ଓଡିଆ ସିରିୟଲ ଅଭିନେତ୍ରୀ Zeena ନିଜ ବିବାହକୁ ନେଇ ଖୋଲିଲେ ଏହି ରାଜ, ଦେଖନ୍ତୁ Video

ଓଡିଆ ଜଗତର ଅଭିନେତ୍ରୀ ହେଉଛନ୍ତି ଜିନା । ସେ ଅନେକ ଚଳଚିତ୍ରରେ ଅଭିନୟ କରିଛନ୍ତି । ସେ ଓଡିଆ ସିରିୟାଲ ରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ଦ୍ଵାରା ସବୁ ଲୋକମାନେ ଖୁବ ପ୍ରଶଂସା କରିଛନ୍ତି ତାଙ୍କୁ । ସେ ପ୍ରଥମେ ଆଲବମ ରେ ଅଭିନୟ କରିଥିଲେ । ଏହା ପରେ ସେ ଧୀରେ ଧୀରେ ସେ ଆଗକୁ ବଢି ଚାଲି ଥିଲେ ।

ସେ ଏହା ପରେ ସେ ନିଜକୁ ଆଗକୁ ନେଇ ଚାଲିଥିଲେ । ସେ ତାଙ୍କ ବିବାହ କରିବା ପାଇଁ ଏକ ପ୍ରକାର ସୋ କରିଥିଲେ । ତାର ନାମ ହେଉଛି ଜିନାଙ୍କ ଜୀବନ ସାଥି । ସେ କହିଥିଲେ କି ସେ ବହୁତ ଖୁସି ଅଛନ୍ତି । ସେ ନିଜ ବିବାହ କୁ ନେଇ ଖୁବ ଆନନ୍ଦିତ ଅଛନ୍ତି । ତାଙ୍କୁ ଏହି ଭଳି ବିବାହ କରିବା ଏକ ସ୍ଵପ୍ନ ଭଳି ଲାଗୁଛି । ସେ କହିଥିଲେ କି କିଏ କଣ କଣ କହୁଛି ତାକୁ ମୁ ବିଶ୍ବାଶ କାରେନି ।

ମାତ୍ର ମୋ ବିବାହ ପାଇଁ ମୁ ଟିକେ ନରଭସ ଅଛି ଓ ଟିକେ ଦର ଭି ଲାଗୁଛି । ସେ କହିଛନ୍ତି କି ସେ ଜେନ ସେଲିବ୍ରେଟି ସେ କିଭଳି ଭାବେ ବିବାହ କରିବେ ତାହା ତାଙ୍କୁ ଖୁବ ଭଲ ଭାବେ ଜଣା । ସେ ଯଦି ଚାହିଁ ଥାନ୍ତେ ତ୍ତ ସେ ନିଶ୍ଚିତ ଭାବେ ଏକ ସାନ୍ତ ଭାବେ ବିବାହ କରି ପାରି ଥାନ୍ତେ । କହି ଛନ୍ତି କି ସେ ତାଙ୍କୁ ପସନ୍ଦ କରୁଥିବା ସବୁ ଲୋକଙ୍କୁ ଡାକି ପାରି ନଥାନ୍ତେ । ଏହା ଏକ ଭଲ ରାସ୍ତା କି ସବୁଙ୍କ ଆଗରେ ସେ ବିବାହ କରିବେ ।

ସବୁ ଲୋକମାନେ ତାଙ୍କୁ ଦେଖି ପାରିବେ । ସବୁ ଲୋକମାନେ ତାଙ୍କୁ ଆଶୀର୍ବାଦ ଦେଇ ପାରିବେ । ଏହା ତାଙ୍କ ପାଇଁ ସୌଭାଗ୍ୟ ଅଟେ । ସେ କହିଥିଲେ କି ବିବାହ ପାଇଁ ସେ ବହୁତ କନ୍ଫ୍ଯୁଜ ଅଛନ୍ତି । ସେ କହିଥିଲେ କି ତାଙ୍କ ପିତା ନାହାନ୍ତି ସେ କହିଥିଲେ କି ତାଙ୍କ ଉପରେ ତାଙ୍କ ପିତାଙ୍କ ଆଶୀର୍ବାଦ ଅଛି । ଏହା ପରେ କୁହା ଯାଇଛି କି ସେ ବହୁତ ସାହାଶି ଝିଅ ଅଟନ୍ତି ସେ ଫିର ଭି ନିଜ ବିବାହ ପାଇଁ ଖୁବ ନରଭସ ଅଛନ୍ତି ।

କିନ୍ତୁ ସେ ଖୁସି ଭି ଅଛନ୍ତି କି ତାଙ୍କ ବିବାହ ଓଡିଶାର ସବୁ ଲୋକଙ୍କ ଆଗରେ ହେବାକୁ ଯାଉଛି । ସେ କହିଲେ ସେ ଜାଣି ନାହାଁନ୍ତି କି ସେ ବ୍ୟକ୍ତି ଜଣକ କିଏ ଯାହା କୁ ସେ ବିବାହ କରିବେ । ମାତ୍ର ସେ ଜାଣିବାକୁ ଚାହାଁନ୍ତି କି କିଭଳି ତାଙ୍କ ପସନ୍ଦ ଅଟେ ।

ଏହା ସହ ସେ କହିଥିଲେ କି ଆଗରୁ ଦେଶରେ ଅନେକ ପ୍ରକାର ସ୍ଵୟଂବର ହେବାର ଆପଣ ମାନେ ଦେଖିଥିବେ । ମାତ୍ର ଏହା ଓଡିଶାରେ ପ୍ରଥମ ଥର ହେଉଛି । ଜିନା ଙ୍କ ଜୀବନ ସାଥି ମାନେ ହେଉଛି କି ସେ ସତରେ ଜୀବନ ସାଥି । ସେ ଶେଷରେ କହିଥିଲେ କି ସେ ଆପଣଙ୍କ ସହଯୋଗ ଓ ସାହାଜ୍ଯ ଚାହାଁନ୍ତି ।

Leave a Reply

Your email address will not be published. Required fields are marked *