ମହିଳାଙ୍କ ଏହି ଜିନିଷ ରେ ସବୁଠୁ ଅଧିକ ଆକର୍ଷିତ ହୁଅନ୍ତି ପୁରୁଷ- Chanakya Niti

ନାରୀ ସବୁବେଳେ ସୁନ୍ଦର ଓ ଚର୍ଚିତ । ନାରୀ ବିନା ଏହି ସଂସାରର କିଛି ମୂଲ୍ୟ ନାହିଂ । ନାରିଙ୍କ ବିନା ପୁରୁଷଙ୍କ ଜୀବନ ନିରର୍ଥକ ଅଟେ । ପୁରୁଷ ଜୀବନର ପ୍ରତ୍ଯେକ କ୍ଷେତ୍ରରେ ନାରୀର ଆବଶ୍ୟକ ରହିଛି । ନାରି ହେଉଛନ୍ତି ସକଳ ଶକ୍ତିର ଆଧାର । ଏହା ପ୍ରକୃତିର ନିୟମ ଯେ ସର୍ବଦା ପୁରୁଷ ମାନେ ନାରିଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ।

ନାରୀର କୌଣସି ରୂପ ନାହିଂ, କିନ୍ତୁ ସେ ସର୍ବଦା ସୁନ୍ଦର ଓ ଆଦରଣୀୟ । କିନ୍ତୁ ପୁରୁଷ ସର୍ବଦା ନାରୀର କିଛି ନା କିଛି ଅଙ୍ଗ ପ୍ରତି ଆକର୍ଷିତ ହୋଇଥାଏ । ଆପଣ ଯଦି ଜେନ ପୁରୁଷ ତେବେ ଏହା ଭଲ ଭାବେ ଜାଣି ପାରିବେ ଯେ ଯେତେବେଲେ ପୁରୁଷ ମାନେ ଏକାଠି ହୋଇ ବାରତାଲାପ କରନ୍ତି ଅଧିକାଂଶ ବାରତା ଏହା ଉପରେ ଆଧାରିତ ଥାଏ ଯେ କେଏନ କଲେ ମହିଳାମାନେ ତାଙ୍କ ପ୍ରତି ଆକର୍ଷିତ ହେବେ ଓ ମହିଳାଙ୍କ କେଉଁ ଜିନିଷ ସେମାନଙ୍କୁ ବହୁତ ପସନ୍ଦ ହୋଇଥାଏ ।

ତେବେ ମହିଳାଙ୍କ ଏହିପରି କିଛି ବିଶେଷ ଅଙ୍ଗ ରହିଛି ଯାହାକୁ ନେଇ ପୁରୁଷମାନେ ବହୁତ ଆକର୍ଷିତ ହୋଇଥାନ୍ତି । ତେବେ ଆସନ୍ତୁ ଏହି ସବୁ ଅଙ୍ଗ ବିଷୟରେ ଜାଣିବା ।

୧ । ଓଠ :- ନାରୀର ଓଠ ବହୁତ ପୁରୁଷଙ୍କୁ ଆକର୍ଷିତ କରିଥାଏ । ଏକ ଗବେଷଣାରୁ ଯାନାଯାଇଛି ଯେ ଯେଉଁ ନାରୀର ଓଠ ଯେତେ ନାଲି ସେହି ନାରୀ ପ୍ରତି ଅଧିକାଂଶ ରୁ ଅଧିକାଂଶ ପୁରୁଷ ଆକର୍ଷିତ ହୋଇଥାନ୍ତି । ସେଥପାଇଁ ଅଧିକାଂଶ ନାରୀ ନିଜର ଅଠାରେ ନାଲି ରଙ୍ଗର ଲିପଷ୍ଟିକ ବ୍ୟବହାର କରିଥାନ୍ତି, ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ।

୨ । ଆଖି:- କଥାରେ ଅଛି କିଛି ନକହି ମଧ୍ୟ ଆଖି ବହୁତ କିଛି କହି ଦେଇଥାଏ । ବହୁତ ପୁରୁଷ ନାରିଙ୍କ ସୁନ୍ଦର ଚକ୍ଷୁ ଦ୍ଵାରା ବହୁତ ଆକର୍ଷିତ ହୋଇଥାନ୍ତି । ସେଥିପାଇଁ ନାରୀମାନେ ନିଜ ଚକ୍ଷୁର ଶ୍ରୀଙ୍ଗାର କରି ପୁରୁଷ ମାନଙ୍କୁ ଅଧିକରୁ ଅଧିକ ଆକର୍ଷିତ କରିଥାନ୍ତି । ଏକ ଗବେଷଣାରୁ ଜଣାପଡିଛି ଯେ ଖଇରିୟା ରଙ୍ଗର ଆଖି ପୁରୁଷ ମାନଙ୍କୁ ଅଧିକ ଆକର୍ଷିତ କରିଥାଏ ।

୩ । ହସ:- କୁହାଯାଏ ଏକ ସୁନ୍ଦର ହସ ମଣିଷ ମନର ସମସ୍ତ ଦୁଖ କରିଦେଇଥାଏ । ଯେଉଁ ନାରୀର ହସ ଯେତେ ସୁନ୍ଦର ପୁରୁଷ ମାନେ ସେମାନଙ୍କ ପ୍ରତି ସେତେ ଆକର୍ଷିତ ହୋଇଥାନ୍ତି । ତେଣୁ ନାରୀ ମାନଙ୍କ ମୁଖରେ ସର୍ବଦା ହସ ରହିବା ଉଚିତ ।

 

୪ । କେସ:- ନାରୀମାନେ ନିଜର ସୁନ୍ଦର ଓ ଘଞ୍ଚ କେସ ଦ୍ଵାରା ସମସ୍ତଙ୍କୁ ନିଜ ପ୍ରତି ଅଧିକ ଆକର୍ଷିତ କରିଥାନ୍ତି । ଯେତେବେଳେ ସୁନ୍ଦର ମଲୟ ପବନରେ ତାଙ୍କ କେସ ଝୁଲୁଥାଏ ସେହି ସମୟରେ ପୁରୁଷ ମାନେ ଅଧିକ ଆକର୍ଷିତ ହୋଇଥାନ୍ତି । କିନ୍ତୁ ଆଜିକାଲି ଅନେକ ଝିଅ ନିଜ କେଶରେ ବିଭିର୍ନ  ପ୍ରକାରର ରଙ୍ଗ ମାରିଥାନ୍ତି । କିନ୍ତୁ କେତେକ ପୁରୁଷଙ୍କୁ ଏହା ପସନ୍ଦ ଆସିନଥାଏ । ତେଣୁ ଗାଞ୍ଚ କଳା କେସ ସର୍ବଦା ପୁରୁଷଙ୍କ ପ୍ରିୟପାତ୍ର ହୋଇଥାଏ ।

Leave a Reply

Your email address will not be published. Required fields are marked *