କଣ ଆପଣ ଜାଣିଛନ୍ତି କି ବ୍ରାହ୍ମ ମୂହୁର୍ତ୍ତ ବିଷୟରେ ଏହି ବଡ ସତ୍ୟ !

କଣ ଆପଣ ମାନେ ଏହା ଜାଣିଛନ୍ତି ଯେ ବ୍ରାହ୍ମ ମୂହୁର୍ତ୍ତ ସତରେ କେଉଁ ସମୟକୁ କୁହାଯାଏ ତେବେ ଜାଣି ରଖନ୍ତୁ ସୂର୍ଯ୍ୟ ଉଦୟ ସମୟ ଠାରୁ ୯୬ ମିନିଟ ଆଗ ମୂହୁର୍ତ୍ତ କୁ ବ୍ରାହ୍ମ ମୂହୁର୍ତ୍ତ କୁହାଯାଏ, ବ୍ରାହ୍ମ ମୂହୁର୍ତ୍ତ ମଣିଷ ଜୀବନ ସବୁଠାରୁ ବହୁ ମୂଲ୍ୟ ସମୟ ଅଟେ, ଏହି ସମୟରେ ସମସ୍ତଙ୍କୁ ଧ୍ୟାନ ଏବଂ ଜ୍ଞାନ ଅର୍ଜନ କରିବା ସଠିକ ସମୟ କୁହାଯାଇଛି ଏହି ମୂହୁର୍ତ୍ତ ରେ କାମ କରୁଥିବା ବ୍ୟକ୍ତି ନିଜ ଜୀବନରେ ସଫଳତା ବହୁତ ସହଜ ଭାବରେ ପାଇଥାଏ, ବ୍ରାହ୍ମ ମୂହୁର୍ତ୍ତ ଏମିତି ଗୋଟେ ସମୟ ଯେତେବେଳେ ଧ୍ୟାନ କଲେ ମଣିଷ ବିନା କୌଣସି ପରିଶ୍ରମ ସବୁ କିଛି ପାଇଥାଏ, ତେବେ ଆସନ୍ତୁ ଜାଣିବା ବିଜ୍ଞାନ ଏବଂ ଜ୍ୟୋତିଷ ବିଷୟରେ କଣ କୁହନ୍ତି ।

Image Courtesy: Google

ବ୍ରାହ୍ମ ମୂହୁର୍ତ୍ତ ସମୟ ବହୁତ ଶାନ୍ତ ସମୟ ହୋଇଥାଏ ଏହାର ପ୍ରଭାବ ଆମ ଚିନ୍ତାଧାରା ଉପରେ ମଧ୍ୟ ପଡିଥାଏ ତେବେ ଆପଣ ଏହା ଭାବୁଥିବେ ଯେ ମୁଁ ଦିନସାରା କିଛି ନା କିଛି ଭାବୁଥାଏ ତେବେ ଏହାର ବ୍ରାହ୍ମ ମୂହୁର୍ତ୍ତ ସହ କଣ କାମ କିନ୍ତୁ ଏହାର ବହୁତ ସମ୍ପର୍କ ବ୍ରାହ୍ମ ମୂହୁର୍ତ୍ତ ସହ ହୋଇଥାଏ ଯେତେବେଳେ ଦିନରେ ଆପଣ କୌଣସି ପ୍ରକାର ଚିନ୍ତା କରନ୍ତି ତେବେ ବହୁତ ପ୍ରକାର ଷୋର ଶବ୍ଦ ଆପଣଙ୍କ କାନରେ ବାଜି ଥାଏ ଏବଂ ଆପଣଙ୍କ ଭାବନାରେ ସମସ୍ଯା ଆସିଥାଏ କିନ୍ତୁ ବ୍ରାହ୍ମ ମୂହୁର୍ତ୍ତ ସମୟରେ ସମସ୍ତେ ସୋଇଥାନ୍ତି ତେବେ ଏହି ସମୟ ଧ୍ୟାନ କରିବା ପାଇଁ ବହୁତ ମହତ୍ଵପୂର୍ଣ ସମୟ ଅଟେ ।

Image Courtesy: Google

ବିଶ୍ଵ ଶକ୍ତି :

ହିନ୍ଦୁ ଶାସ୍ତ୍ର ଅନୁଯାଇ ରାତିକୁ ଚାରି ଭାଗରେ ପରିଣତ କରା ଯାଇଛି, ୧. ୬ ରୁ ୯ ରୁଦ୍ର କାଳ, ୨. ୯ ରୁ ୧୨ ରାକ୍ଷସ କାଳ, ୩. ୧୨ ରୁ ୩ ଗନ୍ଧର୍ବ କାଳ ଏବଂ ଅନ୍ତିମ ୪. ୩ ରୁ ୬ ମନୋହର କାଳ ହୋଇଥାଏ । ବ୍ରାହ୍ମ ମୂହୁର୍ତ୍ତ ସମୟରେ କୋଶମିକ ଏନର୍ଜି ଅର୍ଥାତ ବିଶ୍ଵ ଶକ୍ତି ବହୁତ ମାତ୍ରାରେ ପ୍ରେଜେନ୍ଟ ଥାଏ ।

Image Courtesy: Google

ଏହି ସମୟରେ ଆମ ଶରୀର ବହୁତ ଅଧିକ ମାତ୍ରାରେ ବିଶ୍ଵ ଶକ୍ତି ପ୍ରାପ୍ତ କରି ପାରିବ କିନ୍ତୁ ଏହି ସମୟରେ ଆପଣଙ୍କୁ ନିତ୍ୟ କାମ ସାରି ବ୍ରାହ୍ମ ମୂହୁର୍ତ୍ତ ରେ ଧ୍ୟାନ କରିବା ଉଚିତ, ରାତିରେ ଶୋଇବା ପରେ ଆମ ଶରୀରକୁ କିଛି ମାତ୍ରାରେ ବିଶ୍ଵ ଶକ୍ତି ପ୍ରାପ୍ତ ହୋଇଥାଏ ଯାହା ଦ୍ଵାରା ଆମେ ସକାଳେ ପୂର୍ଣ ଭାବରେ ସ୍ଵସ୍ଥ ଉଠି ନିଜ କାମ କରିଥାଉ କିନ୍ତୁ ଯଦି ଆମେ ବ୍ରାହ୍ମ ମୂହୁର୍ତ୍ତ ରେ ଉଠି ଧ୍ୟାନ କରିଥାଉ ତେବେ ବିଶ୍ଵ ଶକ୍ତି ବହୁତ ମାତ୍ରାରେ ଆମ ଶରୀରରେ ଏକତ୍ର ହୋଇଥାଏ ଯାହା ଦ୍ଵାରା ଆମେ ସଫଳତା ବହୁତ ସହଜରେ ପ୍ରାପ୍ତ କରିଥାଉ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *