ବାସ ଏହାର ସେବନରେ ଛୋଟ ପିଲାଙ୍କ Immunity ଏତେ ବଢିଯିବ ଯେ, କୌଣସି ସଂକ୍ରମଣ ପାଖ ମାଡିବନି

କରୋନା ଭଳି ଏହି ମ-ହା-ମା-ରୀ ସମୟରେ ନିଜର ଇମ୍ୟୁନିଟି ପା-ୱ-ର ଧ୍ୟାନ ରଖିବା ସହ ଛୋଟ ପିଲାମାନଙ୍କର ବି ଇମ୍ୟୁନିଟି ପା-ୱ-ର ଉପରେ ଧ୍ୟାନ ଦେବା ଉଚିତ । ଯେଉଁଥିପାଇଁ ଆପଣ ତାଙ୍କୁ ବ୍ୟାୟମ, ଯୋଗ, ପ୍ରୋଟିନ ଯୁକ୍ତ ଖାଦ୍ୟ କିମ୍ବା କିଛି ଘରୋଇ ଉପାୟ କରି ସେମାନଙ୍କୁ ଦେଇ ପାରିବେ ।

ଆଜି ଆମେ ଆପଣଙ୍କ ପିଲାମାନଙ୍କର ଇମ୍ୟୁନିଟି ପା-ୱ-ରକୁ ବଢାଇବା ପାଇଁ ଏକ ଘରୋଇ ଉପାୟ କହିବୁ । ଯାହାକୁ ଯଦି ଆପଣଙ୍କର ଛୋଟପିଲାମାନେ ସେବନ କରୁଛନ୍ତି ତେବେ ସେମାନେ ସମସ୍ତ ପ୍ରକାରର ସଂ-କ୍ର-ମ-ଣ ଓ ଭା-ଇ-ରା-ଲ ଇନଫେକସନରୁ ସବୁବେଳେ ସୁରକ୍ଷିତ ରହିବେ । ଫ୍ଲୁ, ଥଣ୍ଡା, ଜ୍ଵର ଭଳି ସମସ୍ୟାରୁ ଦୂରରେ ରହିବେ । ତେବେ ଚାଳନ୍ତୁ ଜାଣିବା ଛୋଟ ପିଲାମାନଙ୍କର ଇମ୍ୟୁନିଟି ପା-ୱ-ରକୁ ବଢାଇବା ପାଇଁ ଆପଣ ତାଙ୍କୁ କଣ ସବୁ ଖାଦ୍ୟ ଦେଇ ପାରିବେ । ଏହାକୁ ଆପଣ ଘରେ ଅତି ସହଜରେ ତିଆରି କରି ପାରିବେ ।

କହିବାକୁ ଗଲେ କ୍ଷୀର ଆମ ସମସ୍ତଙ୍କ ପାଇଁ ବହୁତ ହିଁ ଭଲ ଅଟେ । ଏମିତିରେ ଯଦି ଆପଣ ଏହି କ୍ଷୀରରେ ଅନ୍ୟ କିଛି ଜିନିଷ ମିଶ୍ରଣ କରି ସେବନ କରୁଛନ୍ତି ତେବେ ଆପଣଙ୍କର ଇମ୍ୟୁନିଟି ପା-ୱ-ର ଆହୁରି ଅଧିକ ବଢିଯିବ । ଆମେ ଯେଉଁ ଉପାୟ କହୁଛୁ ସେଥିପାଇଁ ବି ଆପଣଙ୍କୁ ପ୍ରଥମେ ଏକ ଗ୍ଳାସ କ୍ଷୀର ନିଅନ୍ତୁ । ଯାହାକୁ ଆପଣ ଗୋଟିଏ ପାତ୍ରରେ ଢାଳି ଦିଅନ୍ତୁ । ଏଥିରେ ଅଧ ଚାମଚରୁ କମ ହଳଦୀ ନେଇ କ୍ଷୀରରେ ମିଶାଇ ଦିଅନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଗୋଲୋମରିଚ ।

ଆପଣ ୫ ରୁ ୭ ଟି ଗୋଲୋମରିଚ ନେଇ ଏହାକୁ ଗୁଣ୍ଡ କରି ଦିଅନ୍ତୁ ଓ ଏହାକୁ ଏହି କ୍ଷୀରରେ ପକାଇ ଦିଅନ୍ତୁ । ବର୍ତ୍ତମାନ ଏହି କ୍ଷୀରକୁ ଆପଣ ଭଲ ଭାବରେ ଗରମ କରନ୍ତୁ । କ୍ଷୀରକୁ ଆପଣ ଗ୍ୟାସରେ ୫ ରୁ ୭ ମିନିଟ ଭଲ ଭାବରେ ଗରମ କରନ୍ତୁ । ଛୋଟ ପିଲାମାନଙ୍କର ଇମ୍ୟୁନିଟି ପାୱାରକୁ ବୁଦ୍ଧି କରିବା ପାଇଁ ଏହି କ୍ଷୀର ବହୁତ ହିଁ ଭଲ ଅଟେ । ଏହା ସହିତ ଏହା ସମ୍ପୂର୍ଣ ରୂପରେ ପ୍ରାକୃତିକ ଘରୋଇ ଉପଚାର ଅଟେ ।

ଯଦି ଆପଣ ନିଜର ପିଲାମାନଙ୍କୁ ଏହି କାରୋନା ମ-ହା-ମା-ରୀ ସମୟରେ ସମସ୍ତ ପ୍ରକାରର ଭା-ଇ-ରା-ଲ ଇନଫେକସନ ଠାରୁ ବଞ୍ଚାଇବାକୁ ଚାହୁଁଛନ୍ତି ଓ ସେମାନଙ୍କର ଇମ୍ୟୁନିଟି ପାୱାରକୁ ବୁଦ୍ଧି କରିବାକୁ ଚାହାନ୍ତି ତେବେ ନିଶ୍ଚିତ ରୂପରେ ଏହି କ୍ଷୀର ସେମାନଙ୍କୁ ଦିଅନ୍ତୁ । କ୍ଷୀରକୁ ୫ ରୁ ୭ ମିନିଟ ଭଲ ଭାବରେ ଗରମ କରିବା ପରେ ଆପଣ ଏହାକୁ ଏକ ଭଲ ଛାଣି ନିଅନ୍ତୁ । ଏହା ପରେ ଏହି କ୍ଷୀରକୁ ଟେଷ୍ଟି କରିବା ପାଇଁ ଆପଣ ଏଥିରେ ଏକ ଚାମଚ ମହୁ ମିଶାନ୍ତୁ ।

ଯାହାକି ପିଲାମାନଙ୍କୁ ସେବନ କରିବା ପାଇଁ ଭଲ ଲାଗିଥାଏ । ବର୍ତ୍ତମାନ ଏହି କ୍ଷୀର ଓ ମହୁକୁ ଭଲ ଭାବରେ ମିଶ୍ରଣ କରି ଛୋଟ ପିଲାଙ୍କୁ ସେବନ କରିବାକୁ ଦିଅନ୍ତୁ । ସବୁଦିନ ସେବନ କରିବା ଦ୍ଵାରା ତେବେ ଆପଣଙ୍କର ପିଲାମାନଙ୍କର ଇମ୍ୟୁନିଟି ପାୱାର ଭଲ ରହିବ ଓ ସମସ୍ତ ସଂ-କ୍ର-ମ-ଣ ଠାରୁ ବି ଆପଣ ଦୂରେଇ ରହିବେ । ସକାଳୁ ପିଲାମାନେ ଖାଦ୍ୟ ଖାଇ ସାରିବା ପରେ ଏହାକୁ ସେବନ କରି ପାରିବେ କିମ୍ବା ରାତିରେ ଖାଦ୍ୟ ଖାଇ ସାରିବା ପରେ ସେହି ସମୟରେ ଆପଣ ଏହାକୁ ତାଙ୍କୁ ଦେଇ ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *