ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ କୁଆଡେ ଗଲା ? ଯଦି Soumya ନେତା ବା ମନ୍ତ୍ରୀ ହୋଇଥାନ୍ତେ ? ଏଭଳି ଉଠୁଛି କେତେ ପ୍ରଶ୍ନ

ନମସ୍କାର ବନ୍ଧୁଗଣ । ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମଲା ଦିନକୁ ଦିନ ଏଭଳି ଭାବେ ରହସ୍ୟ ଘେର ରେ ରହିବାରେ ଲାଗିଛି ଯେ ତାର ସମାଧାନ କେବେ ହେବ ତାହା ଜଣାପଡୁ ନାହି । ପୋଲିସ ଏହି କେସ ର ତଦନ୍ତ କରିବା ସତ୍ବେ ଅନେକ ତଥ୍ୟ ସାମନା କୁ ଆସିଥିଲେ ମଧ୍ୟ ଏ ଯାଏଁ ପ୍ରକୃତ ଅ-ପ-ରା-ଧୀ କିଏ ତାହା ଜଣାପଡି ନାହି । ଏହା ପରେ ବର୍ତ୍ତମାନ କ୍ରା-ଇ-ମ-ବ୍ରା-ଞ୍ଚ ସୋମ୍ୟ ଙ୍କ ମୃ-ତ୍ୟୁ ମାମଲା ର ତଦନ୍ତ କରୁ ନାହି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କି କୁଆଡେ ଗଲା କ୍ରା-ଇ-ମ-ବ୍ରା-ଞ୍ଚ ? ସରିଗଲା କି ତଦନ୍ତ ?

ଭିତିରିଆ ହୋଇଗଲା କି ରଫା ଦ-ଫା ? ଆମ ଆ-ଇ-ନ ବ୍ୟବସ୍ଥା ସୋମ୍ୟ ଙ୍କୁ ନ୍ୟାୟ ଦେଇ ପାରିବ ତ ଦିନ ରାତି ୨୪ ଘଣ୍ଟା ସୋମ୍ୟ ଙ୍କ ମା ବାପା ଙ୍କ ଆଖି ରୁ ଲୁହ ଜହରୁଛି । କ୍ରା-ଇ-ମ-ବ୍ରା-ଞ୍ଚ ଉପର ନିର୍ଦେଶ କୁ ଅପେକ୍ଷା କରିଛି ନା ତଦନ୍ତ କରିବାର ଦିଗ ଭୁଲି ଯାଇଛି ? ଏହି ଭଳି ଅନେକ ପ୍ରଶ୍ନ ଏବେ ଉଠିବାରେ ଲାଗିଛି । ଏସିଏଫ ସୋମ୍ୟରଞ୍ଜନ ଙ୍କ ସନ୍ଦେହ ଜନକ ମୃ-ତ୍ୟୁ ମାମଲା ରେ କ୍ରା-ଇ-ମ-ବ୍ରା-ଞ୍ଚ କେଉଁ ଦିଗରେ ତଦନ୍ତ କରୁଛି ତାହା କାହାକୁ ଜଣା ନାହି । ଏହି ମାମଲା ରେ ଡିଏଫଓ, ବିଦ୍ୟା ଭାରତୀ , ରୋଷେୟା ଓ ବନ ବିଭାଗ ର କିଛି କର୍ମଚାରୀ ଙ୍କୁ ପ୍ରଶ୍ନ ପଚରାଉଚର କରି କାମ ସାରି ଦେଲା କ୍ରା-ଇ-ମ-ବ୍ରା-ଞ୍ଚ ।

ଏମିତି କଣ ତଦନ୍ତ କରାଯାଏ କି ? ଏମିତି ନୁହେଁ ତ କି କ୍ରା-ଇ-ମ-ବ୍ରା-ଞ୍ଚ କୁ ଉପର ମହଲ ରୁ ଚାପ ପଡୁଛି ? ଯଦି ଚାପ ପଡୁଛି ତେବେ ତାହା କାହା ନିର୍ଦେଶରେ ପଡୁଛି ? ଯଦି ସୋମ୍ୟ କୌଣସି ନେତା ବା ମନ୍ତ୍ରୀ ର ପୁଅ ହୋଇଥାନ୍ତେ ତେବେ ଏହାର ତଦନ୍ତ କ୍ଷିପ୍ର ଗତିରେ ତ-ଦ-ନ୍ତ କରିଥାନ୍ତା କ୍ରା-ଇ-ମ-ବ୍ରା-ଞ୍ଚ । ସାଧାରଣ ପରିବାର ରେ ଜନ୍ମ ହୋଇଥିବା ସୋମ୍ୟ ଙ୍କ ମୃ-ତ୍ୟୁ ଆମମାଳା ରେ ପୋଲିସ ଓ କ୍ରା-ଇ-ମ-ବ୍ରା-ଞ୍ଚ ତଦନ୍ତ କରିବାରେ ବିଫଳ ହୋଇଛି କହିଲେ ଅତ୍ଯୁକ୍ତି ହେବ ନାହି । ଡିଏଫଓ ଙ୍କ ବିରୁଦ୍ଧରେ ବୟାନ ଦେଇଥିବା ଗଙ୍ଗାଧର ଙ୍କୁ କଣ ପାଇଁ କ୍ରା-ଇ-ମ-ବ୍ରା-ଞ୍ଚ ପଚରାଉଚରା କରୁ ନାହି ତାହା ଏବେ ପ୍ରଶ୍ନ ସାଜିଛି ।

କ୍ରା-ଇ-ମ-ବ୍ରା-ଞ୍ଚ ଡିଜି ଟ୍ବିଟ କରି କହିଲେ ଯେ ସୋମ୍ୟ ଙ୍କ ମୃ-ତ୍ୟୁ ଘଟଣା ରେ ଅନେକ ଅଥୟ ଲୁଚି ରହିଛି । କିନ୍ତୁ ଏ ଯାଏଁ ଏହାର କିଛି ଖୁଲାସା ହୋଇ ନାହି । ବର୍ତ୍ତମାନ ସାଧାରଣ ଜନତା ମଧ୍ୟ ଏହା ଉପରେ ପ୍ରଶ୍ନ କରିବା ଆରମ୍ଭ କରି ଦେଲେଣି । ଯଦି ଏପରି ସମୟ କ୍ରମେ ଚାଲି ରହେ ତେବେ କ୍ରା-ଇ-ମ-ବ୍ରା-ଞ୍ଚ ଉପରୁ ସାଧାରଣ ଲୋକଙ୍କର ଭରସା ଉଠି ଯିବ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *