ବାଛନ୍ତୁ କୌଣସି ଏକ ବ୍ରେସଲେଟଓ ଜାଣନ୍ତୁ ସେ ନିଜ ସାଙ୍ଗମାନଙ୍କ ଆଗରେ ଆପଣଙ୍କ ବିଷୟରେ କଣ କୁହନ୍ତି- Love Quiz

ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା ଫଟୋ ରେ ଦିଆଯାଇଥିବା ଏହି ୪ଟି ବ୍ରେସଲେଟ ବିଷୟରେ । ପ୍ରଥମେ ଆପଣ ଦିଆଯାଇଥିବା ୪ଟି ବ୍ରେସଲେଟ ମଧ୍ୟରୁ ନିଜ ପସନ୍ଦର ଏକ ବ୍ରେସଲେଟ ବାଛନ୍ତୁ । ତା ପରେ ଆପଣ ଆପଣଙ୍କ ସାଥି ବିଷୟରେ କିଛି ଜାଣିପାରିବେ ।

ଆଜିକା ସମୟରେ ଲୋକମାନେ ଯେତେ ଯାହା କରିଲେ ବି ସେମାନଙ୍କ ସାଥି ତାଙ୍କୁ ସନ୍ଦେହ କରିବା ଛାଡୁ ନାହାନ୍ତି, ସେଥିପାଇଁ ଆଜି ଆମେମ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଗେମ ଯାହା ଦ୍ଵାରା ଆପଣ ଜାଣି ପାରିବେ ଆପଣଙ୍କ ସାଥି ଆପଣଙ୍କ ପଛରେ ଅନ୍ୟ ଗାରେ କଣ ଆଲୋଚନା କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଆପଣଙ୍କ ସାଥି ଆପଣଙ୍କ ବିଷୟରେ ଅନ୍ୟ ମାନଙ୍କୁ କଣ କହିଥାନ୍ତି ବା ତାଙ୍କ ମନରେ ଆପଣଙ୍କ ପ୍ରତି କଣ ଅଛି ।

୧. ଯଦି ଆପଣ ପ୍ରଥମ ବ୍ରେସଲେଟ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ସେ ଆପଣଙ୍କ ବିଷୟରେ ନିଜ ସାଙ୍ଗ ମାନଙ୍କୁ ଏହା କୁହନ୍ତି ଯେ ଆପଣଙ୍କ ବହୁତ ଆକର୍ଷକ, ଜିନ୍ଦାଦିଲ ଆଉ ହାର୍ଡ ୱର୍କିଙ୍ଗ ଅଟନ୍ତି ଆଉ ସେ ଆପଣଙ୍କୁ ବହୁତ ପସନ୍ଦ କରନ୍ତି । ତେବେ ସେ ଆପଣଙ୍କୁ ବହୁତ ପସନ୍ଦ କରନ୍ତି ଆଉ ନିଜ ଜୀବନ ଆପଣଙ୍କ ସହ ବ୍ୟତୀତ କରିବା ପାଇଁ ଇଛା ରଖନ୍ତି, ତେବେ ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ କିନ୍ତୁ ଏହା ସତ ଅଟେ ।

୨. ଯଦି ଆପଣ ଦ୍ଵିତୀୟ ବ୍ରେସଲେଟ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ସେ ନିଜ ସାଙ୍ଗ ମାନଙ୍କୁ ଆପଣଙ୍କ ବିଷୟରେ ଏହା କୁହନ୍ତି ଯେ ଆପଣ ବହୁତ ରଙ୍ଗୀନ ମିଜାଜ ବ୍ୟକ୍ତି ଅଟନ୍ତି, ଆପଣ ଜୀବନ ନିଜ ଇଛା ଅନୁଯାଇ ବଞ୍ଚିବା ପସନ୍ଦ କରନ୍ତି, ଆଉ ଆପଣଙ୍କ ଜୀବନ ବଞ୍ଚିବା ଦେଖି ତାଙ୍କୁ ଆପଣଙ୍କ ଉପରେ ବହୁତ ଭଲ ପାଇବା ଆସିଥାଏ ।

୩. ଯଦି ଆପଣ ତୃତୀୟ ବ୍ରେସଲେଟ ପସନ୍ଦ କରିଛନ୍ତି ତେବେ ସେ ନିଜ ସାଙ୍ଗ ମାନଙ୍କୁ ଆପଣଙ୍କ ବିଷୟରେ ଏହା କୁହନ୍ତି ଯେ ଆପଣଙ୍କ ମନ ସୁନା ଭଳି ଅଟେ, ଆପଣଙ୍କ ଭଳି ଲୋକ ଦୁନିଆରେ ବହୁତ କମ ଅଛନ୍ତି, ଆପଣ ଅନ୍ୟ ମାନଙ୍କ ମନ କଥା ଜାଣି ତାଙ୍କୁ କେବେ ଦୁଃଖ ଦିଅନ୍ତି ନାହିଁ । ଆପଣଙ୍କୁ ପାଇବା ପାଇଁ ସେ କିଛି ବି କରି ପାରନ୍ତି ଆଉ ଆପଣଙ୍କୁ ସେ ବହୁତ ପସନ୍ଦ କରନ୍ତି ।

୪. ଯଦି ଆପଣ ଚତୁର୍ଥ ବ୍ରେସଲେଟ ପସନ୍ଦ କରିଛନ୍ତି ତେବେ ସେ ନିଜ ସାଙ୍ଗ ମାନଙ୍କୁ ଆପଣଙ୍କ ବିଷୟରେ ଏହା କୁହନ୍ତି ଯେ ଆପଣ ବହୁତ ରୋମନ୍ଥିକ ସ୍ଵଭାବ ବ୍ୟକ୍ତି ଅଟନ୍ତି ଆଉ ଆପଣ ନିଜ ଲାଇଫ ନିଜ ଅନୁଯାଇ ବଞ୍ଚିବାକୁ ପସନ୍ଦ କରନ୍ତି, ଆପଣଙ୍କ ଭଲ ପାଇବା ପାଇ ସେ ବହୁତ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *