ଦେଖନ୍ତୁ କେମିତି ସାଦଖିଆ ପାଳିଲେ Anisha ଓ Subhasis

ବନ୍ଧୁଗଣ, ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ନାୟିକା ତଥା ନାୟକଙ୍କ ଯୋଡି କୁ ଦେଖିଛନ୍ତି । ସେହି କଳାକାର ମାନେ ନିଜ ଅଭିନୟ ଜରିଆରେ ସମସ୍ତ ଦର୍ଶକଙ୍କ ହୃଦୟରେ ଘର କରି ବସିଥାନ୍ତି । ବନ୍ଧୁଗଣ ଆପଣ ମାନେ ଅନିଶା ଏବଂ ଶିଭାଶିଷ ଙ୍କୁ ତ ନିଶ୍ଚିତ ଜାଣିଥିବେ ।

ଉଭୟ ଓଡିଆ ଇଣ୍ଡଷ୍ଟ୍ରୀ ରେ ଆସି ବହୁତ ପ୍ରସିଦ୍ଧ ହୋଇଛନ୍ତି । ସେମାନେ ନିଜ ଅଭିନୟ ଜରିଆରେ ଲକ୍ଷାଧିକ ଲୋକଙ୍କ ହୃଦୟ ରେ ଘର କରି ବସିଛନ୍ତି । ବନ୍ଧୁଗଣ ସିରିୟଲ ଏବଂ ଆଲବମ ରେ ପ୍ରସିଦ୍ଧ ହୋଇଥିବା ଏହି ଯୋଡି ପ୍ରେମ ବିବାହ କରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଆନିଶା ପ୍ରେଗନେଣ୍ଟ ଅଛନ୍ତି । ଏହି ଖବର ସୋ-ସି-ଆ-ଲ ମି-ଡି-ଆ ରେ ଚାରିଆଡେ ବ୍ୟାପିବାରେ ଲାଗିଛି । ବନ୍ଧୁଗଣ ଆନିଶା ଏବଂ ଶୁଭାଶିଷ ନିଜର ଆସୁଥିବା ସନ୍ତାନ କୁ ନେଇ ବହୁତ ଖୁସି ଅଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଆନିଶା ଙ୍କ ସାଦଖିଆ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ଆନିଶା ନିଜର ସାଦଖିଆ କିଭଳି ଭାବରେ ପାଳନ କାଲେ ଶାଶୁଘରେ ।

ବନ୍ଧୁଗଣ ଆନିଶା ଓଡିଆ ଇଣ୍ଡଷ୍ଟ୍ରୀ ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ମାତ୍ର ବିବାହ ପରେ ଆନିଶା ଆଉ ଅଭିନୟ କରିଥିବାର ନଜର ଆସୁନାହାନ୍ତି । ବନ୍ଧୁଗଣ ଅନିଶା ଆଉ କିଛି ଦିନ ପରେ ସନ୍ତାନ କୁ ଜ-ନ୍ମ ଦେବାକୁ ଯାଉଛନ୍ତି । ମାତ୍ର କିଛିଦିନ ତଳେ ଆନିଶା ଙ୍କ ଶାଶୁଘରେ ସାଦଖିଆ ହୋଇଥିଲା । ଏଥିରେ ଆନିଶା ଙ୍କ ଶାଶୁଘର ଲୋକେ ଯୋଗ ଦେଇଥିଲେ ।

ମାତ୍ର ବର୍ତ୍ତମାନ କୋରୋନା ମହାମାରୀ ଯୋଗୁଁ ବିଶେଷ ଲୋକଙ୍କୁ ଡାକି ପାରିଲେ ନାହିଁ । ତାଙ୍କ ସ୍ଵାମୀ ଶୁଭାଶିଷ ମଧ୍ୟ ସାଦଖିଆ ରେ ବହୁତ ଖୁସି ଥିବାର ଦେଖିବାକୁ ମିଳିଛି । ବନ୍ଧୁଗଣ ଗୋଟିଏ ନାରୀ ପାଇଁ ମା ହେବ ବହୁତ ଖୁସି ର ବିଷୟ ଅଟେ ।

ନାରୀଟିଏ ବିବାହ ସମୟରେ ଅନେକ ସ୍ଵୋପ୍ନ ନେଇ ବିବାହ ବନ୍ଧନରେ ବାନ୍ଧି ହୋଇଥାଏ । ଯେତେବେଳେ ନାରୀଟିଏ ମା ହେବାକୁ ବସିଥାଏ ତାହାର ଆନନ୍ଦ ର ସୀମା ରହିନଥାଏ । ଆନିଶା ଏବଂ ଶୁଭାଶିଷ ନିମନ୍ତେ ବର୍ତ୍ତମାନ ଅଧିକ ଖୁସି ରେ ବାତାବରଣ ଖେଳିବାକୁ ଯାଉଅଛି ।

ତେବେ ସନ୍ତାନ ଜାତ ହେବା ପରେ ଉଭୟ ତାହାର ଭବିଷ୍ୟତ କୁ ନେଇ କିଭଳି ଭାବରେ ଚିନ୍ତିତ ହେବେ ତାହା ଦେଖିବା ଅପେକ୍ଷାରେ । ଭଗବାନ ଙ୍କ ପାଖରେ ପ୍ରାର୍ଥନା ଯେ ଆନିଶା ଏକ ସୁସ୍ଥ ଶିଶୁ କୁ ଜନ୍ମ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *