛି ଏହି କଥା ମନେ ରଖିବେ । ଏହି ମିଶ୍ରଣ ଦ୍ଵାରା ଆପଣଙ୍କ ଫୁସ ଫୁସ ଭଲ ଭାବରେ କାମ କରିଥାଏ କାହିଁକିନା ବହୁତ ଫୋର୍ସ ଖୋଲି ଥାନ୍ତି ଯାହା ଦ୍ଵାରା ଆମ ଫୁସ ଫୁସକୁ ଭରପୁର ମାତ୍ରାରେ ଆକ୍ସିଜନ ମିଳିଥାଏ ଆଉ ଆମ ଶରୀର ଷ୍ଟ୍ରାଙ୍ଗ ହୋଇଥାଏ ।

୨. ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଗିଲୋଇ ବହୁତ ମହତ୍ଵପୂର୍ଣ ଜିନିଷ ଅଟେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଶକ୍ତି ବହୁତ ଅଧିକ ବଢାଇଥାଏ, ତେବେ ଆପଣଙ୍କୁ ଗିଲୋ ବାଡି ନବାର ଅଛି ଏହାକୁ ହେମ ଦସ୍ତାରେ ଭଲ ଭାବରେ ଛେଚି ଦିଅନ୍ତୁ ଏହା ପରେ ଆପଣ ଏହାକୁ ଦୁଇ ଗ୍ଳାସ ପାଣିରେ ଫୁଟିବା ପାଇଁ ରାଖୀ ଦିଅନ୍ତୁ ଯେତେବେଳେ ଏହା ଅଧା ଗ୍ଳାସ ରହି ଜୀବ ସେତେବେଳେ ଏହାକୁ ସେବନ କରିବା ଉଚିତ ଆଉ ମନେ ରଖିବେ ଏହାକୁ ଆପଣ ନିମ୍ବ ଆଉ ହଳଦୀ ସେବନ କରିବାର ଅଧ ଘଣ୍ଟା ପରେ

ସେବନ କରନ୍ତୁ । ଏହାକୁ ସେବନ କଲେ ଆପଣଙ୍କ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବହୁତ ଅଧିକ ବଢି ଯାଇଥାଏ ଆଉ ଆପଣଙ୍କୁ ବହୁତ ଭଲ ଅନୁଭବ ହୋଇଥାଏ । ଏହା ଛଡା ଆପଣ ବିନା ଚପଲ ମାଟି ନଚେତ ଘାସ ଉପରେ ଚାଳନ୍ତୁ ଏହା ଦ୍ଵାରା ମଧ୍ୟ ଆପଣଙ୍କ ଆକ୍ସିଜନ ଲେବଲ ବଢିବା ସହ ଆପଣଙ୍କ ଶରୀରକୁ ଶକ୍ତି ମିଳିଥାଏ, ଥରେ ଏହାକୁ କରିକି ଦେଖନ୍ତୁ ଆପଣଙ୍କୁ ନିଜେ ଅନୁଭବ ହବ ।

Leave a Reply

Your email address will not be published. Required fields are marked *